୧୮ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନିମ୍ନମାନର ଓ ଅସମ୍ପୂର୍ଣ୍ଣ : ମାତ୍ର ଟୋଲ ଟ୍ୟାକ୍ସ ଆଦାୟ ଆରମ୍ଭକୁ…

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି । ରାଜପଥର ନିର୍ମାଣ କାର୍ଯ୍ୟର ତଦାରଖ କରିବା ନିମନ୍ତେ କୌଣସ ପଦାଧିକାରୀ ବା ଅଧିକାରୀମାନଙ୍କ ଦେଖାସାକ୍ଷାତ ନ ଥିବାରୁ ନିର୍ମାଣ କାର୍ଯ୍ୟ ନେଇଥିବା…

ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଭାରତବର୍ଷର ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ – ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର,– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଆସନ୍ତା ମଇ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ନିଷ୍ପତି କୋଭିଡ୍-୧୯ ବିରୋଧରେ ସରକାରଙ୍କ ପ୍ରସ୍ତୁତିକୁ ମଜବୁତ୍ କରିବ ଏବଂ ଏହି କଠିନ ସମୟରେ ଭାରତବର୍ଷର ସମସ୍ତ ନାଗରିକଙ୍କ…

ଭୋକିଲା ପେଟ ପାଇଁ ସଂଘର୍ଷ : ମହୁଲ ଗୋଟାଇ ଭୋକ ମେଣ୍ଟାଉଛନ୍ତି  ରୌପ୍ୟ ପଦକ ବିଜୟୀ ତୀରନ୍ଦାଜ ।

ପଡିଆ/କାଲିମେଳା :  ଗତ କିଛି ବର୍ଷରେ କ୍ରୀଡ଼ା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାରୁ ବିଭିନ୍ନ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ଛାପ ଛାଡିଥିବା ଦେଖିବାକୁ ମିଳିଛି  । ତେବେ ଆଦିବାସୀ ଅଧୁଷିତ ଅଞ୍ଚଳ, ଉପଯୁକ୍ତ ଭିତ୍ତିଭୂମି ଅଭାବ ସହ ଗରିବ ରେଖା ତଳେ ରହିଥିବା ଅନେକ ଖେଳାଳୀ ନିଜ ଖେଳରୁ…

“ପିପିଲି ନିର୍ବାଚନରେ କୌଣସି ସଭା ବା ରାଲି କରିବନି ବିଜେଡି “

ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ : ନବୀନ  ଭୁବନେଶ୍ୱର :ପ୍ରତି ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ | ସମସ୍ତେ ମୋ ପରିବାରର ସଦସ୍ୟ | ବର୍ତ୍ତମାନ ସାରା ଦେଶ  କରୋନା ମହାମାରୀଙ୍କୁ ନେଇ ସଂଗୀନ ପରିସ୍ଥିତି ଦେଇ ଗତି କରୁଛି | ତେଣୁ ଏଭଳି ସମୟରେ ପିପିଲି ନିର୍ବାଚନ ପାଇଁ ବିଜେଡି କୌଣସି…

ଶ୍ରୀରାମନବମୀ ଉପଲକ୍ଷେ ୧୦୮ କଳସ ଶୋଭାଯାତ୍ରା 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଭଦ୍ରକ ଐତିହାସିକ ରାମନବମୀ ପାଇଁ ଆଜିଠୁ ୩ଦିନ ବ୍ୟାପି ଭଦ୍ରକ ଗାନ୍ଧିପଡ଼ିଆରେ ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ପକ୍ଷରୁ ଶ୍ରୀରାମ ନବମୀ ମହାଯଜ୍ଞ ଆରମ୍ଭ । ଏହି ଉପଲକ୍ଷେ ଆଜି କରୋନା କଟକଣା ମଧ୍ୟରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଦିବା ୩ଘଟିକା ୩୦ ମିନିଟ…

