ଏକାଥରେ ଚାଲିଗଲା ଦି ଦି ଟା ନିଷ୍ପାପ ଜୀବନ

ଚୁଡାପୁଡୁଗ ଗ୍ରାମରେ ଅଭାବନୀୟ ଘଟଣା ଗାଧୋଇବା ବେଳେ ସୁରୁବାଲି ନ‌ଈରେ ବୁଡି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ରେଢାଖୋଲ ( ଅନିଲ କୁମାର ପୃଷ୍ଟି) : ମା’ ସହ ଗାଧୋଇବାକୁ ଯାଇ ଦୁଇ ନାବାଳକ ପୁତ୍ର ପାଣିରେ ବୁଡି  ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଚାରମାଳ ଥାନା ଚୁଡାପୁଡୁଗ…

କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତିଙ୍କ ଭିତ୍ତିହୀନ ବିବୃତ୍ତି: ବିଜେଡି

ଭୁବନେଶ୍ୱର : "ଶ୍ରୀ ସମୀର ମହାନ୍ତି ହେଉଛନ୍ତି ବିଜେପି ଦଳର ରାଜ୍ୟ ସଭାପତି । ତାଙ୍କର କର୍ତ୍ତବ୍ୟ ହେଉଛି ରାଜ୍ୟରେ ହତାଶ ହୋଇପଡିଥିବା ବିଜେପିର କର୍ମୀମାନଙ୍କ ମନୋବଳ ବଢାଇବା, ଯେଉଁଥିପାଇଁ ସେ ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀରେ ଏକାଧିକ ଭିତ୍ତିହୀନ ଏବଂ ମନଗଢା ବିବୃତ୍ତିମାନ ଦେବାକୁ…

 ବିଜେଡ଼ି ସଙ୍ଗଠନ ପୁର୍ନଗଠିତ ; ନବ ନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା

ବାରିପଦା (ଦିଲ୍ଲୀପ ମହାନ୍ତି)- ବିଜୁ ଜନତା ଦଳର ସୁପ୍ରମୋ ନବୀନ ପଟ୍ଟନାୟକ ଆସନ୍ତା ତ୍ରୀସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର  ବିଭିନ୍ନ ସଂଗଠନକୁ ସୁଦୃଢ କରିବା ଉଦେ୍ଧଶ୍ୟରେ ମୟୂରଭଞ୍ଜ ବିଜୁ ମହିଳା ଜନତା ଦଳକୁ ସୁସଙ୍ଗଠିତ ଓ ପୁର୍ନଗଠିତ କରାଇଛନ୍ତି  । ଏହି ଅବସରରେ…

ଲୋୟର ସୁକତେଲ ପ୍ରକଳ୍ପ : ପରଧିଆପାଲିରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ

 ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଲୋଇସିଂହା ବ୍ଲକ ଅନ୍ତର୍ଗତ ପର୍ଦ୍ଧିଆପଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗ୍ରାମର ମୋଟ ୨୯୦ ପରିବାରରୁ ୨୨୦ ପରିବାର ସମ୍ପୂର୍ଣ୍ଣ ବିସ୍ଥାପିତ କ୍ଷତି ପୂରଣ ପାଇଥିବା ବେଳେ ୭୦ ପରିବାର ବାକି…

ସାମ୍ବାଦିକ ସ୍ବର୍ଗତ କରୁଣାକର ସାହୁଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : କୋଭିଡରେ ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲ୍ଲାର 'ଅନୁପମ ଭାରତ'ର ସାମ୍ବାଦିକ ସ୍ବର୍ଗତ କରୁଣାକର ସାହୁଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ…

କେନ୍ଦ୍ର ସରକାରଙ୍କ ପ୍ୟାକେଜ ଘୋଷଣା ଏକ ପ୍ରହସନ : କଂଗ୍ରେସ

https://www.youtube.com/watch?v=k8p8Klvww9g "ବ୍ୟାଙ୍କ ନିର୍ଭରଶୀଳ ପ୍ୟାକେଜ, କିଛି ବେପାରୀଙ୍କୁ ସୁହାଇବ" ଭୁବନେଶ୍ୱର-କେନ୍ଦ୍ର ବିତ୍ତ ମନ୍ତ୍ରୀ ସୀତାରମଣ ୪ ଲକ୍ଷ ୨୯ ହଜାର କୋଟି ଟଙ୍କାର ଗୋଟିଏ ପ୍ୟାକେଜ ଘୋଷଣା କରିଛନ୍ତି । କରୋନା ମହାମାରି ସମୟରେ ବିଗିଡ଼ି ଯାଇଥିବା ଆର୍ଥିକ…

ପୁନଃନିଯୁକ୍ତି ଦାବି କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା।

  ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ):ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଃନିଯୁକ୍ତି ଦାବି କରି କମ୍ପ୍ୟୁଟର ଶିକ୍ଷକଙ୍କ ପ୍ରତିବାଦ। ଭଦ୍ରକ ଜିଲ୍ଲାର ଛଟେଇ ହୋଇଥିବା ୧୭୪ଜଣ କମ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ…

ମାଟ୍ରିକ ଅଫଲାଇନ ପରୀକ୍ଷା ଜୁଲାଇରେ, ଫର୍ମ ପୁରଣ ପ୍ରକ୍ରିୟା ଜୁଲାଇ ୫ ରୁ

ଭୁବନେଶ୍ୱର  : ୨୦୨୧ ମାଟ୍ରିକ୍ ମାର୍କର ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଉପରେ ବିବାଦ ଚାଲିଥିବା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ମଙ୍ଗଳବାର ଦିନ ଅଫଲାଇନ୍ ପରୀକ୍ଷା ପାଇଁ ନିଷ୍ପତ୍ତି ଘୋଷଣା କରିଛି।  ପୂର୍ବ ଘୋଷଣା ଅନୁଯାୟୀ, ଯେଉଁ ଛାତ୍ରମାନେ ସେମାନଙ୍କୁ ଦିଆଯାଇଥିବା ମାର୍କରେ…

ମିଳିତ ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

 ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ମିଳିତ ବାମପନ୍ଥୀ ଦଳ ପକ୍ଷରୁ ସୋମବାର ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆକାଶଛୁଆଁ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧିକୁ ବାମପନ୍ଥୀ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା I କରୋନା ଯୋଗୁଁ ଶ୍ରମିକଙ୍କୁ…

ପୋଲିସ ର ତ୍ବରିତ ପଦକ୍ଷେପ,ଯୁବକଙ୍କ ଜମାଖାତାକୁ ଫେରିଲା ୭୦ ହଜାର ଟଙ୍କା 

 ସମ୍ବଲପୁର /ରମାକାନ୍ତ ବିଶ୍ବାଳ:  ଅଇଁଠାପାଲି ପୋଲିସର ତ୍ଵରିତ ପଦକ୍ଷେପ ଯୋଗୁଁ ସାଇବର୍‌ ଲୁଟର ଶିକାର ହୋଇଥିବା ଜଣେ ଯୁବକ ୭୦ ହଜାର ଟଙ୍କା ଫେରିପାଇଛନ୍ତି। ପ୍ରକାଶ ଯେ, ବୁଢ଼ାରଜା ଅଞ୍ଚଳର ସଂକଳ୍ପ ମିଶ୍ର ଗତ ୧୨ ତାରିଖରେ ଅନ୍‌ଲାଇନ୍‌ରେ ଖାଦ୍ୟ ପାଇଁ ସର୍ଚ କରୁଥିବା ସମୟରେ ସାଇବର୍…