ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ପୋଲିସ ସକାଳେ ପେଟ୍ରୋଲିଂ ସମୟରେ ଗୋଟିଏ ବାଇକ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ପାଖରୁ କଫସିରପ ଜବତ କରିଥିଲା । ପାଇକମାଲ ର ଥବିର ସାହୁ ଓ କିଶୋର ହଂସ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ତାଙ୍କ ପାଖରୁ ୨୦ଲିଟର ଅପମିଶ୍ରିତ କଫସିରଫ, ୪୦ ବୋତଲ କଫସିରଫ, ୨ଷ୍ଟ୍ରିପ ଆଲପାଓ୍ବିନ ଟେବଲେଟ, ଗୋଟିଏ ହିରୋ ଗ୍ଲାମର ମୋଟର ସାଇକେଲ, ନଗଦ ୨୫୬୦ଟଙ୍କା, ଗୋଟିଏ ରେଡମି ୬ପ୍ରୋ ମୋବାଇଲ ଫୋନ ଜବତ କରିଛି ପଦ୍ମପୁର ପୋଲିସ ।
Sign in
Sign in
Recover your password.
A password will be e-mailed to you.
Next Post