ଦୁଇ ସାମ୍ବାଦିକଙ୍କୁ ୨୦୨୧ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର

0 1

 ୨୦୨୧ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ସାମ୍ବାଦିକ ମାରିଆ ରେସା ଓ ଡ଼ିମିତ୍ରୀ ମୂରାତୋଭ | ମତବ୍ୟକ୍ତ କରିବାର ସ୍ୱାଧୀନତା (ଯାହାକି ଦୀର୍ଘସ୍ଥାୟୀ ଶାନ୍ତି ଓ ଗଣତନ୍ତ୍ର ପାଇଁ ଅପରିହାର୍ଯ୍ୟ) ପାଇଁ ସେମାନଙ୍କ ଉଦ୍ୟମ ସକାଶେ ଏହି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |

Leave A Reply

Your email address will not be published.