ଝାଡସାହି ଗାଁ ୪ ମୃତ୍ୟୁ ଘଟଣା: ପୁଣି ଜଣଙ୍କର ମୃତ୍ୟୁ

ଗ୍ରାମର ନିଷ୍ପତ୍ତି,ସମସ୍ତଙ୍କର ହେବ କୋଭିଡ ପରୀକ୍ଷା ଘର ଘର ବୁଲି ସ୍ୱାସ୍ଥ୍ୟ ବିଭାଗ କଲା ତଥ୍ୟ ସଂଗ୍ରହ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗିରିଡି ପଲ୍ଲୀ ପଂଚାୟତ ଝାଡସାହି ଗାଁରେ ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟଣାର ଦିତୀୟ ଦିନରେ…

ଠୋ……ଫାଟିଲା କଂକ୍ରିଟ ରାସ୍ତା 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ଆଜି ଅପରାହ୍ନରେ ୨ ବେଳେ ପ୍ରଚଣ୍ଡ ଶବ୍ଦ କରି କଂକ୍ରିଟ ସଡ଼କ ବିସ୍ଫୋରଣରେ ଫାଟିବା ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରଛି । ଘଟଣା ସ୍ଥଳରେ ଥିବା ସମସ୍ତେ ଏଣେ ତେଣେ ଦୈାଡି ଚାଲି ଯାଇଥିଲେ । ଭୁଚଳନ ହେଲେ ଭୁପୃଷ୍ଠ ଫାଟିଯାଏ, ଦବିଯାଏ କିମ୍ବା…

ନିଯୁକ୍ତି ଦାବିରେ ବେରୋଜଗାର ସାମୁଖ୍ୟ ପକ୍ଷରୁ ସାଙ୍କେତିକ ଡିଗ୍ରୀ ସାର୍ଟିଫିକେଟ ପୋଡ଼ି

ବାରିପଦା(ଦିଲ୍ଲୀପ ମହାନ୍ତି )-କରୋନା ମହାମାରୀ ହେତୁ ଆପଣଙ୍କୁ ଉପରୋକ୍ତ ବିଷୟ ବିଷୟରେ କହିବାକୁ ଚାହୁଁଛନ୍ତି | ସାରା ଦେଶରେ ଚିନ୍ତାର ପରିସ୍ଥିତି ଉପୁଜିଛି।  କିନ୍ତୁ ଲକଡାଉନ୍ ହେତୁ ଗତ ବର୍ଷ ଠାରୁ୧୩ କୋଟିରୁ  ଅଧିକ ଚାକିରି ହରାଇଲା |  ଏନସିଆରବି ରିପୋର୍ଟ ଅନୁଯାୟୀ, ପ୍ରତିଦିନ ୩୮ ଜଣ…

 ଟୀକାକରଣକୁ ନେଇ ଉଦବେଗ ପ୍ରକାଶ କଲେ ବରିଷ୍ଠ ନାଗରିକ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ନାଗରିକ I ପ୍ରାପ୍ତ ସୂଚନା ଅନୁସାରେ ଦ୍ଵତୀୟ ଡୋଜ ଟୀକାକରଣ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଫୋନ ମାଧ୍ୟମରେ…

ଜଳସଂପଦ ବିଭାଗର ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ବୈଠକ 

ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ରହିବାକୁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ଵର-  ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ୨ୟ  ପ୍ରସ୍ତୁତି ବୈଠକ  ଭିଡିଓ କନଫରେନ୍ସିଂ  ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । …

ଲୁଟ ହାଇୱା ଟ୍ରକ ଉଦ୍ଧାର, ୫ ଗିରଫ 

ବଡ଼ବିଲ (ଶାସକ ପ୍ରଶାସକ):ବଡ଼ବିଲ ଅଞ୍ଚଳରୁ ଲୁଟ ହୋଇଥିବା ଏକ ହାଇୱା ଟ୍ରକ କୁ ବଡ଼ବିଲ ପୋଲିସ ଉଦ୍ଧାର କରିବା ସହିତ ଲୁଟ ଘଟଣା ରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ଘଟଣାରୁ ପ୍ରକାଶ ଯେ ଗତ ୧୫ ତାରିଖ ପ୍ରlୟ  ୧୧ ଘଟିକା ସମୟରେ ଓଡ଼ି ୧୪ କ୍ୟୁ ୮୨୪୪ ନମ୍ବର ବିଶିଷ୍ଟ ଏକ…

ସୋହେଲା ତହସିଲ କାର୍ଯ୍ୟାଳୟର ବାହାରିଲା ରାଜସ୍ୱ ରଥ 

ସୋହେଲା (ଶାସକପ୍ରଶାସକ)-ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ରାଜସ୍ୱ ରଥ ବାହାରି ତବଡା ଆରଆଇ ଅଫିସ ଅଧୀନସ୍ଥ ବିଭିନ୍ନ ଗ୍ରାମ ଭ୍ରମଣ କରି ଡୋର ଷ୍ଟେପରେ ହିତାଧିକାରୀଙ୍କୁ  ପଟ୍ଟା ବଂଟନ କରାଯାଇଥିଲା । ଏହି ରଥକୁ ତହସିଲଦାର ମାନସ ରଂଜନ ସ୍ୱାଇଁ ଉଦଘାଟନ କରିଥିଲେ । ବ୍ୟକ୍ତି କେନ୍ଦ୍ରିକ ସେବା…

ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

ସୋହେଲା,(ଶାସକପ୍ରଶାସକ)-ସଂପ୍ରତି କରୋନା କାଳରେ ଓଡିଶାର ବରଗଡ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କରୋନା ଲଢେ଼ଇରେ ଡାକ୍ତର,ନର୍ସ,ସ୍ୱାସ୍ଥ୍ୟକର୍ମୀ,ଅଂଗନବାଡି କର୍ମୀ,ଆଶା କର୍ମୀ,ପୁଲିସ,ସାମ୍ବାଦିକ ତଥା ଶିକ୍ଷକମାନେ ସାମିଲ ହୋଇଛନ୍ତି ।…

 ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ  ଆମର ଲଢେଇକୁ ଆହୁରି ମଜବୁତ କରାଯିବ : ମୁଖ୍ୟମନ୍ତ୍ରୀ 

https://www.youtube.com/watch?v=b1GRqh0VH3w ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା 24 ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ । ମିଳିବ ପ୍ରୋତ୍ସାହନ । ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ସାମିଲ…

ଜଗଦଲପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ ।

ଝାରବନ୍ଧ-ମନୋହର ଦାଶ: ଆଦିବାସୀ ଅଧୁଷିତ ଉପାନ୍ତ ଅଞ୍ଚଳ ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର  ଥାନା ରେ ନୂତନ ଥାନା ଅଧିକାରୀ ଭାବେ ବୀରବର ଭଗତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ଆଇ .ଆଇ.ସି ଲିଲିମା ଲଳିତା ବାର୍ଳା ଙ୍କ ପଦୋନ୍ନତି ହୋଇ ରାଉରକେଲା ଏସଡିପିଓ ଭାବେ…