ଅବକାରୀ ଚଢ଼ାଉ, ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ଗୁଡ଼ ପୋଚ ସହିତ ମଦ ତିଆରି ସରଞ୍ଜାମ ଜବତ । 

ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ):ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ  ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଏବଂ…

କାଶୀପୁର ବ୍ଲକରେ ବିଡ଼ିଓ ପଦବୀ ଖାଲି : ବିକାଶ କାମ ବାଧାପ୍ରାପ୍ତ 

ସ୍ଥାନୀୟ ଜନସାଧାରଣ ଓ ଲୋକ ପ୍ରତିନିଧିଙ୍କ ମନରେ ତୀବ୍ର ଅସନ୍ତୋଷ   କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଏକ ପଛୁଆ ଅଞ୍ଚଳ ହୋଇ ଥିଲେ ମଧ୍ୟ  ସରକାର ଏଥି ପ୍ରତି ଧ୍ୟାନ ଦେଉନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଏହି କାରଣରୁ…

ଦୃଷ୍ଟି ଦେବେ କି  ପ୍ରଶାସନ, ଏଠି ଚୁଁଆ ପାଣି ଭରସାରେ କଟୁଛି ଜୀବନ !

କାଶୀପୁର ରୁ ବୈକୁଣ୍ଠ ଦୁରିଆ :  ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତ ଅଧିନସ୍ତ କଦମ୍ ଚୋରା ଗାଁ । ଏଠି ମଣିଷର ସର୍ବନିମ୍ନ ମୌଳିକ ଆବଶ୍ୟକତା ପାଣି ପାଇଁ  ଡହଳ ବିକଳ ଲୋକେ | ୧୭ ପରିବାର ବସବାସ କରୁଥିବା ଏଇ ଗାଁରେ  ପ୍ରଶାସନ ଅପହଞ୍ଚ । ଲୋକଙ୍କ ଗୁହାରି ବି…

ପ୍ରସିଦ୍ଧ କୁଢୋ ମାଛ ସୁରକ୍ଷା କେବେ,  ସୁରକ୍ଷା ଦେବାକୁ ପ୍ରଶାସନକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ :  ବିପଦରେ ପ୍ରସିଦ୍ଧ ହୁମା ବକ୍ର ମନ୍ଦିର ର କୁଢୋ ମାଛ ।ବେଆଇନ ବିସ୍ଫୋରଣ ଯୋଗୁଁ କୁଢୋ ମାଛ ମରି ପାଣିରେ ଭାଷୁଛନ୍ତି।ବାରମ୍ବାର ଅଭିଯୋଗ ସତ୍ଵେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ । ସେପଟେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ…

ଜ଼ିଲ୍ଲାପାଳଙ୍କ ଗୋଶାଳା ହାଇସ୍କୁଲ ପରିଦର୍ଶନ, ନିର୍ମାଣାଧିନ କୋଠାର ତଦାରଖ ପରେ ସରପଞ୍ଚଙ୍କ ସହ ଆଲୋଚନା 

ରମାକାନ୍ତ ବିଶ୍ବାଳ/ ସମ୍ବଲପୁର : ସମ୍ବଲପୁର ଜ଼ିଲ୍ଲା କଳାମାଟି ପଞ୍ଚାୟତ ଗୋଶାଳା ସରକାରୀ ହାଇସ୍କୁଲକୁ ଏକ ଆଦର୍ଶ ହାଇସ୍କୁଲ ରେ ଗଢି ତୋଳିବାକୁ ବିଭାଗ ଅଣ୍ଟାଭିଡିଛି I ଏନେଇ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ମଧ୍ୟରେ ପୁରୁଣା କୋଠା ଗୁଡିକର ମରାମତି ତଥା,ନୂତନ କୋଠା ନିର୍ମାଣାଧିନ…

ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା : ଅନୁପମଙ୍କ ସଫଳ ଅବଧି, ଲୋକଙ୍କ ଅଧିକ ନିକଟ ହୋଇଥିଲା ପ୍ରଶାସନ  

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଗତକାଲି (ସୋମବାର ଦିନ) ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଥିଲା।  ଜିଲ୍ଲାପାଳ ଶ୍ରୀ ସାହା ୧୭ ଜାନୁଆରୀ  ୨୦୧୮ ଠାରୁ ୨୮ ଜୁନ୍‌ ୨୦୨୧…

ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ ଦାବି

ବାରିପଦା(ଦିଲ୍ଲୀପ ମହାନ୍ତି)- କୋଭିଡ ୧୯କୁ ନେଇ ଲକଡାଉନ କାରଣରୁ ଆଜକୁ ତିନି ମାସରୁ ଅଧିକ ହେବ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳାଚଳ ବନ୍ଦ ରହିଛି  । ଫଳରେ ଯାତ୍ରୀ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି ଥିବାରୁ ପରିବହନ କର୍ମଚାରୀମାନେ ବିଭିନ୍ନ ଦୁଃଖ ଦୁର୍ଦ୍ଦଶା ମଧ୍ୟଦେଇ…

ମହରମ ଚୋରା ଚାଲାଣର ହବ ପାଲଟିଛି ନୂଆଗଡ଼

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ:ଯାଜପୁର ଜିଲ୍ଲା ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ନୂଆଗଡ ପଡ଼ିଆ ଠାରେ ବହୁଦିନ ଧରି ମହରମ ମାଫିଆ ମାନେ ଦିନ ଦୁଇପ୍ରହର ରେ ଟ୍ରାକ୍ଟର ଯୋଗେ ସହ ସହ ଟ୍ରିପ ମହରମ ଚୋରା ଚାଲାଣ କରୁଛନ୍ତି ଯାହାଫଳରେ ମାଲେମାଲ ହେଉଛନ୍ତି ମହରମ ମାଫିଆ ରାଜସ୍ବ ହରାଉଛି…

କୋଭିଡ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ  – ମୁଖ୍ୟମନ୍ତ୍ରୀ 

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ ରାଜ୍ୟର ୩୦ଟି ଜିଲ୍ଲାରେ ଅକ୍‌ସିଜେନ ବ୍ୟବସ୍ଥା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି ରାଜ୍ୟରେ ଟିକା ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ…

ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

  ଘରକୁ ଘର ସର୍ଭେକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଟିକାକରଣ ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଭୁବନେଶ୍ୱର(ଶାସକ ପ୍ରଶାସକ) -  ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଆଜି ସମୀକ୍ଷା…