ରାୟଗଡ଼ା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳନ

ରାୟଗଡ଼ା :(ସରୋଜ ସାହୁ) -ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଭାରତୀୟ ମଜଦୁର ସଂଘ ସାରା ଭାରତରେ ପାଳନ କରିଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ସମସ୍ତ ବ୍ଲକ୍ ସ୍ତରରେ ପାଳନ କରାଯାଇଛି। ଆଜି ଭାରତୀୟ ମଜଦୁର ସଂଘ ରାୟଗଡ଼ା ଜିଲ୍ଲା ସ୍ତରୀୟ ଯୋଗ ଦିବସରେ ଯୋଗ…

କରୋନାରୁ ସୁରକ୍ଷା ନିମନ୍ତେ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ପାଇଁ ଆନୁଷାଙ୍ଗିକ ଉପକରଣ ପ୍ରଦାନ

ରାୟଗଡ(ସରୋଜ କୁମାର ସାହୁ) : କରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ରାୟଗଡ ଜିଲ୍ଲାରେ ଥିବା ୪ ଗୋଟି ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କୁ ଆକ୍ସନଏଡ ତରଫରୁ ମାସ୍କ, ଥର୍ମାଲ ସ୍କାନର, ଡିଜିଟାଲ ଥର୍ମା ମିଟର, ଅକ୍ସି ମିଟର, ପିପିଇ କିଟ, ଫେସ ସିଲ୍ଡ ମାସ୍କ ପ୍ରଭୁତି…

ଏଲଙ୍ଗାଲପାଡୁ ଗ୍ରାମରେ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ରିତା ବେକେରୀ 

ରାୟଗଡ(ସରୋଜ କୁମାର ସାହୁ):  ରାୟଗଡ ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଗ୍ରାମ ପଂଚାୟତର ଏଲଙ୍ଗାଲପାଡୁ ଗ୍ରାମରେ ରିତା ବେକେରୀ ନାମରେ ଏକ ବେକେରୀ କାରଖାନାକୁ ଅନୁସୁଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ  ଶ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି…

ୟାକୁ କଣ କହିବା : ଉଚ୍ଚମାନର ନା ନିମ୍ନମାନର କାମ  

ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଖାମଖୀଆଲି ଆଦତ ବଦଳୁନି : ଦୟାକରି ଦୃଷ୍ଟି ଦେବେ କି ପ୍ରଶାସନ !!!! ପଦ୍ମପୁର- ଗ୍ରାମାଞ୍ଚଳକୁ ସିଧାସଳଖ ତଥା ସଦରମହକୁମା ସହ ଯୋଡିବା ପାଇଁ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପକ୍କା ସଡ଼କ ନିର୍ମାଣ କରାଯାଇଛି । ଯେଉଁ ଯାଗାରେ ଯୋଗାଯୋଗ ପାଇଁ ନଦୀ…

ସୋଆରେ  ସପ୍ତମ ବିଶ୍ୱ  ଯୋଗ ଦିବସ ପାଳିତ 

ଭୂବନେଶ୍ଵର : ସୋଆ ଏନଏସଏସ, ୱେଲନେସ ସେଣ୍ଟର ତଥା  ବିଶ୍ଵବିଦ୍ୟାଳୟ ପକ୍ଷରୁ  ବିଶ୍ୱ  ଯୋଗ ଦିବସ ଉପଲକ୍ଷେ ଏକ ୱେବିନାର ଆୟୋଜିତ ହୋଇଯାଇଛି । ଗତ ଜୁନ ୭ ତାରିଖରୁ  ପନ୍ଦର ଦିନ ଧରି ପ୍ରତ୍ୟହ ସକାଳ ସାତରୁ ଆଠଟା ପର୍ଯ୍ୟନ୍ତ  ଏକ ଘଣ୍ଟା ଧରି ଚାଲିଥିବା ଅନଲାଇନ ପାକ୍ଷିକ ଯୋଗ ଶିବିରର ଉଦ୍…

