ସବୁଠୁ ଖରାପ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ହସ୍‌ପିଟାଲରେ ଅଧିକ ଶଯ୍ୟା ସହ ଅକ୍‌ସିଜେନ୍‌ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ସମସ୍ତେ ବିନା ଲକ୍‌ଡାଉନ୍‌ରେ ପରିସ୍ଥିତିର ମୁକାବିଲା ଚାହାଁନ୍ତି, ମାସ୍କ ଓ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେବାକୁ ଜନସାଧାରଣଙ୍କୁ   …

ଜାମ୍ମୁ କାଶ୍ମୀରରେ ଶହୀଦ ହେଲେ ଭଟଲିର ଯବାନ

ଭୁବନେଶ୍ୱରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ :- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ନୂଆଁଗଡ଼ ଗ୍ରାମର ଶ୍ରୀ ତୁପେଶ୍ୱର ଭୁଏ ଭାରତୀୟ ସେନା ବାହିନୀର ବିହାର ରେଜିମେଣ୍ଟରେ କାର୍ଯରତ ଥିବା ବେଳେ ବର୍ତ୍ତମାନ ତାଙ୍କର ପୋଷ୍ଟିଂ ଜାମ୍ମୁ କାଶ୍ମୀର ରେ ଥିଲା ।  ବୀର…

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କୁ ମାନସିକ ଚାପ ପ୍ରତିବାଦରେ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ-ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ  ଘଟିଛି ଅଘଟଣ।  ବିଶ୍ୱବିଦ୍ୟାଳୟର ଜଣେ ଚୁକ୍ତିଭିତିକ କର୍ମଚାରୀ ବରିଷ୍ଠ  ଅଧିକାରୀଙ୍କ ଚାପ ସହି ନପାରି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଲି ଆତ୍ମହତ୍ୟା ଉଦ୍ୟମ ପରେ ପୁଣି ଥରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ  ରେ ଅସ୍ଥାୟୀ …

ସୋଆ ପକ୍ଷରୁ ବୃତିଗତ ଏବଂ ଗବେଷଣାଭିତ୍ତିକ ଲେଖାକୁ ନେଇ ପ୍ରଥମ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍ଲପ୍ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି । ଭର୍ଚୁଆଲୀ ଆୟୋଜିତ…

ହତାଶ ଲେଖାଶ୍ରୀ ବାଚାଳାମି କରି ଲୋକହସା ହେଉଛନ୍ତି : ଏଲିନା 

ଭୁବନେଶ୍ୱର (ଶାସକ ପ୍ରଶାସକ): "ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି । ପିପିଲି ଉପନିର୍ବାଚନ ଲଢ଼ିବା ପାଇଁ ବହୁତ ଦୌଡ଼ିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ସ୍ୱାଭାବିକ ଭାବରେ ସେ ହତାଶ ଆଉ ନିରାଶ ହୋଇ…

ହାଇଦର ଖସିଯିବା ପଛରେ ରାଜ୍ୟ ଗୃହ ବିଭାଗ: ଲେଖାଶ୍ରୀ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟରେ ଅପରାଧ ଓ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେଉଥିବାର ଆଉ ଏକ ସ୍ପଷ୍ଟ ପ୍ରମାଣ ମିଳିଛି । ଓଡିଶା ଜେଲ ମାନୁଆଲ ନିୟମ ଅନୁଯାୟୀ, କୈାଣସି ଅପରାଧୀ ଜେଲ୍ ବାହାରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ସେହି କଏଦୀକୁ ଉକ୍ତ ଜେଲର ମେଡିକାଲ ଅଫିସର ଓ ଜେଲ…

୨୭୨କେଜି ଗଞ୍ଜେଇ ଚୋରା ଚାଲାଣ : ଭୁବନେଶ୍ୱରର ଦୁଇ ଚୋରା ବେପାରୀ ଗିରଫ 

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଥାନା ମାଦିନାଟ ଗ୍ରାମରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣକୁ ଗିରଫ କରିବା ସହ ୨୭୨କେଜି ଗଞ୍ଜେଇ ଏବଂ ଦୁଇଟି ଗାଡ଼ି ଜବତ କରିଛି I ଗିରଫ ଦୁଇ ଗଞ୍ଜେଇ ମାଫିଆ ହେଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର…

ଡିଏଲ ଟେଷ୍ଟ ବାତିଲ 

ଭୁବନେଶ୍ୱର : କୋଭିଡ -19 ରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି, ରାଜ୍ୟ ପରିବହନ କର୍ତ୍ତୃପକ୍ଷ ରାଜ୍ୟର ସମସ୍ତ ଆରଟିଓରେ ଡ୍ରାଇଭିଙ୍ଗ ଲାଇସେନ୍ସ  ପରୀକ୍ଷା ଏବଂ ଲର୍ଣ୍ଣିଙ୍ଗ ଲାଇସେନ୍ସ ପରୀକ୍ଷାକୁ ଏପ୍ରିଲ ୨୨ ତାରିଖ ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରିଦେଇଛନ୍ତି |

ମାରଓ୍ବାଡି ଯୁବାମଂଚ ନୂତନ କର୍ମକର୍ତ୍ତା ନିର୍ବାଚନ ଓ ଶପଥ ଗ୍ରହଣ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ମାରଓ୍ବାଡି ଯୁବାମଂଚ ପଦ୍ମପୁରର ୨୦୨୧-୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବିଭିନ୍ନ ପଦ ଯେପରିକି ସଭାପତି ପଦ ପାଇଁ ହରିଶଙ୍କର ଅଗ୍ରୱାଲ,ଉପସଭାପତି ପଦ ପାଇଁ ଭଜନ ଅଗ୍ରୱାଲ,ସମ୍ପାଦକ ପଦ ପାଇଁ ଅଶୁତୋଷ…

୧୫-୦ରେ ହାରିଲେ ସୌମ୍ୟ : ଗଲା ସରପଞ୍ଚ ପଦବୀ 

ନୟାଗଡ଼/ବିଶ୍ୱଜିତ ନାୟକ: ଅନାସ୍ଥା ପ୍ରସ୍ତାବରେ ଆସ୍ଥା ହରାଇଛନ୍ତି ନୟାଗଡ଼ ଜିଲ୍ଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ବିବାଦୀୟ ତଥା ଚର୍ଚିତ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ |  ସୌମ୍ୟ  ପଞ୍ଚାୟତରେ ମନମୁଖୀ କାମ କରୁଥିବା ଅଭିଯୋଗ ଉପରେ  ଆସିଥିବା ଅନାସ୍ଥା ପ୍ରସ୍ତାବରେ ପରାଜିତ ହୋଇ …