ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଓଡ଼ିଶା ମାନବାଧିକାର ଆୟୋଗକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ

ଭୁବନେଶ୍ୱର :  କୋଭିଡ-୧୯ର ଦ୍ରୁତ ସଂକ୍ରମଣ ପରିପ୍ରେକ୍ଷୀରେ ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତା.୨୯.୦୪.୨୦୨୧ର ନିର୍ଦ୍ଦେଶନାମା ୧୨୬୫୬ ଅନୁଯାୟୀ ଏବଂ କମିଶନର ଏପ୍ରିଲ ୩୦…

ନିଜସ୍ୱ ଉଦ୍ୟମରେ ଦୁଇଗୋଟି ଆମ୍ବୁଲାନ୍ସ ପ୍ରଦାନ କଲେ ବିଧାୟିକା ରିତା ସାହୁ ଓ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼ :- ଦିନକୁ ଦିନ ଲଗାମଛଡା ହେବାରେ ଲାଗିଛି କୋରୋନା ମହାମାରୀ । ଏହିଭଳି ପରିସ୍ଥିତି ରେ ସାଧାରଣତଃ ଗ୍ରାମାଞ୍ଚଳରୁ ଡାକ୍ତରଖାନାକୁ ପହଂଚିବା ପାଇଁ ସାଧାରଣ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଅନେକ ଅର୍ଥ ବ୍ୟୟ କରିବାକୁ ପଡୁଛି । ଯାହାଫଳରେ ରୋଗୀ ପଇସା ଖର୍ଚ୍ଚ…

କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ସମସ୍ତ ଅଙ୍ଗନବାଡି ସେବା ଯୋଗାଇଦେବାକୁ ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ

"ମମତା' ଯୋଜନାରେ ପଞ୍ଜୀକରଣ ଅବଧିକୁ ୩ ମାସରୁ ୭ ମାସକୁ ବୃଦ୍ଧି ପ୍ରବାସୀ ମହିଳା ଓ ଶିଶୁଙ୍କ ତୁରନ୍ତ ପଞ୍ଜୀକରଣ ଉପରେ ଗୁରୁତ୍ୱ ଭୁବନେଶ୍ୱର, (ଶାସକ ପ୍ରଶାସକ) : ସଂପ୍ରତି କୋଭିଡ-୧୯ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି ।…

ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳଙ୍କ ମାତା ଫୁଲ ବିଶ୍ୱାଳଙ୍କ ପରଲୋକ

ସମ୍ବଲପୁର (ଶାସକ ପ୍ରଶାସକ) ;  ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ଙ୍କ ମାତା ଫୁଲ ବିଶ୍ୱାଳ ଙ୍କ ଶୁକ୍ରବାର ସକାଳ ୮ ଟା. ୩୦ ମି. ସମୟରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ତତା ଅନୁଭବ କରିବା ପରେ ଚିକିତ୍ସା ନିମନ୍ତେ ତାଙ୍କୁ…

ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଶ୍ରୀ ଚୈତନ୍ୟ ଚରଣ ସ୍ୱାଇଁ ଦେଲେ ୧ ଲକ୍ଷ ୫୦ ହଜାର ଟଙ୍କା

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଶ୍ରୀ ଚୈତନ୍ୟ ଚରଣ ସ୍ୱାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଚେକ୍ ଆକାର ରେ ପ୍ରଦାନ କରିଛନ୍ତିା ଶ୍ରୀ…

ଆର ପାରିରେ ପଣ୍ଡିତ ବୃନ୍ଦାବନ ବିଶ୍ବାଳ

ସମ୍ବଲପୁର:   ଆର ପାରିରେ ପଣ୍ଡିତ ବୃନ୍ଦାବନ ବିଶ୍ବାଳ। ମଙ୍ଗଳବାର ରାତ୍ରି ୧.୩୦ ମିନିଟ ସମୟରେ ହୃଦଘାତରେ ତାଙ୍କ ସାଳଡ ସ୍ଥିର ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ଯୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହେଉଥିଲା। ମୃତ୍ଯୁ ଶର୍ଯ୍ଯା ନିକଟରେ ସମସ୍ତ ପରିବାରବର୍ଗଙ୍କ ସହ ଏକ ମାତ୍ର…

ଅବସରପ୍ରାପ୍ତ ଶିକ୍ଷକ କୁଞ୍ଜବିହାରୀ ବେହେରାଙ୍କ ପରଲୋକ I

ରେଢ଼ାଖୋଲ,( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଗୋଗୁଆ ନିବାସୀ ଅବସର ପ୍ରାପ୍ତ ଶିକ୍ଷକ କୁଞ୍ଜ ବିହାରୀ ବେହେରାଙ୍କ ଆଜି ନିଜ ଘରେ ୮୯ ବର୍ଷ ବୟସରେ ପରଲୋକ ଘଟିଛି l ଶ୍ରୀ ବେହେରା ଏମ.ଇ ସ୍କୁଲରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ I ସେ ଜଣେ ମିଷ୍ଟଭାସି, ଛାତ୍ର…

ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଡେଙ୍ଗୁ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ଗ୍ରାମ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ୍-୧୯ର ନିୟମ ପ୍ରକାର ବିଶ୍ଵ ଡେଙ୍ଗୁ ଦିବସ ପାଳନ ହୋଇଯାଇଛି। ଏହି ଦିବସରେ ଉପସ୍ଥିତ ଅତିଥି ମାନଙ୍କୁ ଚିକିତ୍ସା ଅଧିକାରୀ ଡ଼.ପ୍ରଶାନ୍ତ କୁମାର ସାହୁ…

ଭର୍ଚୁଆଲ ପ୍ଲାଟଫର୍ମରେ ବିଜୁ ଯୁବ ଜନତା ଦଳର କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ର ସାମାଜିକ ଅନୁଷ୍ଠାନ 'ଓଡ଼ିଶା ମୋ ପରିବାର' ସମସ୍ତ ସାମାଜିକ କାର୍ଯ୍ୟ କୁ ସମଗ୍ର ରାଜ୍ୟରେ  ତ୍ବରାନ୍ବିତ କରୁଅଛି।ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ…

ଆରମ୍ଭ ହେଲା ରଥ ନିର୍ମାଣ : ପ୍ରଥମ ଦିନରେ ତିନି ରଥର ତୁମ୍ବ କଟିଂ

ପୁରୀ: ଆରମ୍ଭ ହେଲା ରଥ ନିର୍ମାଣ । ପ୍ରଥମ ଦିନରେ ଆଗେଇ ଚାଲିଛି ତିନି ରଥର ତୁମ୍ବ କଟିଂ । ଥର୍ମାଲ ସ୍କ୍ରିନିଂ ପରେ ମହାରଣା ସେବକ ମାନେ ତୁମ୍ବ କଟିଂ କାମ ଆରମ୍ଭ କରିଛନ୍ତି । ତୁମ୍ବ କଟିଂ କାମକୁ ୩ରଥର ମୁଖ୍ଯ ମହାରଣାଙ୍କୁ ମିଶାଇ  ୯ ଜଣ ମହାରଣା ସେବକ, ୬ଜଣ କରତିଆ ଓ ଜଣେ ରଥ ଅମିନ…