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ପାଳିତ |

ଭୁବନେଶ୍ୱର : ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପୂର୍ବ ତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି | “ଯୋଗ ସହିତ ରୁହ ଘରେ ରୁହ” ଆଦର୍ଶ ଉକ୍ତି ସହିତ, ପୂର୍ବତଟ ରେଳପଥ କୋଭିଡ ପ୍ରୋଟୋକଲ ମାନକ ଅନୁଯାୟୀ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ…

କୋଭିଡ଼ ନିୟମ ଉଲଙ୍ଘନ ଅଭିଯୋଗରେ ବିଶ୍ବାଲ ଢାବା ସିଲ, ପଚାଶ ହଜାର ଫାଇନ କଲେ ତହସିଲଦାର ।

ପଦ୍ମପୁର(ଶାସକପ୍ରଶାସକ)- କରୋନା ମହାମାରୀ ସାରା ରାଜ୍ୟକୁ ସରକାର ଲକଡାଉନ କରିଥିଲେ । କରୋନା ମହାମାରୀର ପ୍ରକୋପ ହ୍ରାସ ପାଇବାରୁ ଲୋକଙ୍କ ପେଟପାଟଣା ପାଇଁ ରାଜ୍ୟ ସରକାର ଲକଡାଉନରେ କୋହଳ କରିଛନ୍ତି । ଲୋକଙ୍କ ସୁବିଧା ଯୋଗୁଁ ରାସ୍ତା କଡ଼ରେ ଥିବା ଢାବା ତଥା ହୋଟେଲ ଗୁଡିକ କେବଲ ଖାଦ୍ୟ…

ବିଶ୍ୱ ଯୋଗ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପାଇକମାଲ :- ଯୋଗ ବିଶ୍ୱକୁ ପୁରାତନ ଭାରତ ବର୍ଷର ଅବଦାନ । ଯୋଗ ସାଧନ ବଳରେ ପୁରାତନ କାଳର ଋଷି ମୁନି ମାନେ ନିଜର ଶରୀରକୁ ସୁସ୍ଥ ରଖିବା ସହିତ ଦୀର୍ଘ ଜୀବନ ଲାଭ କରିଥିବା ବହୁ ଉଦାହରଣ ପୁରାଣ ମାନଙ୍କରେ ବର୍ଣ୍ଣିତ ହୋଇ ରହିଛି । ଯୋଗ ବଳରେ ଅନେକ ରୋଗରୁ ମୁକ୍ତି ମିଳିବା ସହିତ ମାନସିକ ସ୍ଥିତ…

“ପ୍ରଗତି” ମହିଳା ସଙ୍ଗଠନ ଆନୁକୂଲ୍ୟରେ ଭର୍ଚୁଆଲ୍ ରେ ଆନ୍ତର୍ଜାତୀୟ  ପିତୃ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର "ପ୍ରଗତି" ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ  ପିତୃ ଦିବସ  ଭର୍ଚୁଆଲ୍ ମାଧ୍ୟମରେ ପାଳିତ ହୋଇଯାଇଛି ।  ପିତା ଆକାଶ ଠାରୁ ବଡ଼ , ହୃଦୟ ତାଙ୍କର ସାଗରଠୁ ବିଶାଳ , ମନ ତାଙ୍କ କଇଁଠୁଁ କୋମଳ ନଈ ଠୁଁ ଧୀର , ତାଙ୍କରି…

ବିଜେପୁର ସ୍ବାସ୍ଥ୍ୟ କେନ୍ଦ୍ର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ। 

ଟିଟିଲାଗଡ, (ଗୌରବ ଦର୍ଜୀ)-ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଜେପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜୁନ ୨୧ ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉକ୍ତ ଯୋଗ କାର୍ଯ୍ୟକ୍ରମ ରେ ଆସନ ପ୍ରାଣାୟମ ଉପରେ ଯୋଗଗୁରୁ ନିହାରିକା ସାହୁ ଏବଂ ଯୋଗ ସଂଯୋଜକ ଶରତ ବଗର୍ତ୍ତି ଉପସ୍ଥିତ…