ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ ଫଲସେନ ଠାରେ କରୋନା ସଚେତନତା ରାଲି ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ସମଗ୍ର ଓଡ଼ିଶା ରାଜ୍ୟରେ ମହାମାରୀ କରୋନାର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର ଙ୍କ ପ୍ରୟାସ କୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି lଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗାଁ କଲ୍ୟାଣ ସମିତି କୁ ଆର୍ଥିକ ରାଶି ଯୋଗାଇ ଦେଇ ଗାଁ ମାନଙ୍କରେ ଲୋକଙ୍କୁ ସଚେତନ କରିବାକୁ…

ବାରିପଦାରେ ରଥ ନିର୍ମାଣ ବନ୍ଦ କରାଯିବା ଜିଲ୍ଲା ପ୍ରଶାସନର ଚକ୍ରାନ୍ତ-ଓଡ଼ିଶା ସେବାୟତ ମନ୍ଦିର ସେବାୟତ ସଂଘ ସଭାପତି…

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ପକ୍ଷରୁ କେବଳ ନିଳାଚଳ ଧାମ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ନିମନ୍ତେ ଉଚ୍ଚ ନ୍ୟାୟାଳୟରେ…

ଆସନ୍ନ ମୌସୁମୀ : ଜଳସମ୍ପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ସମୀକ୍ଷା 

ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଓ ଦଳଗତ କାର୍ଯ୍ୟ ଆଧାରରେ ପ୍ରସ୍ତୁତି ପାଇଁ ମନ୍ତ୍ରୀଙ୍କ ପରାମର୍ଶ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଚଳିତ ବର୍ଷା ଋତୁରେ ମୌସୁମୀ  ଜନିତ ଅଧିକ ବର୍ଷା ଏବଂ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରଗୁଡିକର ସୁପରିଚାଳନା କରି ବନ୍ୟା ନିୟନ୍ତ୍ରଣ କରିବା ପାଇଁ…

ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ :-  ସଂପ୍ରତି କରୋନା କାଳରେ ରକ୍ତର ଅଭାବକୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ଏବଂ ମୁଖ୍ୟଅତିଥି ବିଧାୟିକା ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତାବିରା ନିର୍ବାଚନ ମଣ୍ଡଳୀରେ ଅତି ଦୁର୍ଗମ ଜଙ୍ଗଲ ବାରପାହାଡ ପାଖେ ଅବସ୍ଥିତ ଆଜି ଜୟ…

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଝାରବନ୍ଧ (ମନୋହର ଦାଶ)- ଝାରବନ୍ଧ ବ୍ଲକ ଡଭା ଗ୍ରାମ ର ଜଣାଶୁଣା ବ୍ୟକ୍ତି ଗୌତମ୍ ସାହୁ ଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଯୋଗୁ କିଛି ଦିନ ହେବ ପୀଡିତ ଥିଲେ। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ସ୍ତ୍ରୀ ଅମ୍ବିକା, ଝିଅ ବସୁମତୀ, ନିଳେନ୍ଦ୍ରି, ରାଜେଶ୍ୱରୀ ଓ ମିନତୀ ନାତି…

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମାଙ୍କ ରାୟଗଡ ଜିଲ୍ଲା ଗସ୍ତ ।

ଡ଼ଙ୍ଗରିଆ ଯୁବକ ଯୁବତୀଙ୍କ ଟିକାକରଣକୁ ଶୁଭାରମ୍ଭ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା  ରାୟଗଡ/ସରୋଜ ସାହୁ:-ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସ ବର୍ମା ଆଜି ରାୟଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥଲେ । ପୂର୍ବାହ୍ନରେ ବିଷମକଟକ…

ମହିଳା ମାନଙ୍କର ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କଲା ମହିଳା ବିଜୁ ଜନତାଦଳ

ପଦ୍ମପୁର:-ସାରା ପୃଥିବୀ କୁ ମହାମାରୀ କରୋନା ଗ୍ରାମ କରିସାରିଛି lଏ ଭଳି ସ୍ଥିତିରେ ବିଭିନ୍ନ ସରକାରୀ ବେସରକାରୀ ଡାକ୍ତରଖାନା ମାନଙ୍କରେ ରୋଗୀଙ୍କ ପାଇଁ ରକ୍ତଭାବ ନ ହେବାପାଇଁ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ବିଜୟ…

ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ।

ବୁଗୁଡା  (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଓଡିଶା ବ୍ରାହ୍ମଣ ସମାଜ,ବୁଗୁଡା ବ୍ଲକ ଶାଖା ପକ୍ଷରୁ ଜୁନ ୨୨ ତାରିଖ ଦିନ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଭା ସଭାପତି…

ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ I

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ I ନୂତନ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଖ୍ରୀଷ୍ଟିଆନ ସାହି ନାରୀସଂଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି I ଫଳରେ…

ବାରିପଦାରେ ବିଜେଡିର ସାଂଗଠନିକ ବୈଠକ

ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜୁ ଜନତା ଦଳ ତରଫରୁ ବାରିପଦା ନିର୍ବାଚନ ମଣ୍ଡଳୀର ବାରିପଦା ମ୍ୟୁନିସିପାଲିଟିସ୍ତରୀୟ ସାଂଗଠନିକ ବୈଠକ ଆଜି ସ୍ଥାନୀୟ ସ୍ୱସ୍ତିକ କଲ୍ୟାଣ ମଣ୍ଡପଠାରେ ବାରିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ…