Sign in
Sign in
Recover your password.
A password will be e-mailed to you.
ବାତ୍ୟା ‘ୟଶ୍’ର ପୂର୍ବ ପ୍ରସ୍ତୁତି ଓ ମୁକାବିଲା ନେଇ ରାଜ୍ୟ ନେତୃବୃନ୍ଦଙ୍କ ସହ ନଡ୍ଡାଙ୍କ ସମୀକ୍ଷା ବୈଠକ
ବାତ୍ୟା ପ୍ରଭାବିତ ଅଂଚଳବାସୀଙ୍କୁ ସାହାଯ୍ୟ, ସହଯୋଗ ଓ ସହାୟତା ପାଇଁ ପାର୍ଟୀର ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇ କ୍ରମଶଃ ଘନୀଭୂତ ହେଉଥିବା ବାତ୍ୟା ‘ୟଶ୍’ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ…
ୟାସ: ପ୍ରଶାସନିକ ତତ୍ପରତା: ବାରିପଦାରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବରିଷ୍ଠ ଅଧିକାରୀ ସୁରେଶ ବଶିଷ୍ଠ
ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ଥାନାନ୍ତରଣ ପ୍ରକ୍ରିୟା,ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ଜିଲ୍ଲାପାଳ
ଜିଲ୍ଲାରେ ସାମାନ୍ୟ ବର୍ଷା ସହିତ କାଉଁଳିଆ ପାଗ, ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ
ବାରିପଦା/ ଦିଲ୍ଲୀପ ମହାନ୍ତି : ଜିଲ୍ଲାରେ ସମ୍ବାବ୍ୟ ବାତ୍ୟା…
ସାଂସଦ ତଥା ବିଶିଷ୍ଟ ସ୍ଥପତି ପଦ୍ମବିଭୁଷଣ ସ୍ୱର୍ଗତଃ ରଘୁନାଥ ମହାପାତ୍ର ସ୍ମୃତିରେ ଶୋକ ସଭା
ଦେଶର ସର୍ବଶ୍ରେଷ୍ଠ ସ୍ଥପତିଙ୍କୁ ଆମେ ହରେଇଛୁ : ବିନୟ ସହସ୍ରବୁଦ୍ଧେ
ଭୁବନେଶ୍ୱର,: ନିଜ ନିଖୁଣ କାରୁକାର୍ଯ୍ୟ ଦ୍ୱାରା ପଥର ଦେହରେ ଜୀବନ ଆଣି ଦେଉଥିବା ପ୍ରଖ୍ୟାତ ସ୍ଥପତି ଶିଳ୍ପୀ ପଦ୍ମବିଭୁଷଣ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କ ନିଧନରେ ଦେଶ ଆଜି ସର୍ବଶ୍ରେଷ୍ଠ ସ୍ଥପତିଙ୍କୁ ହରାଇଛି ବୋଲି…
“ସାମୁଦ୍ରିକ ଝଡ଼ ‘ୟାସ୍’ର ମୁକାବିଲା ପାଇଁ ନିଆଯାଇଛି ବ୍ୟାପକ ସତର୍କତାମୂଳକ ଆଗୁଆ ପଦକ୍ଷେପ”
ଭୁବନେଶ୍ୱର : ୨୨ ତାରିଖରେ ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ରାତିରେ ତୀବ୍ର ଅବପାତ ରୂପ ନେଇ ଆଜି ସକାଳୁ ତାହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ବାତ୍ୟା ‘ୟାସ୍’ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ୨୬ ତାରିଖ ପୂର୍ବାହ୍ନରେ ପାରାଦ୍ୱୀପ ଓ ସାଗରଦ୍ୱୀପ…
ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ ବର୍ମାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର : ମାହାଙ୍ଗାର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ ବର୍ମା ଗତ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହୋଉଥିଲା ବେଳେ ଆଜି ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସମ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଶ୍ରୀ ଵର୍ମାଙ୍କ ସ୍ୱାସ୍ଥ୍ୟବସ୍ଥା…
