କର୍ତ୍ତବ୍ୟରତ ସାମ୍ବାଦିକ କୁ ମାଡ଼ ଘଟଣାରେ ଜିଲ୍ଲା ସାମ୍ବାଦିକ ଙ୍କ ବିରୋଧ ।

0

ମାଲକାନଗିରି: କେନ୍ଦ୍ରାପଡା ସାମ୍ବାଦିକ ଙ୍କୁ ମହିଳା ପୋଲିସର ମାଡ଼ ଏବଂ ଅଭଦ୍ର ବ୍ୟବହାର ଘଟଣା ରେ  ଆଜି UJA ସାମ୍ମିଳନୀ କକ୍ଷଠାରେ ମାଲକାନଗିରି ସାମ୍ବାଦିକ ଙ୍କ ପକ୍ଷରୁ ଏକ ପ୍ରତିବାଦ  ପ୍ରତିବାଦ ଆୟୋଜିତ ହୋଇଥିଲା  । ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଏକାଠି ହୋଇ ଏହି ଘଟଣାକୁ  ନିନ୍ଦାକରିବା ସହ ଆଗାମୀ ଦିନରେ ଏହି ଘଟଣାର କିଭଳି ପୁନାରବୃତି ନହେବ ତାହା ଉପରେ ଆଲୋଚନା ହୋଇଥିବା ବେଳେ ସମସ୍ତେ ଏକମତ ହୋଇ ଏହାର ବିରୋଧ ସ୍ୱରୂପ ଜିଲ୍ଲା ପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଦାବିପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା । ସଭା ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁର୍ଯ୍ୟୋଧନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.