Sign in
Sign in
Recover your password.
A password will be e-mailed to you.
କବି ନିରଞ୍ଜନ ସେଠୀଙ୍କ ରଚିତ ଛଅଟି ଗୀତ ସମ୍ବଳିତ ଅଡିଓ ସିଡ଼ି ‘ପୁଣ୍ୟବ୍ରହ୍ମ’ ଉନ୍ମୋଚିତ ।
କବିଙ୍କ ସୃଜନଶୀଳତା ଆଗାମୀ ପିଢିକୁ ଅନୁପ୍ରାଣିତ କରିବ –ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
ଭୁବନେଶ୍ଵର(ଶାସକ ପ୍ରଶାସକ) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ସାଂସଦ କବି ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ପ୍ରଶାସକ ଶ୍ରୀ ରବି ନାରାୟଣ…
ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଗାଳିଗୁଲଜ ପଡିଲା ମହଙ୍ଗା ।
ବାଲି ମାଫିଆ ଚିତ୍ତରଞ୍ଜନ ପାଣିଗ୍ରାହୀ ଗିରଫ।
ଗୁଣୁପୁର:(ସୁବ୍ରତ କୁମାର ପଣ୍ଡା):ରାୟଗଡ଼ାଜିଲ୍ଲା ଗୁଣୁପୁର ଓ ଏହାରଆଖପାଖ ଅଞ୍ଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଗୁଣ୍ଡା ରାଜ ବଢ଼ିବା ସହ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ଚୋରି କରୁଛନ୍ତି ବାଲି ।ଏହାର ପ୍ରତିବାଦ ରେ ଗୁଣୁପୁରର କିଛି…
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ ଘେରାଉ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ଏହାରି ପ୍ରତିବାଦରେ ଶୁକ୍ରବାର ଦିନ ଭାଜପା ପକ୍ଷରୁ ଗଜପତି ଜିଲ୍ଲାର ମୋହନା…
ନୂତନ ଉପଜିଲ୍ଲାପାଳଙ୍କ ଦିନିକିଆ ମୋହନା ଗସ୍ଥ : ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସମୀକ୍ଷା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ନୂତନ ଭାବେ ଉପଜିଲ୍ଲାପାଳ ପଦବୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କରି ମୋହନା ବ୍ଲକ ଗ୍ରସ୍ତରେ ଆସିଥିଲେ ଶେଷଦେବ ମିଶ୍ର । ସେ ପୂର୍ବରୁ ଜିଲ୍ଲାରେ ପ୍ରକଳ୍ପ ପ୍ରଶାସକ ତାପରେ ସହକାରୀ ଜିଲ୍ଲାପାଳ ଭାବେ ବେଶ କୃତିତ୍ୱର ସହ…
ଅଣକୁଶଳୀ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅତିରିକ୍ତ ୫୦ଟଙ୍କା କୋଭିଡ୍ ସହାୟତା ପ୍ରଦାନ
ରାୟଗଡ ଜିଲ୍ଳାରୁ ଉପକୃତ ହେବେ ୧,୩୩,୫୪୭ଜଣ ଶ୍ରମିକ
ରାୟଗଡ/ସରୋଜ କୁମାର ସାହୁ : ମହାମାରୀ କରୋନା ସମୟରେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଇ ତା ବାବଦକୁ ସରକାରଙ୍କ ନିର୍ଦ୍ଧାରିତ ଧାର୍ଯ୍ୟ ହିସାବରେ ମଜୁରୀ ପ୍ରଦାନ କରାଯାଉଥିଲା । ଗତ ୨୦୨୧ ଏପ୍ରିଲ…
ଏକାମ୍ର ରେ ବିଶାଳ ରକ୍ତ ଦାନ ଶିବିର: ୫୭୦ ୟୁନିଟ ରକ୍ତ ସଂଗ୍ରହ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଏହି ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ…
ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଙ୍ଘ ପକ୍ଷରୁ ଚାରା ରୋପଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଙ୍ଘ ପକ୍ଷରୁ ମାଣିକେଶ୍ୱରୀ ମନ୍ଦିରଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସପ୍ତାହେ ଧରି ଚାଲିଥିବା ବନ ମହୋତ୍ସବ ଅବସରରେ ପ୍ରତ୍ୟକ ସ୍ଥାନରେ ବନ ବିଭାଗ ଦ୍ୱାରା ଚାରା ରୋପଣ…
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଜପତି ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ…
ବାଇକ୍ ଚୋର ଗିରଫ
ପଦ୍ମପୁର(ଶାସକପ୍ରଶାସକ) - ଗୋଟିଏ ବାଇକ୍ ଚୋର କୁ ଧରିବାରେ ଝାରବନ୍ଧ ପୋଲିସ ସଫଳ ହୋଇଛି ଏବଂ ବାଇକ୍ ଜବତ କରିବା ସହିତ ଦୁଇଜଣ ଚୋର କୁ କୋର୍ଟ ଚାଲାଣ କରାଯାଇଛି। ଝାରବନ୍ଧ ଥାନା ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ପ୍ରଧାନ ଙ୍କ ସୂଚନା ଅନୁସାରେ ବଣ୍ଡା ମୁଣ୍ଡା ଗ୍ରାମ ର ଅଶୋକ ପଟେଲ ନାମକ…
ମନରେଗା ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା : ୩୨ ଲକ୍ଷ ଶ୍ରମିକ ପାଇଲେ ୩୫୨ କୋଟି
ଏପ୍ରିଲ ରୁ ଜୁନ ୩ ମାସ ପାଇଁ ପ୍ରତ୍ୟେକ ଦିନର ମଜୁରୀ ସହିତ ଆଉ ଅଧିକ ୫୦ ଟଙ୍କା ମିଳିଲା
ଗରିବ ଲୋକଙ୍କ କଲ୍ୟାଣ କାର୍ଯ୍ୟକ୍ରମ ମତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ- ମୁଖ୍ୟମନ୍ତ୍ରୀ
ଜିଲ୍ଲା ପ୍ରଶାସନକୁ ଅଧିକ ଶ୍ରମ ଦିବସ ସୃଷ୍ଟି କରି ରୋଜଗାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…