ଭଦ୍ରକରେ ସ୍ମାର୍ଟ ଲାଇବ୍ରେରୀ ଓ ଚରମ୍ପାରେ ବିଜ୍ଞାନ ଗୃହର ନିର୍ମାଣ ପାଇଁ ବିଧାୟକଙ୍କ ଅନୁଦାନ ।

ଭଦ୍ରକ/(ସତ୍ୟଭୂଷଣ ସ୍ୱାମୀ),:ଭଦ୍ରକର ଉନ୍ନତି ପାଇଁ ଭଦ୍ରକ ବିଧାୟକ ଓ ସାଂସଦଙ୍କ ପ୍ରଚେଷ୍ଟା ଜାରି ରହିଛି।ଆଜି ଭଦ୍ରକ ସହରାଞ୍ଚଳର ବ୍ଲକ କଲୋନୀ ଠାରେ ସ୍ମାର୍ଟ୍ ଲାଇବ୍ରେରୀ କାର୍ଯ୍ୟର ଶୁଭାରମ୍ଭ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଉପସ୍ଥିତିରେ ଆରମ୍ଭ ହେଲା ଯାହାର ବ୍ୟୟ ଅଟକଳ ୨ କୋଟି…

ସାରର ଅତ୍ୟଧିକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।   

ଭଦ୍ରକ;(ସତ୍ୟଭୂଷଣ ସ୍ୱାମୀ  ):ବିଭିନ୍ନ ପ୍ରକାରର ସାର ଯଥା ଡିଏପି ପକେଟ ( 50 କିଲୋ ) ପ୍ରତି  1200 ଟଙ୍କା ରୁ ଟ 1900 କୁ ବୃଦ୍ଧି, ଏନ ପି କେ-1  ଟ1175 ରୁ ଟ  1775 , ଏନ୍ ପି କେ -2 ଟ 1185 ରୁ ଟ 1800 ,ଏନ୍ ପି ଟ 925 ରୁ  1350 ଟଙ୍କା କୁ ବୃଦ୍ଧି ପାଇଛି । ସାର କ୍ଷେତ୍ରରେ ମୂଲ୍ୟ…

ମାଁ ସମଲେଶ୍ବରୀଙ୍କ ଦର୍ଶନରେ କଟକଣା।

 ସମ୍ବଲପୁର(ରମାକାନ୍ତ ବିଶ୍ୱାଳ ):-ଆଜିଠାରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନରେ ଲାଗିଲା କଟକଣା। ସନ୍ଧ୍ୟା ୫ ଟା ପରେ ମାଙ୍କର ଦର୍ଶନ ସମ୍ପୁର୍ଣ୍ଣ ମନା। କାରଣ ଆଜିଠାରୁ ରାତ୍ରି କାଳୀନ କର୍ଫ୍ୟୁ ସନ୍ଧ୍ୟା ୬ ଟାରୁ ଆରମ୍ଭ ହେଉଛି। ଏଣୁ ଭକ୍ତ ମାନଙ୍କୁ ଟ୍ରଷ୍ଟ…

ଆଜି ୪୪୪୫ ନୂଆ ପଜିଟିଭ 

ଭୁବନେଶ୍ୱର : ଆଜି ପୁଣି ନୂଆ ୪୪୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ  ହେଉଛନ୍ତି ୧୮୭୧ ଜଣ | ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ ଜଣ ଚିହ୍ନଟ ହୋଇଛନ୍ତି  | ତୃତୀୟ ସ୍ଥାନରେ ଅଛି ନୂଆପଡା…

ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ ଉଦଘାଟିତ

ପୋଲସରା   (ଡ଼ଃ.କୁମୁଦ କୁମୁଦ ଚନ୍ଦ୍ର ବେହେରା) ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ମାରଦା ମନ୍ଦିର ପରିସରରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା "ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ"ର ଶୁଭ ଉଦଘାଟନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…