ଆରମ୍ଭ ହେଲା ବଣିକ ସଂଘର ଅକ୍ସିଜେନ ବ୍ୟାଙ୍କ: ନରସିଂହ କଲେ ଲୋକାର୍ପିତ

ବଲାଙ୍ଗିର/ ନିରୋଜ ମିଶ୍ର -ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ବଣିକ ସଂଘ ଏକ ଅକ୍ସିଜେନ ବ୍ୟାଙ୍କ ଅରମ୍ଭ କରିଛି । ଏହି ବ୍ୟାଙ୍କକୁ ପ୍ରଥମେ ୧୯ଗୋଟି ସିଲିଣ୍ଡର ରୁ ଆରମ୍ଭ କରାଯାଇଥିବା ବେଳେ ଆଗକୁ ସଂଗଠନ ତରଫରୁ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ ବୋଲି…

ପ୍ଲାଜମା ମ୍ୟାନ ଭାବେ ବେଶ୍ ପରିଚିତ ରାୟଗଡାର ବି.ଭେଙ୍କେଟେଶ

ପ୍ଲାଜମା ଦାନ କରି ଲୋକଙ୍କ ଜୀବନ ବଂଚାଉଛନ୍ତି  ରାୟଗଡା/ସରୋଜ କୁମାର ସାହୁ – କରୋନା ଚିକିତ୍ସା କ୍ଷେତ୍ରରେ ଏବେ ପ୍ଲାଜମା ଥେରାପିର ବହୁଳ ବ୍ୟବହାର ହେଉଛି । ଏପରି ଏକ ସଙ୍କଟ ସମୟରେ ଦେବଦୂତ ସାଜିଛନ୍ତି ଭେଙ୍କେଟେଶ । ନିଜେ ୩ ଥର ପ୍ଲାଜମା ଦାନ କରିବା ସହ କରୋନା ମହାମାରୀରୁ ସୁସ୍ଥ…

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ନାବାଳକର କୌଣସି ଖୋଜ ଖବର ନାହିଁ

ପରିବାର ପକ୍ଷରୁ ଥାନାରେ ମାମଲା ବାରିପଦା(ଦିଲ୍ଲୀପ ମହାନ୍ତି ):- ମୟୂରଭଞ୍ଜ ଜିଲ୍ଲାରେ ନିଯୁକ୍ତି ଅଥବା ରୋଜଗାରର କୌଣସି ସୁବିଧା ଦୁଯୋଗ ନ ଥିବାରୁ ଜିଲାର ଜନସାଧାରଣ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ସମୟରେ ଗୁଜରାଟ ରାଜ୍ୟକୁ ଦାଦନ…

ମୟୂରଭଞ୍ଜରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ଦାବିରେ ଭଞ୍ଜସେନା ପକ୍ଷରୁ ଭର୍ଚ୍ୟୁଆଲ ବୈଠକ

କରୋନା ପରିଚାଳନାରେ ଅବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରେ ଦେଖା ଦେଇ ଥିବା ମହାମାରୀ କୋରନା ଜନିତ ଭୟାଭୟତା ଶିଖରରେ ପହଞ୍ଚିଲାଣି,କୋଭିଡ୍ ପରିଚାଳନା ଅଧିକାରୀ ଙ୍କ ଦୋଷ ଦୁର୍ବଳତା ହେଉ କିମ୍ବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

ଜାତୀୟ ଡେଙ୍ଗୁ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ବି.ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ…

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା କୋଭିଡ ଆକ୍ରାନ୍ତ: ସମ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର: ହାରିବ କରୋନା, ଜିତିବ ମଣିଷ। ଏ  କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ | ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ…

ସୋହେଲାରୁ ଆସି ପଦ୍ମପୁରରେ ରକ୍ତଦାନ କରି ମହିଳାଙ୍କର ଜୀବନ ବଞ୍ଚାଇଲେ ସୁରେଶ

ବରଗଡ :- ରକ୍ତଦାନ ମହତ ଦାନ । ସଠିକ ସମୟରେ ରକ୍ତ ନ ମିଳିଲେ ଜଣେ ରୋଗୀର ଜୀବନ ମଧ୍ୟ ଯାଇପାରେ କିମ୍ବା ସଠିକ ସମୟରେ ରକ୍ତ ମିଳିଗଲେ ରୋଗୀର ବହୁମୂଲ୍ୟ ଜୀବନ କୁ ବଞ୍ଚେଇ ହେବ ।  ପ୍ରବଳ ଖରା ଓ ବର୍ତ୍ତମାନ ଚାଲିଥିବା ମହାମାରୀର ପ୍ରକୋପ କାରଣରୁ  ଅଧିକାଂଶ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ…

ଟୀକାକରଣକୁ ନେଇ ମିଛ ଗପ ବନ୍ଦ କରୁ ବିଜେପି :ସତ୍ୟ ପ୍ରକାଶ

ଚାରି ମାସ ଭିତରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇପାରିଛି ଭୁବନେଶ୍ୱର- ଦେଶର ଟୀକାକରଣକୁ ନେଇ ରାଜ୍ୟର ବିଜେପି ନେତା ଲୋକଙ୍କୁ ମିଛ କହିବା ବନ୍ଦ କରୁ ବୋଲି ପ୍ରଦେଶ କଂଗ୍ରେସ କହିଛି । ଭାରତର ଟୀକାକରଣ ସାରା ବିଶ୍ୱରେ  ସର୍ବବୃହତ ୧ ନମ୍ବର ବୋଲି ବିଜେପି ଛାତି ବାଡେ଼ଇ ପ୍ରଚାର…

ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ବୃହତ କୋଭିଡ୍ ହସ୍ପିଟାଲର ଲୋକାର୍ପଣ

ପାନିପଥ ରିଫାଇନାରୀର ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ - ଧର୍ମେନ୍ଦ୍ର  ହରିୟାଣା/ନୂଆଦିଲ୍ଲୀ,– କୋଭିଡ-୧୯ର ଦ୍ୱିତୀୟ ଲହରର ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ହରିୟାଣାବାସୀଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପାନିପଥ…

“ସମସ୍ତ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ତୁରନ୍ତ ‘କରୋନା…

ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ତୁରନ୍ତ 'କରୋନା ଯୋଦ୍ଧା' ମାନ୍ୟତା ଦେବାକୁ  ଜନତାଦଳ ୟୁନାଇଟେଡ଼ ର ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ସୋମନାଥ ରାଉତରାୟଦାବି କରିଛନ୍ତି l  ଶ୍ରୀ ରାଉତରାୟ କହିଛନ୍ତି…