Sign in
Sign in
Recover your password.
A password will be e-mailed to you.
ଲୋକସଭା ସାଂସଦଙ୍କ ଉପସ୍ଥିତିରେ ଟୀକାକରଣ କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ କଟ-ଆଉଟକୁ ଭାଙ୍ଗି ନେଇ ଗଲେ…
ବାରିପଦା ଟାଉନ ଥାନା ଅଧିକାରୀ ବାଧା ଦେବାକୁ ଉଦ୍ୟମ କରି ବିଫଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ଚାଲିଛି ୧୮ରୁ ୪୪ ବର୍ଷ ବୟସର ଯୁବକମାନଙ୍କୁ ଟୀକାକରଣ ପ୍ରକ୍ରିୟା । ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ସହରର ଭଞ୍ଜପୁର ହାଇସ୍କୁଲ ପରିସରରେ ଏକ ଟୀକାରଣ…
ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗ : ଚାଷୀଙ୍କ ଠାରୁ ଧାନ କିଣା ନଗଲେ ଜୁନ୍ ୨୫ରେଓଡିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ…
ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଛି:ପ୍ରଦୀପ ପୁରୋହିତ
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ…
ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ସାରଙ୍ଗଡ଼ ଥାନା ଅଧୀନସ୍ଥ ପାବୁରିଆ ପଞ୍ଚାୟତର ଡାମିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଛି I
ଘଟଣା ଅନୁସାରେ ଆଜି ସକାଳ ପ୍ରାୟ…
ଭୁବନେଶ୍ୱର ରେଲୱେ ଷ୍ଟେସନରେ ଲାଗିଲା “ଆତ୍ମା”
ପାରାଦୀପ ଫସପେଟ୍ ଲିମିଟେଡ୍ (ପିପିଏଲ୍) କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ସ୍କିମ୍ ରେ ଏହି "ଆତ୍ମା" (ATMA) ସିଷ୍ଟମ୍ ସଂସ୍ଥାପନ କରାଯାଇଛି |
ଫଳପ୍ରଦ ଟିକେଟ୍ ଯାଞ୍ଚ ବ୍ୟବସ୍ଥା, ଯାତ୍ରୀ ମାନଙ୍କର ନିରାପଦ ସ୍କ୍ରିନିଂ ସୁନିଶ୍ଚିତ କରିବା ଏବଂ କର୍ତ୍ତବ୍ୟରତ…
୧୮ + କୋଭିଡ ଟୀକାକରଣ ଉପରେ ବ୍ଲକସ୍ତରୀୟ ଷ୍ଟିୟରୀଂ କମିଟି ବୈଠକ
ପାଇକମାଳ : ପାଇକମାଳ ବ୍ଲକ୍ କାର୍ଯ୍ୟାଳୟ ପରିସର ରେ ୧୮+ କୋଭିଡ ଟୀକାକରଣ ନେଇ ଏକ ଷ୍ଟିୟରୀଂ କମିଟି ବୈଠକ ମଙ୍ଗଳବାର ବିଡିଓ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସୌମ୍ୟରଞ୍ଜନ ଦାଶ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ…
ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ପଦ୍ମପୁର- ପଦ୍ମପୁର ବ୍ଳକ ଅନ୍ତର୍ଗତ ଚାରପାଲି ଗ୍ରାମପଞ୍ଚାୟତ ରେ ଯାଉଥିବା ଭାଲୁକାନା ଗାଁ କଲ୍ୟାଣ ସମିତି ପକ୍ଷରୁ ସାବୁନ ଓ ମାକ୍ସ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଙ୍ଗନବାଡି କର୍ମୀ କରୋନା ରୋଗ ର ଲକ୍ଷଣ କିପରି ହୁଏ ସେ ବିଷୟ ରେ ଲୋକ ଙ୍କୁ…
ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ
ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀଙ୍କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ଓ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କୋଭିଡ୍ ଆକ୍ରାନ୍ତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ କରାଯାଇଛିା
ଫାଉଣ୍ଡେସନ୍ ଓ…
ରିନବଚନ ଓ ବିରମୁଣ୍ଡାର ଦୁଇଟି ରାସ୍ତା ଉଦ୍ଘାଟନ ଓ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ
ସବୁ ଗାଁକୁ ରାସ୍ତା ଓ ପାନୀୟ ଜଳକୁ ନିଶ୍ଚିତ କରାଯିବ-ନରସିଂହ
ବଲାଙ୍ଗିର/ନିରୋଜ ମିଶ୍ର- ବଲାଙ୍ଗିର ବ୍ଲକ ସ୍ଥିତ ମାଧିଆପାଲି ପଞ୍ଚାୟତର ରିନବଚନ ଓ ବିରମୁଣ୍ଡା ଠାରେ ଦୁଇଟି ଗ୍ରାମ୍ୟ ରାସ୍ତାର ଉଦ୍ଘାଟନ ହୋଇଯାଇଛି । ରୁରାଲ ୱାର୍କ୍ସ ଡିଭିଜନ ଦ୍ୱାରା ନିର୍ମିତ ଏହି ରାସ୍ତା ଯଥାକ୍ରମେ ୨୨…
ଆଦିବାସୀ ସରକାରୀ କର୍ମଚାରୀମାନଙ୍କର ସାମୁହିକ କୁଶପୁତ୍ତଳିକା ଦାହ
ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଭଞ୍ଜପୁରସ୍ଥିତ ସୁନାରାମ ସୋରେନଙ୍କ ପ୍ରତିମୁର୍ତ୍ତୀ ସମ୍ମୁଖରେ ଆଦିବାସୀ ସେଙ୍ଗଲ (ସଶକ୍ତିକରଣ) ଅଭିଯାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଆହ୍ବାନରେ ବାରିପଦା ଜୋନାଲ ସଭାପତିଙ୍କ ନେତୃତ୍ୱରେ ଆଦିବାସୀ ସରକାରୀ…
ଗଙ୍ଗା ପାଣି ସିଞ୍ଚନ କରି ଶିମିଳିପାଳ ଡ଼ିଡ଼ି ଏସଟିଆର(ସାଉଥ) କାର୍ଯ୍ୟାଳୟକୁ ପବିତ୍ର କଲେ ଜନସାଧାରଣ
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ଭଞ୍ଜପୁରସ୍ଥିତ ଶିମିଳିପାଳ ଡ଼ିଡ଼ି ଏସଟିଆର(ସାଉଥ) କାର୍ଯ୍ୟାଳୟକୁ ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ର ପାଠ ସହ ପବିତ୍ର ଗଙ୍ଗା ପାଣି ସିଞ୍ଚନ କରାଯାଇ ଶୁଦ୍ଧ କଲେ ଜନସାଧାରଣ । ଏହାର କେତେକ ଫୁଟେଜ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବାର…