ବାୟୁସେନାର ନୂତନ ମୁଖ୍ୟ ହେବେ ଏୟାର ମାର୍ଶଲ ଭି ଆର ଚୌଧୁରୀ |

0

ନୂଆଦିଲ୍ଲୀ : ଏୟାର ମାର୍ଶଲ ଭି ଆର ଚୌଧୁରୀ ହେବେ ବାୟୁସେନାର ନୂତନ ମୁଖ୍ୟ | ସେପ୍ଟେମ୍ବର ୩୦ ରେ ଏୟାର ଚିଫ୍ ମାର୍ଶଲ ଆର କେ ଭଦୌରିଆଙ୍କ ଅବସର ପରେ ଏୟାର ମାର୍ଶଲ ଶ୍ରୀ ଚୌଧୁରୀ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ।
ଏୟାର ମାର୍ଶଲ ଭି ଆର ଚୌଧୁରୀ ବର୍ତ୍ତମାନ ଭାରତୀୟ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ |

Leave A Reply

Your email address will not be published.