Sign in
Sign in
Recover your password.
A password will be e-mailed to you.
ଦୁଇ ଅସହାୟାଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜ ସେବୀ ଶ୍ରୀକର ମିଶ୍ର
ବଲାଙ୍ଗିର( ନିରୋଜ ମିଶ୍ର )- ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍ ର ରଣ୍ଡା ଗାଁରେ ରହନ୍ତି ସ୍ୱାମୀହରା ଉରକୁଲି ନନ୍ଦ । ତିନୋଟି ପୁଅ ସହ ତାଙ୍କ ସଂସାର । ବଡପୁଅ ଶମ୍ଭୁର ତିନୋଟି ଝିଅ କୁକୁଡା କୋକାନ କରି ଚଳୁଥିଲେ । ଏକ ଅଜଣା ଗାଡିର ଧକ୍କାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଗଲା । ସାନପୁଅ…
ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
https://www.youtube.com/watch?v=9ofn2jCTASc
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶରୀରକୁ ସୁସ୍ଥ , ମନକୁ ଶାନ୍ତ ଓ ଶ୍ବାସକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ସାରା ବିଶ୍ୱରେ ସୋମବାର ଦିନ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ପାରଳାଖେମୁଣ୍ଡି ସମେତ ସାରା ଗଜପତି…
ଲୋକଙ୍କର ବିରୋଧ ଓ ଅସହଯୋଗ କାରଣରୁ ବାରମ୍ବାର ବାଧିତ ହେଉଛି ପୋଲ କାମ
ବରଗଡ଼ :- ରାଜ୍ୟ ସରକାର ଗ୍ରାମୀଣ ଅଞ୍ଚଳରେ ଗମନାଗମନ ର ସୁବ୍ୟବସ୍ଥା ସହିତ ଲୋକଙ୍କର ଆର୍ଥିକ ଅବସ୍ଥା କୁ ସୁଦୃଢ଼ କରିବା ପାଇଁ ରାସ୍ତା ନିର୍ମାଣ ସହିତ ଅନେକ ପୋଲ ନିର୍ମାଣ କରୁଛନ୍ତି । ମୁଖ୍ୟତଃ ନିର୍ମାଣ ହେଉଥିବା ଅନେକ ସ୍ଥାନ ରେ କିଛି ସ୍ୱାର୍ଥପର ଲୋକ ଙ୍କର ବିରୋଧ କାରଣରୁ ସମୟ ସୀମା…
ଘରେ ରହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ
ସୁସ୍ଥ ଜୀବନଯାପନ ପାଇଁ ‘ଯୋଗ' ଗୁରୁତ୍ୱପୂର୍ଣ୍ଣ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶେଷ ଭାବରେ ସାଂପ୍ରତିକ ସମୟରେ ଯୁବଗୋଷ୍ଠୀମାନେ ‘ଯୋଗ’ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ସୋମବାର…
ଦିଲ୍ଲୀ ସ୍ଥିତ ସିଜିଏଚ୍ଏସ୍ ଡିସପେନସେରୀ ହସ୍ପିଟାଲର ଟିକା କେନ୍ଦ୍ର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ମୋଦି ସରକାରଙ୍କ ସର୍ବବୃହତ ମାଗଣା ଟିକା ଅଭିଯାନରେ ସାମିଲ ହୋଇ ସବୁ ନାଗରିକଙ୍କୁ ଟିକା ନେବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ…
୨୨୦ ଲିଟର ଦେଶୀ ରନ୍ଧା ମଦ ସହିତ ୩ ବାଇକ ଜବତ : ୩ ଗିରଫ ।
ଭଦ୍ରକ, ବ୍ଲକ,(ସୀତାକାନ୍ତ ପାଢ଼ୀ): ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବାସୁଦେବପୁର…
ଟିଟିଲାଗଡ ବିଜେପି ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ସର୍ବତ୍ର ଅନେକ ଉତ୍ସାହ ର ସହିତ ଯୋଗ ଦିବସ ପାଳିତ ହୋଇଛି। ଟିଟିଲାଗଡ ନଗର ବିଜେପି ତରଫରୁ ମଧ୍ୟ ସ୍ଥାନୀୟ ଘଣ୍ଟାସୁନି ମନ୍ଦିର ରେ ଅନେକ ଉତ୍ସାହ ର ସହିତ ଯୋଗ ଦିବସ ପାଳିତ ହୋଇଛି। ଟିଟିଲାଗଡ ନଗର ବିଜେପି ସଭାପତି…
ବିଶ୍ୱ ଯୋଗ ଦିବସ ପାଳନ କଲେ ଦୁଇ ବିଦ୍ୟାଳୟ
ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) କେଉଁ ପୁରାତନ କାଳରୁ ଯୋଗ ଶିକ୍ଷା ହୋଇ ଆସୁଅଛି। ଭାରତୀୟ ମୁନି ଋଷି ମାନେ ଯୋଗ ଦ୍ୱାରା ବହୁ ରୋଗ ବ୍ୟାଧି ଓ ବହୁ ଜଟିଳ ସମସ୍ୟା ଦୂର ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି। ଖୁସିର ବିଷୟ ଆମର ବୈଦିକ ଯୁଗର ଯୋଗକୁ ବିଶ୍ୱ ସଂଗଠନ ଜୁନ ୨୧ ତାରିଖକୁ ଯୋଗ…
ସ୍ବର୍ଗତ ରାଜେନ୍ଦ୍ର ପାଢ଼ୀଙ୍କ ଦ୍ୱାଦଶଃ ଉପଲକ୍ଷେ ରକ୍ତଦାନ:ଶିବିର, ୨୮୭ ୟୁନିଟ ରକ୍ତ ସଂଗ୍ରହ।
ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ପୂର୍ବତନ ବୁଗୁଡା ନଗର ବିଜେଡି ସଭାପତି ସ୍ବର୍ଗତ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ଦ୍ବାଦଶଃ ଉପଲକ୍ଷେ ଜୁନ ୨୧ ତାରିଖ ଦିନ ବୁଗୁଡ଼ା ଏନଏସିର ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣୀ ମଣ୍ଡପରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଏକ ମେଗା ରକ୍ତଦାନ…
ପାଞ୍ଚଟି ଟିକାଦାନ କେନ୍ଦ୍ରରେ ୧୨୨୭ ଜଣଙ୍କ ଟିକା ଗ୍ରହଣ
ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଅଞ୍ଚଳରେ କିପରି ଅଧିକ ବ୍ୟକ୍ତି ଟୀକା ଗ୍ରହଣ କରିପାରିବେ ସେଥିପାଇଁ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ ବିପିଏମ ବିଶ୍ଵଜିତ ପ୍ରଧାନ ଙ୍କ ଯୋଜନା ମୁତାବକ ବିଭିନ୍ନ…