Sign in
Sign in
Recover your password.
A password will be e-mailed to you.
ଓଡିଶା ସରକାରଙ୍କ କୋଭିଡ ଲଢେଇରେ ଆଇସିଆଇସିଆଇ ବ୍ୟାଙ୍କ ବଢ଼ାଇଲା ସହଯୋଗର ହାତ
ଭୁବନେଶ୍ୱର : ସମ୍ପ୍ରତି କୋଭିଡର ଦ୍ଵିତୀୟ ଲହର ଜାରି ରହିଥିବା ବେଳେ ଓଡିଶା ସରକାରଙ୍କ ପକ୍ଷରୁ ଚାଲିଥିବା କୋଭିଡ ଲଢେଇ ପାଇଁ ପୁଣି ସହଯୋଗର ହାତ ବଢ଼ାଇଛି ଆଇସିଆଇସିଆଇ ବ୍ୟାଙ୍କ । କୋଭିଡ ପ୍ରଥମ ଲହର ବେଳେ ରାଜ୍ୟ ସରକାରଙ୍କୁ 1କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ଆଇସିଆଇସିଆଇ ବ୍ୟାଙ୍କ…
ମନ୍ତ୍ରୀ ଶ୍ରୀ ରଘୁନଦନ ଦାସଙ୍କ ବଡ ଭାଇଙ୍କ ବିୟୋଗ
ଭୁବନେଶ୍ଵର: ରାଜ୍ୟ ଜଳସମ୍ପଦ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ବଡ ଭାଇ ଯୁଗଳ କିଶୋର ଦାସଙ୍କର ଆଜି ଭୋର ୪.୨୦ ମିନିଟ ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ କରୋନାରେ ସଂକ୍ରମିତ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ…
ପାରଳା ବିଧାୟକ ଉଦଘାଟନ କଲେ କରଣିଭଦ୍ରା ପ୍ରାଥମିକ କୃଷି ସମବାୟ ସମିତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ବିଧାୟକ କେ.ନାରାୟଣ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଳକର ଶିଆଳି ଗ୍ରାମ ପଞ୍ଚାୟତର କରଣିଭଦ୍ରା ଗ୍ରାମରେ କରଣିଭଦ୍ରା ପ୍ରାଥମିକ କୃଷି ସମବାୟ ସମିତିକୁ ଉଦଘାଟନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଟି.ଭି. ପ୍ରସାଦ ରାଓ (ଏ ଆର୍ ସି ଏସ୍)…
ୟୁଜି ଓ ପିଜି ପରୀକ୍ଷା କେବେ ହେବ, ନିଷ୍ପତ୍ତି ୧୮ରେ : ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ମହାମାରୀ କାରଣରୁ ରାଜ୍ୟରେ ସ୍ନାତ୍ତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ପରୀକ୍ଷା ବାତିଲ ହେବ ନାହିଁ । ପରୀକ୍ଷା କରିବା ଅପାତତଃ ନିଶ୍ଚିତ ଥିବା ବେଳେ ତାହା କେବେ ଓ କେମିତି ହେବ ସେ ବିଷୟରେ ଆସନ୍ତା ୧୮ ତାରିଖରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି…
ମଧ୍ୟପ୍ରଦେଶରେ କୋଭିଡ୍ ହସ୍ପିଟାଲର ଲୋକାର୍ପଣ ସହ ଅକ୍ସିଜେନ୍ ବଟଲିଂ ପ୍ଲାଂଟର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଅକ୍ସିଜେନ ବଟଲିଂ ପ୍ଲାଂଟରୁ ଦୈନିକ ୩ ହଜାର ବଡ ସିଲିଣ୍ଡରର ରିଫିଲିଂ ହୋଇପାରିବ - ଧର୍ମେନ୍ଦ୍ର ପ୍ରଧାନ
ମଧ୍ୟପ୍ରଦେଶ –ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ସାଗର ବୀନା ଠାରେ ବିପିସିଏଲର ବୀନା ରିଫାଇନାରୀ…
ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଆଭାସୀ ଯାତ୍ରାରେ ଏଥର ଡଙ୍ଗରିଆ କନ୍ଧ ଜନଜାତିଙ୍କ “ଶ୍ରମ ସମବାୟ’
ଭୁବନେଶ୍ୱର : ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍ସିଏସ୍ଟିଆର୍ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ବନ୍ଦ ରହିଛିା ବିଭାଗ ପକ୍ଷରୁ ପ୍ରତି ରବିବାର ଦିନ ଭର୍ଚୁଆଲ ଟୁରର ବ୍ୟବସ୍ଥା କରାଯାଇଛିା ଦର୍ଶକମାନେ…
ରାଜ୍ୟ ବାହାରେ ଇକ୍ମୋ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ : ପ୍ରଦୀପ ମାଝୀ
କରୋନା ମୃତ୍ୟୁକୁ ସରକାର ଲୁଚାନ୍ତୁ ନାହିଁ
ପ୍ରତି କରୋନା ମୃତକଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦିଅନ୍ତୁ
ଭୁବନେଶ୍ୱର- ସଂପ୍ରତି ରାଜ୍ୟରେ ଇକ୍ମୋ ମେସିନ ନଥିବାରୁ ବହୁ କରୋନା ରୋଗୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି । ରାଜ୍ୟ ବାହାରେ ଏହି ଇକ୍ମୋ ଚିକିତ୍ସା ବହୁତ ବ୍ୟୟ…
ସାଇପାଲି ସମବାୟ ସମିତି ବ୍ୟାଙ୍କ ଆଗରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଧାରଣା ।
ପଦ୍ମପୁର:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ସାଇପାଲି ସମବାୟ ସମିତି ବ୍ୟାଙ୍କ ଅଧିନସ୍ଥ ପ୍ରାୟ ୨୨ ଜଣରୁ ଉର୍ଦ୍ଧ୍ବ ଚାଷୀ ବ୍ୟାଙ୍କ ସମ୍ମୁଖରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଆହ୍ୱାନ କ୍ରମେ ଧାରଣା ଦେଇଛନ୍ତି । ଚାଷୀମାନଙ୍କ ରବିଧାନ ବିକ୍ରି କରିବାକୁ ଟୋକନ…
ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଗଜପତି ଜିଲ୍ଲା ବିଜେପି ତରଫରୁ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରି ବିଜେପି ତରଫରୁ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଡେ଼ପୁଟି କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଜିଲ୍ଲାର ସଦର ମହକୁମା ସହ ବିଭିନ୍ନ…
ଟ୍ରିକଲ୍ ଅପ୍ ଦ୍ଵାରା ଅତ୍ୟଧିକ ଗରିବ ସମ୍ପ୍ରଦାୟକୁ ରିଲିଫ୍ ସହାୟତା ପ୍ରଦାନ
କୋଭିଡ୍ -୧୯ସହିତ ଲଢିବା ପାଇଁ ଟ୍ରିକଲ ଅପ୍ ଅତ୍ୟଧିକ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ , ସ୍ୱଚ୍ଛତା ଏବଂ ବିହନ କିଟ୍ ବଣ୍ଟନ କରିଛି |
ଟିଟିଲାଗଡ ( ଗୌରବ ଦର୍ଜୀ)-କୋଭିଡ୍ -୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମଗ୍ର ଭାରତରେ ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି…