କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଭାଜପା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି ।ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବଶଙ୍କର ଉଲ୍ଲକା ଙ୍କ ନେତୃତ୍ୱରେ କ ଜୋନର ବ୍ଲକ ସଭାପତି ଶ୍ରୀନିବାସ ଚୌଧୁରୀ (ଗଙ୍ଗା),ପୂର୍ବତନ ସଭାପତି ରାମାରାଓ କାଡ୍ର।କା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜେ ବାବୁରାଓ, ଜିଲା ସମ୍ପାଦକକୃଷ୍ଟ ଚନ୍ଦ୍ର ସାମଲ, ଜିଲା ଯୁବ ମୋର୍ଚ୍ଚା ର ସମ୍ପାଦକ ଗୁଡୁଲ୍ଲା ସାନ୍ଦିପ, ଓବିସି ମୋର୍ଚ୍ଚା ର ସଭାପତି ଗୁଡୁଲ୍ଲା ସୁରେଶ
ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦ ଜଣ ରୋଗୀକୁ ଫଳ ବଣ୍ଟନ କରିଥିଲେ ପରେ ଜଗନ୍ନାଥ ମନ୍ଦିର ପରିସରରେ ସଫେଇ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post