Sign in
Sign in
Recover your password.
A password will be e-mailed to you.
ଆଇପିଏସ ଉଚ୍ଚସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ
ଲଳିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ, ସଂଜୀବ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚ
ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଆଇପିଏସ ଉଚ୍ଚସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି | ୧୯୯୨ ବ୍ୟାଚ ବରିଷ୍ଠ ଆଇପିଏସ ଅଫିସର ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବା ବେଳେ ୧୯୯୦…
ପୌରାଞ୍ଚଳ ବଜେଟ୍ରୁ ୨୫ ପ୍ରତିଶତ ଅର୍ଥ ବସ୍ତି ବିକାଶ ପାଇଁ ବ୍ୟୟ ହେବ
ସମସ୍ତ ପୌର ସଂସ୍ଥାକୁ ଚିଠି ଲେଖିଲେ ରାଜ୍ୟ ପୌର ନିର୍ଦ୍ଦେଶକ
ଭୁବନେଶ୍ୱର,(ଶାସକ ପ୍ରଶାସକ)- : ରାଜ୍ୟ ସରକାର ପୌର ଆଇନରେ ଆଣିଥିବା ସଂଶୋଧନ ଅନୁଯାୟୀ ପୌରସଂସ୍ଥାଗୁଡିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ସର୍ବନିମ୍ନ ସେବାଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ବ୍ୟୟ …
ଓମ୍ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା
ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା
ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ
ଭୁବନେଶ୍ବର,(ଶାସକ ପ୍ରଶାସକ) : ଓମ୍ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ…
ସରକାରୀ ଜମିକୁ କିଣା ବିକା କରୁଥିବା ଅଭିଯୋଗ : ତୁରଲା ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଟିଟିଲାଗଡ ତହସିଲ ଅନ୍ତର୍ଗତ ତୁରଲା ଗାଁ ରେ ଥିବା ସରକାରୀ ଜମି କୁ ଚଞ୍ଚକତା କରି କିଛି ଲୋକ ହାତେଇ ନେଇଥିବା ସହିତ ବିକ୍ରି କରୁଥିବା ଅଭିଯୋଗ କରି ଆଜି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭାଗୀୟ କାର୍ୟନୁଷ୍ଟାନ ଦାବି କରିଥିଲେ । ଅଭିଯୋଗ…
ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୩ କୋଟି ୨୯ ଲକ୍ଷ ୭୬ ହଜାର ୩୬୨ ଟଙ୍କାର ଲାଭାଂଶ ପ୍ରଦାନ
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡିଶା କୃଷି ଶିଳ୍ପ ନିଗମର ନିର୍ଦ୍ଦେଶକ ମଣ୍ଡଳୀର ସୁପାରିଶ ଏବଂ ଅଂଶୀଦାରମାନଙ୍କ ଅନୁମୋଦନ କ୍ରମେ ନିଗମର ଅଂଶୀଦାରମାନଙ୍କୁ ବାର୍ଷିକ ଲାଭାଂଶର ୩୦ ପ୍ରତିଶତ ପ୍ରଦାନ ପାଇଁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଓଡିଶା ସରକାରଙ୍କୁ ନିଗମ ପକ୍ଷରୁ ଅଂଶଧନ ଲାଭ…
ଦର୍ଶନ କରନ୍ତୁ ସ୍ନାନ ବେଦୀରେ ତିନି ଠାକୁରଙ୍କ ମଙ୍ଗଳ ଆଳତି
https://www.youtube.com/watch?v=YiwCcwPnRWI
ପୁରୀରୁ ଅନିମେଶ ପଟ୍ଟନାୟକ
ଯୁବ କଂଗ୍ରେସ କର୍ମୀ ସ୍ୱର୍ଗୀୟ ଗୌତମ ପଣ୍ଡାଙ୍କ ସ୍ମୃତିରେ ରକ୍ତ ଦାନ ଶିବିର : ୩୨ ୟୁନିଟ୍ ରକ୍ତ ସଂଗୃହୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଯୁବ କଂଗ୍ରେସ କର୍ମୀ ସ୍ୱର୍ଗୀୟ ଗୌତମପଣ୍ଡା (ବାପି)ଙ୍କ ସ୍ମୃତିରେ ଯୁବ କଂଗ୍ରେସ କମିଟି ପକ୍ଷରୁ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି…
କଟକଣା ଯୁକ୍ତ ରଥଯାତ୍ରା ଦାବୀ : ଓଡିଆ ଜାଗରଣ ମଂଚ ପକ୍ଷରୁ ଧାରଣା ଓ ଦାବୀପତ୍ର ପ୍ରଦାନ
ବାରିପଦା(ଦିଲ୍ଲୀପ ମହାନ୍ତି )-ଓଡ଼ିଶା ସରକାର ପୁରୀ ରଥଯାତ୍ରାକୁ ଅନୁମତି ଦେଇଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସହ ରାଜ୍ୟରେ ଅନ୍ୟ ସମସ୍ତ ସ୍ଥାନର ରଥଯାତ୍ରାକୁ କୋଭିଡ କଟକଣା ପାଇଁ ଚଳିତ ବର୍ଷ ବନ୍ଦ ରଖିଥିବାରୁ ୨ୟ ଶ୍ରୀକ୍ଷେତ୍ର ବାରିପଦାରେ କଟକଣା ଯୁକ୍ତ ରଥଯାତ୍ରା କରାଇବା…
ରାଜ୍ୟ ସଗ୍ରହାଳୟର ଧାରାବାହିକ କାର୍ଯ୍ୟକ୍ରମ, ‘ଇନ୍ଦ୍ରଧନୁ’ – ଆଶାର କିରଣ !!!!
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ମହାମାରୀ ଜନିତ ଭୟାବହ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଭିନବ ପ୍ରୟାସ 'ଇନ୍ଦ୍ରଧନୁ- ଆଶାର କିରଣ' ଶୀର୍ଷକ ଧାରାବାହିକ ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ ଏହି ମହାମରିର ଭୟାବହ ରୂପ…