ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଭାଜପା ଅନୁସୂଚିତ ମୌର୍ଚ୍ଚା ପକ୍ଷରୁ ସନ ସାଇନ ସ୍କୁଲର ଅଧ୍ୟକ୍ଷା ମମତା ମେହେର ଙ୍କ ହତ୍ୟାକାଣ୍ଡ ରେ ସମ୍ପୃକ୍ତି ଥିବା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଡ଼ଃ କରିଛନ୍ତି। ଖଡ଼ିଆଳ ଥାନା ଚୋୖକ ଠାରେ ଭାଜପା ଅନୁସୂଚିତ ମୌର୍ଚ୍ଚା ରାଜ୍ୟ ସଭାପତି ଡ଼ଃ. ବିଭୁ ପ୍ରଶାଦ ତରାଇ, ଉପ-ସଭାପତି ରାମ ବିଶି ଦିଗାଲ, ରାଘବ ମଲ୍ଲିକ,ଜିଲ୍ଲା ଅନୁସୂଚିତ ମୌର୍ଚ୍ଚା ଜିଲ୍ଲା ସଭାପତି କେଦାର ଜଗତ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ମାନିଜର ଅର୍ଯ୍ୟ,ରାଜ୍ୟ କୃଷକ ମୌର୍ଚ୍ଚା କାର୍ଯ୍ୟକାରୀଣି ସଦସ୍ୟ ଦେବ ଦେବ ସିଂ ଦେଓ,ଯୁବ ସାଧାରଣ ସମ୍ପାଦକ ଗୌତମ ତାଣ୍ଡି, ଅଜିତ ଚଳାନ, ଯୁବ ସମ୍ପାଦକ ଅରବିନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ
Sign in
Sign in
Recover your password.
A password will be e-mailed to you.
Next Post