ନୟାଗଡ଼ ଜିଲ୍ଲା ବିଜେଡି ଟିମ ପୁନର୍ଗଠିତ

0

ଭୁବନେଶ୍ୱର : ବିଜୁ ଜନତା ଦଳ ନୟାଗଡ଼ ଜିଲ୍ଲା ଟିମ ପୁନର୍ଗଠିତ ହୋଇଛି। ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା କମିଟିର ବିଭିନ୍ନ ପଦବୀରେ ନିମ୍ନଲିଖିତ ନେତାମାନଙ୍କୁ ନିଯୁକ୍ତ କରାଯାଇଛି ବୋଲି ଆଜି ଏକ ପ୍ରେସ ବିବୃତ୍ତିରେ ବିଜେଡି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ଶ୍ରୀ ମାନସ ଆର ମଙ୍ଗରାଜ ସୂଚନା ଦେଇଛନ୍ତି । ଏହି ନବଗଠିତ ଟିମରେ ଆଠ ଜଣ ଉପସଭାପତି, ବାରଜଣ ସାଧାରଣ ସମ୍ପାଦକ, ଚବିଶ ଜଣ ସମ୍ପାଦକ ଅଛନ୍ତି। ସୋସିଆଲ ମିଡିଆ ଟିମରେରେ ପାଞ୍ଚ ଜଣଙ୍କୁ ନିଯୁକ୍ତ କରାଯାଇଛି।

ଉପ ସଭାପତି

ପ୍ରସନ୍ନ ପ୍ରଧାନ
ଜନାର୍ଦ୍ଦନ ଦଳବେହେରା|
ପ୍ରଦୋଷ କୁମାର ଜେନା |
ଦିଲୀପ କୁମାର ଦଳବେହେରା |
ମହେଶ୍ୱର ମହାରଣା
ଉଲ୍ଲାଶ ନାୟକ |
ଗିରିଜାକାନ୍ତ ମହାପାତ୍ର |
ଦେବାଶିଷ ପଟ୍ଟନାୟକ |

ସାଧାରଣ ସମ୍ପାଦକ

ନିତ୍ୟାନନ୍ଦ ପ୍ରଧାନ
ବିଜନ୍ ପାଇକରାୟ|
ଗୋଲାପ ଦଳବେହେରା |
ବିଷ୍ଣୁ ପ୍ରିୟା ସ୍ବାଇଁ |
ବସନ୍ତ କୁମାର ସାହୁ |
ଲୋକନାଥ ପ୍ରଧାନ
ଅନ୍ତର୍ଯ୍ୟାମୀ ସ୍ୱାମୀ |
ଶେଷଦେବ ସ୍ୱାଇଁ
ପ୍ରଭାତ କୁମାର ଦଳବେହେରା |
ସଚ୍ଚିକାନ୍ତ ଷଡ଼ଙ୍ଗୀ |
ବନମାଳୀ ମହାପାତ୍ର |
ସନ୍ତୋଷ କୁମାର ଲେଙ୍କା |

ସମ୍ପାଦକ

ସ୍ୱରୂପ ରଂଜନ ମିଶ୍ର
ଜଗନ୍ନାଥ ଦଳବେହେରା |
ସନ୍ତୋଷ କୁମାର ସାହୁ |
ସୌମିତ୍ରୀ ମିଶ୍ର
ନାରାୟଣ ସାହୁ |
ତିଲୋତ୍ତମା ବେହେରା |
ସୁବାସିନୀ ଦାସ
ଅଜୟ କୁମାର ପରିଡା |
ସାଜନ ରୟ
ବନ ବିହାରୀ ମୁଦୁଲି |
ବୁଲୁ ସାହୁ |
ସୂର୍ଯ୍ୟନାରାୟଣ ସାହୋ |
ବିଜୟ କୁମାର ସାସମଲ
ନିରଂଜନ ନାୟକ |
ବ୍ରଜମୋହନ ମିଶ୍ର
ଗିରିଶ କୁମାର ମିଶ୍ର
ସ୍ଵର୍ଣ ପ୍ରକାଶ ରାଉତରାୟ
ପ୍ରିୟବ୍ରତ ପ୍ରହରାଜ |
ନର୍ମଦା ରାୟ |
ସୁଶାନ୍ତ କୁମାର ଜେନା |
ମିନତି ସାହୁ |
ଦୀପ୍ତି ରଂଜନ ପରିଡା |
ବସନ୍ତ ନାୟକ |
ସଂଗ୍ରାମ କେସରୀ ମାର୍ଥା |

ସମାଜିକ ଗଣ ମାଧ୍ୟମ

1-ମନୋଜ ମିଶ୍ର |
୨-ନାଗ ଭୂଷଣ ଦାସ |
3-ପ୍ରସନ୍ନ କୁମାର ବିଶ୍ୱାଳ
4-ସଞ୍ଜୟ କୁମାର ସାହୁ |
5-ସୁନୀଲ ପାଇକରାୟ |

Leave A Reply

Your email address will not be published.