Sign in
Sign in
Recover your password.
A password will be e-mailed to you.
“ହର କଦମ ଆପ କେ ସାଥ” ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା
ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏଭଲି ସମୟରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ସବୁବେଳେ ଲୋକଙ୍କ ସେବାରେ ସମର୍ପିତ କୋଭିଡ଼ ଯୋଦ୍ଧା ହେଉଛନ୍ତି ପୋଲିସ କର୍ମଚାରୀ ।ସ୍ବେଚ୍ଛାସେବୀ ସଂଗଠନ ହର କଦମ ଆପ କେ ସାଥ ପକ୍ଷରୁ ଜଗଦଳପୁର ଥାନାର…
ଲକ ଡାଉନରେ ଖୋଲାଖୋଲି ଚାଲିଥିଲା ମଦ ଦୋକାନ ; ସିଲ କଲା ଭଦ୍ରକ ପୋଲିସ ।
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ ); ସରକାର ଅନଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ଭଦ୍ରକରେ କିଛି ମଦ ମାଫିଆ ମାନେ ପୋଲିସକୁ ଚେଲେଞ୍ଜ କରି ଖଲମଖୋଲା ବିକ୍ରି କରୁଛନ୍ତି ମଦ !ଏପଟେ ଲୋକଡାଉନ ସେପଟେ ଖୋଲାଖୋଲି ବିକ୍ରି ହେଉଥିଲା ମଦ , ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚରମ୍ପା…
ଭଦ୍ରକରେ ଜାରି ରହିଛି ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ
ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ): ଜିଲ୍ଲାରେ ଦୁଇ ଦିନ ହେବ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବ୍ୟକ୍ତିବିଶେଷଙ୍କ ଲୋକ ଙ୍କ ପାଇଁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ । ଏ ନେଇ ଭଦ୍ରକ ପୌରାଞ୍ଚଳର ୧୦ଟି କେନ୍ଦ୍ରରେ ଚାଲିଛି ଟିକାକରଣ | ତେବେ ପ୍ରବଳ ଗରମ ଭିତରେ ବିଭନ୍ନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ…
ରିଲିଫ ଚାଉଳ ବଣ୍ଟନରେ ଦୁର୍ନିତି ଅଭିଯୋଗ
ତିହିଡ଼ି(ସେଖ ଅବଦୁଲ ଫିତର ): ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବ ପୁର ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ହେଉଛି | | କେବେ ରାସନ୍ କାର୍ଡରୁ ଚାଉଳ ଲୁଟ ତ କେଉଁଠି ରାସ୍ତା ନିମ୍ନମାନର କାମ କରି ଲୁଟ ଅବା ଏବେ ରିଲିଫ ଚାଉଳ ଲୁଟ ଅଭିଯୋଗ। ରିଲିଫ ଚାଉଳ ଲୁଟ ପରି ଏକ…
ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ସହାୟତା
୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ।
ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର /ଶାସକ ପ୍ରଶାସକ : କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ…
ପାରଳାଖେମୁଣ୍ଡି ପୌରାଞ୍ଚଳରେ ଚାଲିଛି ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ ଟୀକାକରଣ
https://www.youtube.com/watch?v=Ck028DVDE14
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ ଠାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ।
ଏହି ଟୀକାକରଣ…
ଉଦ୍ୟାନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି : ମନ୍ତ୍ରୀ ଡ. ସାହୁ
ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକ
ଉଦ୍ୟାନ କୃଷି ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ନିମନ୍ତେ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ
ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ…
କୁଇ ଗୀତ ଓ ପ୍ରଚାର ମାଧ୍ୟମରେ ଲୋକଙ୍କ ଭିତରେ ସଚେତନତା ବାର୍ତ୍ତା
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ସ୍ବେଚ୍ଛାସେବୀ ସଂସ୍ଥା ଜନବିକାଶ ଓ ସରକାରୀ ଅଧିକାରୀମାନଙ୍କ ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ସହିତ କ.ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମ, ଗୁଡ଼ିକରେ କୁଇ ଗୀତ ଓ ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସଚେତନ ବାର୍ତା ଦେବାସହ ୪୫ ବର୍ଷରୁ…
ସହରର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା ପାଇଁ କାର୍ଯ୍ୟକ୍ରମ ଚାଲୁ ରହିବ :ତହସିଲଦାର
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ତହସିଲଦାର ଭାବରେ ଓଏଏସ ଜନ୍ମେଜୟ ସାହୁ ଯୋଗ ଦେବା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଭାର ଗ୍ରହଣ କରିବା ପରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ…
” କୋଭିଡ୍ ଲଢେଇ : ଭଲ କାମ କରୁଥିବା ସରପଞ୍ଚଙ୍କୁ ପୁରସ୍କୃତ କରାଯିବ “
ଜିଲ୍ଳାରେ କୋଭିଡ୍ ସଂକ୍ରମଣ କମାଇବା ନିମନ୍ତେ ୱେବିନାର ମାଧ୍ୟମରେ ବୈଠକ କଲେ ଜିଲ୍ଲାପାଳ
ରାୟଗଡ/ସରୋଜ ସାହୁ :- ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ବୃଦ୍ଧି ପାଉଥିବା ସଂକ୍ରମିତ ସଂଖ୍ୟା ରୋକିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରିରହିଛି l ଏଥିନିମନ୍ତେ…