ବୁଗୁଡା ଥାନାରେ ନୂତନ ଅତିରିକ୍ତ ଆଇଆଇସି ଓ ସବଇନ୍ସପେକ୍ଟର
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ଥାନାରେ ମଇ ୨୩ ତାରିଖ ଦିନ ନୂତନଭାବେ ଜଣେ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଓ ଖଲ୍ଲିକୋଟ ଥାନାରୁ ବଦଳି ହୋଇ ଜଣେ ଉପ ଆରକ୍ଷୀ ନିରୀକ୍ଷକ ଯୋଗଦେଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଛତ୍ରପୁର ହେଡ ଅଫିସରୁ…
ସମ୍ଭlବ୍ୟ ବାତ୍ୟା ୟାସର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀ ନିର୍ଦେଶ ଦେଲେ ଜିଲ୍ଲାପାଳ l
"ବିନା ଅନୁମତିରେ କୌଣସି ଅଧିକାରୀ ସଦର ମହାକୁମା ଛାଡି ଯାଇ ପାରିବେ ନାହିଁ "
ରାୟଗଡ:ସମ୍ପ୍ରତି ବଙ୍ଗପୋସାଗରରେ ସୃଷ୍ଟ ବାତ୍ୟା ୟସର ମୁକାବିଲା କରିବା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷ୍ୟତlରେ ଏକ ଜରୁରୀ ବୈଠକ ୱେବିନlରରେ ମଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l…
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ଵର୍ଗତ ରଘୁନାଥ ମହାପାତ୍ରଙ୍କ ସହଧର୍ମିଣୀଙ୍କ ନିକଟକୁ ଶୋକବାର୍ତ୍ତା ପତ୍ର ପଠାଇଲେ
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ବର୍ଗତ ସାଂସଦ ଓ ସ୍ଥପତି ରଘୁନାଥ ମହାପାତ୍ରଙ୍କ ନାତି ଶ୍ରୀ ସ୍ମିତେଶ ମହାପାତ୍ରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶୋକବାର୍ତ୍ତା ସଂପର୍କରେ ଜଣାଇ ସମବେଦନା ଜ୍ଞାପନ କରିବା ସହ ପିସିସି ଗଣମାଧ୍ୟମ…
ଲୋକଙ୍କର ସହିତ ସବୁବେଳେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଦିନରାତି କେବଳ କେବଳ ଗୋଟିଏ ଚିନ୍ତା ଯେ କେମିତି ଲୋକଙ୍କୁ ଏହି ମହାମରୀର ଘଡିସନ୍ଧି ମୁହୂର୍ତ୍ତରେ ସହାୟତା ଓ ସହଯୋଗ କରାଯାଇ ପାରିବ । କିଭଳି ଭାବରେ ଲୋକେ ସଂକ୍ରମଣରୁ ରକ୍ଷା ପାଇ ପାରିବେ , କିଭଳି ସଂକ୍ରମିତ ଲୋକଙ୍କ ନିକଟକୁ ତୁରନ୍ତ ଖାଦ୍ୟ , ଔଷଧ , ଅକ୍ସୀଜେନ , ପହଂଛି ପାରିବ,…
ପ୍ରଶାସନିକ ଅଧିକାରୀଙ୍କ ମହାନୀୟତା : କରୋନା କାଳରେ ଅସହାୟଙ୍କୁ ଯୋଗାଇ ଦେଉଛନ୍ତି ଶୁଖିଲା ଖାଦ୍ୟ ।
ପଦ୍ମପୁର (ଶାସକ ପ୍ରଶାସକ) : କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । କରୋନା ମହାମାରୀ ଯୋଗୁଁ ସରକାର ସାରା ରାଜ୍ୟରେ ତାଳାବନ୍ଦ କରିଛନ୍ତି । ଏହି ତାଲା ବନ୍ଦର ପ୍ରଭାବ ଗରିବ ଖଟିଖିଆ ମାନଙ୍କ ଉପରେ ଦେଖିବାକୁ ପଡୁଛି । ପଦ୍ମପୁର ଉପଖଣ୍ଡର ଉପାନ୍ତ ଅଂଚଳ ତଥା…