Sign in
Sign in
Recover your password.
A password will be e-mailed to you.
ଉଠା ଦୋକାନୀଙ୍କୁ କୋଭିଡ ସହାୟତା ରାଶି ବଣ୍ଟନ କଲେ ମନ୍ତ୍ରୀ ଟୁକୁନୀ
ଟିଟିଲାଗଡ଼ , ( ଗୌରବ ଦର୍ଜୀ)- କରୋନା ମହାମାରୀ ଯୋଗୁଁ ବ୍ୟବସାୟ ହରାଇ ଅସୁବିଧାରେ ରହିଥିବା ଉଠା ଦୋକାନୀଙ୍କୁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପୌର ପରିଷଦ ସମିଳନୀ କକ୍ଷ ଠାରେ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ସ୍ଥାନୀୟ ଚହସିଲଦାର…
ବନବାସୀ କଲ୍ୟାଣ ଆଶ୍ରମ ପକ୍ଷ ରୁ ସରକାରୀ ଡାକ୍ତରଖାନାକୁ ଅକ୍ସିଯେନ କଂସେନ୍ଟରେଟର ଦାନ।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ରେ ବନବାସୀ କଲ୍ୟାଣ ଆଶ୍ରମର ଟିଟିଲାଗଡ ଶାଖା ତରଫରୁ ଅକ୍ସିଯେନ କ୍ୟାନ୍ସେଣ୍ଟଟର ପ୍ରଦାନ କରାଯାଇଛି। ବନବାସୀ କଲ୍ୟାଣ ଆଶ୍ରମ ର ସମ୍ପାଦକ ତଥା ପ୍ରାନ୍ତୀୟ ସଂଗଠନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ଭାଟି ଙ୍କ ନେତୃତ୍ୱରେ ସଂଗଠନ ର ଏକ…
ଇଂ ଅମ୍ଳାନ ଷଡ଼ଙ୍ଗୀ ହେଲେ ୟୁଥ୍ ଫର୍ ଆକ୍ସନ କମିଟି ର ରାଜ୍ୟ ଉପସଭାପତି।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଟିଟିଲାଗଡ ର ଯୁବ ନେତା ତଥା ଯୁବ ସମାଜ ସେବୀ ଇଂ ଅମ୍ଳାନ ଷଡ଼ଙ୍ଗୀ ରାଜ୍ୟ ସ୍ତରୀୟ ଅଣରାଜନୈତିକ ସାମାଜିକ ସଂଗଠନ ୟୁଥ୍ ଫର୍ ଆକ୍ସନ କମିଟି ର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଟିଟିଲାଗଡ ତଥା ବଲାଙ୍ଗୀର ଜିଲ୍ଲା ରେ…
ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ତ୍ରିମୂର୍ତ୍ତି ତିଆରିକରି ଚର୍ଚ୍ଚାରେ ମଧୁସ୍ମିତା
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ - ଜଗନ୍ନାଥଙ୍କ ପ୍ରେମରେ ହୀରାକୁଦ ସହରର ମଧୁସ୍ମିତା ନାଏକ । ନିଜ ହାତରେ ତିଆରି କରୁଛନ୍ତି ଭିନ୍ନ ଭିନ୍ନ ଆକୃତିର ତ୍ରିମୁର୍ତ୍ତୀ । ଚଳିତ ବର୍ଷ ଧାନ , ଲବଙ୍ଗ ଓ ପିସ୍ତାବାଦାମ ଓ ଗୁଆରେ ଅତିସୁନ୍ଦର ଭାବେ ତିନି ଠାକୁରଙ୍କ ମୂର୍ତ୍ତୀ ତିଆରି କରି…
ରଖେ ହରି ତ ମାରେ କିଏ : ପାଂଚ ଦିନ ପରେ ଜଙ୍ଗଲରୁ ଫେରିଲେ ବାପ ଝିଅ
ଗାଇସିଲେଟ(ଶାସକ ପ୍ରଶାସକ) - କଥାରେ ଅଛି ଯେ “ରଖେ ହରି ତ ମାରେ କିଏ” ଏହି ଉକ୍ତି ଟିକୁ ସତ୍ୟ ବୋଲି ପ୍ରମାଣିତ କରି ଦେଖାଇଦେଇଛନ୍ତି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଟାଳ ଗ୍ରାମର ଗୋଟିଏ ପରିବାରର ଦୁଇ ଜଣ ବାପ ଝିଅ । ଦୀର୍ଘ ପାଂଚ ଦିନ ଧରି ବାଟ ବଣା ହୋଇ ଭୋକ ଉପସରେ ଜଙ୍ଗଲରେ ଘୁରିବୁଲି ବହୁ…
