ବାତ୍ୟା ‘ୟସ’ ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ

ସର୍ବାଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ୫ ଟି ଜିଲ୍ଲାର ପୌରସଂସ୍ଥା ଉପରେ ଫୋକସ ଗୁରୁତର ପ୍ରଭାବିତ ସମ୍ଭାବନା ଥିବା ପୌରସଂସ୍ଥାରେ ୫୨୦ ରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାପନ ଭୁବନେଶ୍ୱର(ଶାସକ ପ୍ରଶାସକ) : - ବାତ୍ୟା ପାଇଁ ହାଇ ଆଲର୍ଟରେ ଥିବା ୫ଟି ଜିଲ୍ଲା ଯଥା…

ଓଡିଶା ଉପକୂଳ ପାଖେଇଲା ‘ୟଶ’:-ଅଧିକ ବିପଦରେ ବାଲେଶ୍ୱର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼  'ୟଶ ' ବର୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ -ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର - ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ…

କଟାମା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅକାଳ ବିୟୋଗ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ ଅନ୍ତର୍ଗତ କଟାମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୋମବାର ଦିନ ଆକସ୍ମିକ ବିୟୋଗ ଘଟିଛି। ସେ ନିଜ ଗ୍ରାମ କିନାରିରେ ରହୁଥିବା ବେଳେ କିଛି ଦିନ ହେଲା ଜ୍ଵରରେ ଆକ୍ରାନ୍ତ ଥିଲେ। ଘରେ ରହି ଚିକିତ୍ସିତ ହେଉଥିଲେ। ରବିବାର ଦିନ…

ଜିଲ୍ଲାପାଳଙ୍କ ଅଚାନକ ପାଇକମାଲ ଡାକ୍ତରଖାନା ଗସ୍ତ 

ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ଅଚାନକ ବୁକୁରାମୁଣ୍ଡା ଓ ପାଇକମାଲ ଡାକ୍ତରଖାନା ଗସ୍ତ କରି  ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ତଥା କର୍ମଚାରୀ ମାନଙ୍କର ସହିତ କୋବିଡ଼ ସଂକ୍ରମଣ , କୋବିଡ଼ ପରିଚାଳନା ବାବଦରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର…

ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ କୋର୍ଟିନେସନ କମିଟି…

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇ କ୍ରମଶଃ ଘନୀଭୂତ ହେଉଥିବା ବାତ୍ୟା ‘ୟଶ୍’ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ଦେଇ ଗତି କରିବ । ଏହା ଦ୍ୱାରା ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର,…

କରୋନା ସଚେତନତା ପାଇଁ ଲୋକାର୍ପିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର

ଭୁବନେଶ୍ୱର:  ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ୟୁନିସେଫ୍, ଓଡ଼ିଶା ଶାଖାର ମିଳିତ ଉଦ୍ୟମରେ ତିନିଗୋଟି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଲୋକାର୍ପିତ ହୋଇଯାଇଛିା କୋଭିଡ୍-୧୯ ସକାଶେ ଜାରି କରାଯାଇଥିବା…

ରାୟଗଡ ଜିଲ୍ଲା ଖରିଫ ରୁତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଅନୁଷ୍ଠିତ l

ରାୟଗଡ:(ସରୋଜ କୁମାର ସାହୁ) :  ରାୟଗଡ଼ ଜିଲ୍ଲାର ଖରିଫ ଋତୁ  ପାଇଁ  କାର୍ଯ୍ୟ କୌଶଳ  ବୈଠକ ଶେଷ ହୋଇଥିଲା  ।  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଶାସନ ପ୍ରହରାଜଙ୍କ ଦ୍ଵାରା ଆହୁତ ଏହି  ସଭାରେ ରାୟଗଡ଼ ଜିଲ୍ଲାପାଳ  ଶ୍ରୀଯୁକ୍ତ  ସରୋଜ  କୁମାର ମିଶ୍ର ସଭାପତିତ୍ଵ କରିଥିଲେ । ଏହି  ସଭା…

ବାତ୍ୟା ‘ୟଶ୍’ର ମୁକାବିଲା ସମ୍ପର୍କରେ ରାଜ୍ୟପାଳଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର – ସାମୁଦ୍ରିକ ବାତ୍ୟା ‘ୟଶ୍’ ପାଇଁ ନିରନ୍ତର ଉଦ୍ୟମ ଜାରୀ ରଖିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ରାଜ୍ୟପାଳ ତଥା ଇଣ୍ଡିଆନ ରେଡ଼କ୍ରସ୍ ସୋସାଇଟି(ଆଇଆରସିଏସ) ଓଡ଼ିଶା ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲଙ୍କ ସହ କଥା ହୋଇ…

ଧୂମାଭଟା ଗ୍ରାମରେ ଏସଡିଜେଏମ ଓ ଜଗଦଲପୁର ପୋଲିସଙ୍କ ମିଳିତ କୋଭିଡ ସଚେତନତା।

https://www.youtube.com/watch?v=TRA0ghaEzYo ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ମହାମାରୀ କରୋନା ର ଦ୍ଵିତୀୟ ଲହର ରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ ରେ ରଖିବାକୁ ପଦ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ SDJM ପ୍ରଶାସନ ପକ୍ଷରୁ…

ୟାସ ବାତ୍ୟା ପାଇଁ ପ୍ରଦେଶ ଛାତ୍ର କଂଗ୍ରେସର ଟାସ୍କଫୋର୍ସ କମିଟି ଗଠିତ

  ଭୁବନେଶ୍ୱର - ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ‘ୟାସ’ ବାତ୍ୟା ସମୟରେ ଏବଂ ତାର ପରବର୍ତି ସମୟରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ, ରିଲିଫ ବଂଟନ ଏବଂ ପ୍ରଶାସନକୁ ସହଯୋଗ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ସୁନିଲ ମାଟିଆ,…