ଭେଟେରାନ ଟେନିସ ତାରକା ପାଏସ ତୃଣମୁଳରେ

0

କୋଲକାତା : ଭେଟେରାନ ଟେନିସ ତାରକା ଲିଣ୍ଡର ପାଏସ ତୃଣମୁଳ କଂଗ୍ରେସରେ ଯୋଗ ଦେଇଛନ୍ତି | ଆଜି ତୃଣମୁଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଶ୍ରୀ ପାଏସ ଆଜି ଯୋଗ ଦେଇଥିବା ବେଲେ 2022 ଗୋଆ ବିଧାନ ସଭା ନିର୍ବାଚନ ପୂର୍ବରୁ ସେଠାରେ ଦଳର ସ୍ଥିତିକୁ ମଜଭୁତ କରିବାରେ ଏହା ସହାୟକ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତପ୍ରକାଶ ପାଇଛି |

Leave A Reply

Your email address will not be published.