Sign in
Sign in
Recover your password.
A password will be e-mailed to you.
ମିଶନଶକ୍ତି ବିଭାଗ ଓଡିଶା ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସ୍ୱାକ୍ଷରିତ ହେଲା ଚୁକ୍ତି
ମହିଳାଙ୍କ ସ୍ୱାବଲମ୍ବନ କ୍ଷମତା ଏବଂ ଆର୍ଥିକ ମାନଦଣ୍ଡ ବୃଦ୍ଧି ଦିଗରେ ବଳିଷ୍ଠ ପଦକ୍ଷେପ
ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ ମହିଳାମାନଙ୍କୁ କିଭଳି ଅଧିକ ସ୍ୱାବଲମ୍ବୀ କରାଯାଇ ପାରିବ ଏବଂ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରିବ ତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର…
ଏମ.କେ.ସି. ହାଇସ୍କୁଲରେ ସ୍ୱୟଂ ଚାଳିତ ତାପମାତ୍ରା ମାପକ ଯନ୍ତ୍ର କାର୍ଯ୍ୟକ୍ଷମ
ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱୟଂ ଚାଳିତ ତାପମାତ୍ରା ମାପକ ଯନ୍ତ୍ର କାର୍ଯ୍ୟକ୍ଷମ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ଏହାକୁ ଉଦ୍ଘାଟନ କରିଥିଲେ । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ…
ଜୁନ୍ ୨୭ରୁ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସର ଶେଷ ଆଡକୁ ଅର୍ଥାତ ଆସନ୍ତା ଜୁନ୍ ୨୭ ତାରିଖରୁ ସପ୍ତାହରେ ୩ଦିନ ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ ,…
ଆନ୍ତର୍ଜାତୀୟ ଅଲମ୍ପିକ ଦିବସରେ ସମସ୍ତ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି…
ଭୁବନେଶ୍ୱର- ଆନ୍ତର୍ଜାତୀୟ ଅଲମ୍ପିକ ଦିବସ ଉପଲକ୍ଷେ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସମସ୍ତ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ମନ୍ତୀ ଶ୍ରୀ ବେହେରା ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ…
ରୟତ କଲୋନୀ ବାସିନ୍ଦା ଭାସ୍କର ସାହୁଙ୍କ ପରିବାରକୁ ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ରାସନ ସାମଗ୍ରୀ…
ରାୟଗଡା/ ସରୋଜ କୁମାର ସାହୁ : ଆଜି ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଦେବାଶିଷ ଖଡଙ୍ଗାଙ୍କ ନେତୃତ୍ୱରେ ରାୟଗଡ଼ ସଦର ମହକୁମା ସ୍ଥିତ ରୟତ କଲୋନୀ ନିବାସୀ ଶ୍ରୀ ଭାସ୍କର ସାହୁଙ୍କ ପରିବାରକୁ ମାସିକ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା।…
ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର
ଭୁବନେଶ୍ୱର : କୋଭିଡ୍ ପଜିଟିଭ୍ ମା'ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।
ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର…
ଏଥର ବି ସ୍ନାନ ମଣ୍ଡପରେ ଛେରା ପହଁରା କରିବେନି ଗଜପତି
ପୁରୀ/ଅନିମେଶ ପଟ୍ଟନାୟକ: ଗତଥର ପରି ଚଳିତଥର ମଧ୍ୟ ଛେରାପହଁରା କରିବେନି ଗଜପତି । ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ କରିବେ ସ୍ନାନ ମଣ୍ଡପରେ ଛେରାପହଁରା । ଗଜପତିଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାଇ ଗଜପତି କରିବେନି ମହାପ୍ରଭୁଙ୍କ ଛେରାପହଁରା ସେବା । କରୋନା ଦୃଷ୍ଟିରୁ ଏଭଳି ନିଷ୍ପତି…
ରାୟଗଡ଼ ଜିଲ୍ଲା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ବୈଠକ
ରାୟଗଡ଼ /ସରୋଜ କୁମାର ସାହୁ : ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ବୈଠକ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂଙ୍କ ନେତୃତ୍ୱରେ କୋଭିଡ-୧୯ ର ସମସ୍ତ ନିୟମକୁ ମାନି ରାୟଗଡ଼ା ସ୍ଥିତ ଠକ୍କର ବାପା ଆଶ୍ରମରେ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି…
ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ, ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ବ
‘ସବୁ ଜୀବନ ମୂଲ୍ୟବାନ’ ଏବଂ ‘ସରକାରଙ୍କ ସମସ୍ତ ଶାଖାର ସମନ୍ବିତ ଅଂଶଗ୍ରହଣ’ ଆଭିମୁଖ୍ୟରେ ବିପର୍ଯ୍ୟୟର ମୁକାବିଲା କରାଯାଉଛି - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର( ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ…
ଭଦ୍ରକରେ ପୁଣି 112 ଗ୍ରାମ ବ୍ରାଉନସୁଗାର ଜବତ୍ , ଗାଡ଼ି ସହ 2 ଗିରଫ ।
ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ) : ଭଦ୍ରକରେ ବାରମ୍ବାର ବ୍ରାଉନସୁଗର ଧରା ହେଉଥିଲେ ମଧ୍ୟ ଏଥିରେ ସାମିଲ ଥିବା ମାଫିଆଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି । ଗତ ତିନିଦିନ ପୁର୍ବେ ଭଦ୍ରକ କୁଦମବେଡ଼ା ଠାରେ 3 ନିଶାଡୀଙ୍କୁ ବ୍ରାଉନସୁଗର ସହିତ ପୁଲିସ ଧରିବା ପରେ କୋର୍ଟ ଚାଲାଣ କରିଥିଲା । ଆଜି…