ମନରେଗା ଦୁର୍ନୀତି ତଦନ୍ତ ବେଳେ ମାଡ଼ ଘଟଣା: ନାଏବ୍ ସରପଞ୍ଚ ଗଲେ ଜେଲ

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଗ୍ରାମପଞ୍ଚାୟତ ର ପୁଟୁକା ଗ୍ରାମରେ ସରକାର ଙ୍କ ତରଫ ରୁ ମନରେଗା ଯୋଜନାରେ ପୋଖରୀ ଖନନ ନାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। କେତେକ ଶ୍ରମିକ କାମ ନ କରି ମିଥ୍ୟା ତଥ୍ୟରେ ଟଙ୍କା ଉଠାଣ…

ବାଣିଗୋଛା ନୂଆଗାଁର କୁନି ଝିଅ ବେବୀ ହତ୍ୟାକାଣ୍ଡ : ବେବିର ପରିବାରକୁ ସମସ୍ତ ପ୍ରକାରର ସହାୟତା ଦେବାକୁ ଦାବୀ କଲେ…

 ମୃତା ବେବୀର ପରିବାରକୁ ଭେଟିଲେ ନୟାଗଡ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭୁବନେଶ୍ୱର :ରାଜ୍ୟରେ ଶିଶୁ ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଶିଶୁ ହତ୍ୟାକାଣ୍ଡ ଘଟଣା ଜନମାନସକୁ ଦୋହାଲାଇ ଦେଉଛି । ଅତୀତ…

ପୋଲିସ କର୍ମଚାରୀ ମଦ ମାଗିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ 

ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ):ଭଦ୍ରକ ଟାଉନ ଥାନାରେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଦ ମାଗିବା ଘଟଣା ଏବେ ମୋବାଇଲରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଟାଉନ ଥାନାରେ କାର୍ଯ୍ୟରତ asi ବୀରକିଶୋର ବେହେରା, ଅନ୍ୟ ଜଣେ କର୍ମଚାରୀଙ୍କ ସହ…

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ୍) ପକ୍ଷରୁ ବୃକ୍ଷ ରୋପଣ। 

  କଣ୍ଠ ଶିଳ୍ପୀ ତପୁ ମିଶ୍ର ଓ ଦିବଙ୍ଗତ ସାମ୍ବାଦିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ। ପଦ୍ମପୁର(ଶାସକପ୍ରଶାସକ)- ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ୍) ପକ୍ଷରୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଅଂଗ ଡ୍ୟାମ କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଲୋକାର୍ପଣ କଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ଖୋଲା ସ୍ଥାନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଅଛି । ସରକାରଙ୍କ କର୍ମତତ୍ପର ଅଭିଯାନ ରାଶିରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ଭୀମ ଭୋଇ ମେଡିକାଲ କଲେଜ ସମ୍ମୁଖ ଲାଲଟିକ୍ରା ଠାରେ…

ବାପା, ମା ବା ପରିବାର ର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ …

ଉଭୟ ପିତା ମାତା ତଥା single parentଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ପଚିଶଶହ ଟଙ୍କା କେବଳ ମୁଖ୍ୟ ଉପାର୍ଜନ କାରୀ ବାପା ବା ମା ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ପନ୍ଦର ଶହ ଟଙ୍କା  ଜଣେ ବି ଅସହାୟ ଶିଶୁ ଯେପରି ବାଦ୍ ନ ପଡେ ସେଥିପାଇଁ ଦୃଷ୍ଟି ଦେବାକୁ…

ଗାଡୁମୁଣ୍ଡା ପତ୍ର ଫଡିରେ ହାତୀ ଆକ୍ରମଣ, ଜଣେ ମୃତ

ଦୁଇ ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଶନିବାର ବିଳମ୍ବିତ ରାତିରେ ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମ ପତ୍ର ଫଡିରେ ହାତୀ ଆକ୍ରମଣରେ ଜଣେ ପତ୍ର ବନ୍ଧାଳିର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ବୁର୍ଲା ରେ…

ସେବା ପ୍ରଦାନ କରି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳିଲା ବଲାଙ୍ଗିର କଂଗ୍ରେସ 

ବଲାଙ୍ଗିର(ନିରୋଜ ମିଶ୍ର)- ଭାରତୀୟ ଜାତୀୟ କଂଗ୍ରେସ ର ଶିର୍ଷ ନେତୃତ୍ୱ ତଥା ଯୁବନେତା ରାହୁଲ ଗାନ୍ଧୀଙ୍କର ୫୦ତମ ଜନ୍ମଦିବସ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ପାଳିତ ହୋଇଯାଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକ ତଥା କରୋନା ରୋଗୀ ମାନେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ତେଣୁ…

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

ବଲାଙ୍ଗିର,/ ନିରୋଜ କୁମାର ମିଶ୍ର - ବର୍ତ୍ତମାନ କରୋନା କାରଣରୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଇକସମରା ଗ୍ରାମର ଯଶୋବନ୍ତି ଭୋଇ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଡେଲିଭରି ୱାର୍ଡରେ…

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନରେ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ।

ବୁଗୁଡା :  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ବୁଗୁଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି। ଗଞ୍ଜାମ ଜିଲ୍ଲାର କଂଗ୍ରେସ ସଭାପତି ଦାୟିତ୍ୱ  ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା…