ମାନବ ସେବାରେ ଉତ୍ସର୍ଗୀକୃତ ପୁରୀ କଂଗ୍ରେସ

ପୁରୀ: କଂଗ୍ରେସ ସେବା ଦଳ ୧୯୨୩ ମସିହାରେ ଗଠିତ ଉଦ୍ଦେଶ୍ୟ  ଆଜି ବି ଜୀବିତ  ଅଛି । ସାଙ୍ଗଠନିକ ସ୍ତରରେ ଏକଜୁଟ ହୋଇ ପାରିଛି ପୁରୀ କଂଗ୍ରେସ । ମାନବ ସେବା ହି ମାଧବ ସେବା ନୀତିରେ ଲୋକଙ୍କ ନିକଟତର ହେବା ସହ କରୋନା ସମୟରେ ଲୋକଙ୍କ ଅସମୟରେ ଠିଆ ହୋଇଛି ପୁରୀ କଂଗ୍ରେସ ।  କରୋନାର ୨ୟ ଲହର…

ସୀମାନ୍ତ ରେ  ପୋଲିସ୍ ମାଓବାଦୀ ମୁହାଁମୁହିଁ : ୬ ମାଓବାଦୀ ନିହତ ।

 ମାଲକାନଗିରି: ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ । ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତକରିଛନ୍ତି…

ଆମ କଳା ଆମ ଗୌରବ : ମୁଖ୍ୟମନ୍ତ୍ରୀ।

ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦ୍ଯାପିତ । ଭାଗ ନେଇଥିବା ଗାଁର  ପ୍ରତି ପରିବାରକୁ ଦଶହଜାର ଟଙ୍କା ମାନ ଦେୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର : ପୁରୀ ଜିଲ୍ଲାର ରଘୁରାଜପୁର । ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର…

କରୋନାକୁ ହରାଇଲେ ୮୦ ବର୍ଷୀୟା ମହିଳା 

କେନ୍ଦ୍ରାପଡ଼ା  ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ ଭୁବନେଶ୍ୱର: କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା | ଜଣେ   ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ |   ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ…

ଖରିଫ ଫସଲ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ବିହନ ଓ ସାର ପର୍ଯ୍ୟାପ୍ତ ପରିମାଣରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର(ଶାସକ ପ୍ରଶାସକ): କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟକୁ ଅବ୍ୟାହତ ରଖିବା ପାଇଁ ଚାଷୀମାନଙ୍କୁ ସଠିକ୍ ସମୟରେ ପର୍ଯ୍ୟାପ୍ତ ସାର ଓ ବିହନ ଯୋଗାଣ ସହିତ…

ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଛାତ୍ର ଲଗ୍ନଜିତ୍ ମହାନ୍ତିଙ୍କ କୃତିତ୍ୱ 

ଆଇ୍.ଏ.ଏ.ସି  ଜର୍ମାନୀର ଅନ୍ ଲାଇନ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପ୍ରମାଣ ପତ୍ର ସହ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତାକୁ ଯୋଗ୍ୟ ବିବେଚିତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ୍ ମହାନ୍ତି ଜ୍ୟୋତିବିଜ୍ଞାନ ଓ ମହାକାଶ…

୮୭୨ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କଲା “ଇଣ୍ଡିଆ” ।

ବୁଗୁଡା: ଅଜିମ୍  ପ୍ରେମ୍ ଜୀ ଫାଉଣ୍ଡେସନ ସହାୟତାରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆ  ପକ୍ଷରୁ ବୁଗୁଡା ଓ ପୋଲସରା ବ୍ଲକ ଅନ୍ତର୍ଗତ ୨୦ ଟି ଗ୍ରାମର ୮୭୨ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ବୁଗୁଡା ବ୍ଲକର ଗୋଲିଆ ପଞ୍ଚାୟତରେ ଜୁନ ୧୫…

ଅପହରଣକାରୀ ବିକ୍ରମର ସ୍ବାସ୍ଥ୍ୟ ପରୀକ୍ଷା ପରେ ବଲାଙ୍ଗୀର ପୋଲିସ କଲା କୋର୍ଟ ଚାଲାଣ।

ବଲାଙ୍ଗୀର /ନିରୋଜ ମିଶ୍ର: ଗତ କାଲି ବନ୍ଧୁକ ମୁନ ରେ ୩ଜଣଙ୍କୁ ବନ୍ଧକ ଘଟଣା ରେ ଅପରାଧୀ ବିକ୍ରମ ପଣ୍ଡା କୁ ୫ ଘଣ୍ଟାର କଡ଼ା କସରତ ପରେ କାବୁ କରି ଅଟକ ରଖିଥିଲା  ବଲାଙ୍ଗୀର ପୋଲିସ। ଯାହା ଆଜି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ରେ ଅପରାଧୀ ବିକ୍ରମ ପଣ୍ଡାର ସ୍ୱାସ୍ଥ୍ୟ ପରୀକ୍ଷା ପରେ…

ଖଣି ଅଂଚଳରେ ପଡ଼ି ରହିଥିବା ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରାଯାଉ  : ମୋହନ ମାଝି

ଭୁବନେଶ୍ୱର:ରାଜ୍ୟର କୋଭିଡ୍ ମହାମାରୀ ସମୟରେ ରାଜ୍ୟ ତଥା କେନ୍ଦ୍ର ଅର୍ଥନୀତିରେ ରାଜସ୍ୱ ବୃଦ୍ଧି, ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ସହ ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟର ଖଣି ଅଞ୍ଚଳରେ ପଡ଼ି ରହି ବିକ୍ରି…

“ବିଜେପି ବିଧାୟକ ଭିତ୍ତିହୀନ ବୟାନବାଜି ନକରି ସନ୍ଦେହ ଥିଲେ ତଦନ୍ତ ପାଇଁ କେନ୍ଦ୍ରକୁ ଅନୁରୋଧ କରନ୍ତୁ” 

ଓଡିଶାରେ ଖଣି ନିଲାମ ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ: ବିଜେଡି ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ଭାରତର ଏକ ମାତ୍ର ରାଜ୍ୟ ଯେ ଖଣି ନିଲାମ କରିଛି, ଯାହା କି ଅତି ସ୍ୱଚ୍ଛତା ଓ ନିରପେକ୍ଷତା ସହିତ କରାଯାଇଛି । ଏଥିପାଇଁ ଓଡିଶାକୁ ପ୍ରଶଂସା ମିଳୁଥିବାବେଳେ ବିଜେପି ବିଧାୟକ ରାଜନୈତିକ…