“ଶାସକ ପ୍ରଶାସକ” ରେ ଖବର ପରେ…..

0 2

ସିଆରପିଏଫ ପକ୍ଷରୁ ଡମ୍ବଲିମା ଗାଁକୁ ଯୋଗାଗଲା ଶୁଦ୍ଧ ପାନୀୟ ଜଳ

କଲ୍ୟାଣସିଂହପୁର/ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଡମ୍ବଲିମା ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ବହୁଦିନ ଧରି ପାନୀୟ ଜଳ ସମସ୍ୟାରେ ସମ୍ମୁଖିନ ହୋଇ ରହିଥିଲେ । ଏହାକୁ ନେଇ ଶାସକ ପ୍ରଶାସକ ରେ ପ୍ରକାଶିତ ହେବାପରେ ଆଜି ରାୟଗଡ଼ା ୪ର୍ଥ ସିଆରପିଏଫ ବାଟାଲୀୟନର କମାଣ୍ଡାଣ୍ଟ ମନୋଜ କୁମାର ଯାଦବ ଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ଇ୪ର୍ଥ ସିଆରପିଏଫ ବାଟାଲିୟନର ଆସିଷ୍ଟାଣ୍ଡ କମାଡେଣ୍ଟ କେ କ୍ରିଷ୍ଣା ରାଓଙ୍କ ତତ୍ତ୍ଵ।ବଧାନରେ ଜବାନ ଉପସ୍ଥିତ ରହି ଗାଁରେ ଟ୍ୟାଙ୍କର ଯୋଗେ ସୁଧ ପାନୀୟ ଜଳ ଯୋଗାଇ ଦେଇଥିଲେ । ରାୟଗଡ଼ା ୪ର୍ଥ ସିଆରପିଏଫ ବାଟାଲୀୟନକୁ ଧନ୍ୟବାଦ |

ପୂର୍ବରୁ ପ୍ରକାଶିତ ଖବର …..

http://shasakprashasak.com/index.php/state/22776-2021-08-28-12-05-01 

Leave A Reply

Your email address will not be published.