ପୋଲ ଧସିଯିବାରୁ ମାଲବାହି ଟ୍ରେନ ଲାଇନଚ୍ୟୁତ

0 1

ଅନୁଗୋଳ  : ପୋଲ ଧସିଯିବାରୁ  ମାଲବାହି ଟ୍ରେନ ଲାଇନଚ୍ୟୁତ । ଅନୁଗୁଳ, ଭୋଗବେରଣୀ ଠାରେ ଦୂର୍ଘଟଣା ।  ଟ୍ରେନଟି ଗହମ ବୋଝେଇ ହୋଇ ଯାଉଥିଲା | କେହି ମୃତାହତ ହୋଇନଥିବା ସୂଚନା ଅଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଂଚି ମରାମତି ଓ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି | ଏଥିପାଇଁ ଏହି ରାସ୍ତା ଦେଇ ଟ୍ରେନ ଯତାୟତକୁ ବାତିଲ କରିଛି ପୂର୍ବତଟ ରେଳବାଇ |

Leave A Reply

Your email address will not be published.