୫୫ଲିଟର ମଦ ଜବତ : ୨ ବାଇକ ଜବତ,୨ ଗିରଫ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି । ଫଳରେ ଜନସାଧାରଣ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ନିଶା କାରବାର ଯୋଗୁଁ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ପଦ୍ମପୁର ପୁଲିସ ପକ୍ଷରୁ ନିଶାଖୋରମାନଙ୍କୁ ସାବାଡ କରିବା ପାଇଁ ବ୍ୟାପକ ପଦକ୍ଷେପ…
ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ: ବିଜେପି କଲ୍ୟାଣସିଂହପୁର ମଣ୍ଡଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ
କଲ୍ୟାସିଂହପୁର/ପ୍ରଦୀପ ଦଳାଇ:ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ହୋଇଥିଲା । କେନ୍ଦ୍ର ସରକାର ଙ୍କ ଦ୍ଵାରା ଗରିବ ତଥା ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାର ସୁବିଧା ରହିଥିଲା ବେଳେ…
ବ୍ୟାଙ୍କ୍ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପଦ୍ମପୁର :- ବ୍ୟାଙ୍କ୍ ଅଫ୍ ବରୋଦା, ପଦ୍ମପୁର ଶାଖାର କାର୍ଯ୍ୟରତ ଜଏଣ୍ଟ୍ ମ୍ୟାନେଜର ମିସ୍ ସୁଦେଷ୍ଣା ନାୟକଙ୍କୁ ଅନୁଗୁଳ ଜିଲ୍ଲା ବଡ଼କେରା ବ୍ୟାଙ୍କ୍ ଅଫ୍ ବରୋଦା ଶାଖାକୁ ବଦଳି ହୋଇଛି । ଏହି ଅବସରରେ ଆଜି ସଂଧ୍ୟାରେ ବ୍ୟାଙ୍କ୍ ଅଫ୍ ବରୋଦା ପଦ୍ମପୁର ଶାଖା ତରଫରୁ ତାଙ୍କୁ ବିଦାୟକାଳୀନ…
ବିଶ୍ୱ ବିଜୟିନୀ ମହିଳା ମହାସଂଘ ଭୁବନେଶ୍ୱର ମଧ୍ୟ ଦ୍ୱାରା ବୃକ୍ଷ ରୋପଣ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସୁନ୍ଦର ପରିବେଶ ସୁନ୍ଦର ଜୀବନ - ଏହି ବାର୍ତ୍ତା ପ୍ରଚାର ପ୍ରସାର ତଥା ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶକୁ ସୁରକ୍ଷା ପ୍ରଦାନ ନିମିତ୍ତ ବିଶ୍ଵ ବିଜୟିନୀ ମହିଳା ମହାସଂଘ ଆନୁକୁଲ୍ୟରେ ଭୁବନେଶ୍ଵର ମଧ୍ୟମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୩୭…
ସଂସ୍କାର ନୈତିକତା , ନିଶାମୁକ୍ତି ଓ ସଦ୍ଭାବନା ଦେଶକୁ ବିକଶିତ କରିବ: ଜୈନ ମୁନି ଜିନେଶ କୁମାରଜୀ
ତେରାପନ୍ଥ ଜୈନ ଭବନରେ ସାମ୍ବାଦିକ ସମ୍ମିଳନୀ ।
ଟିଟିଲାଗଡ଼ /ଗୌରବ ଦର୍ଜୀ : ଆଜି ଟିଟିଲାଗଡ ତେରାପନ୍ଥ ଜୈନ ଭବନ ରେ ଜୈନ ମୁନି ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁନି ଜିନେଶ କୁମାରକୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ ଜୈନ ମୁନି ମାନଂକ ପଦଯାତ୍ରା …