Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ବ୍ଳକ ପଲସାପାଲି ପଞ୍ଚାୟତରୁ ଆସୁଛି ମନରେଗା ଦୁର୍ନୀତିର ଗନ୍ଧ !
ପଦ୍ମପୁର(ଶାସକପ୍ରଶାସକ)- ଗରିବ ଅସହାୟ ଲୋକ କାମଧନ୍ଦା ପାଇବେ ଓ ପରିବାର ପୋଷଣ କରିପାରିବେ ବୋଲି ସରକାରୀ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କାର୍ଯ୍ୟ ଯୋଗାଇ ଦେଉଛନ୍ତି । ଯାହାଦ୍ୱାରା ଲୋକ ପରିବାର ପୋଷଣ ପାଇଁ ଭିଟାମାଟି ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଆଉ ଯାଉ…
କଥା ଢୋକିଲେ ବାବୁଲ ସୁପ୍ରିୟୋ : କହିଥିଲେ ରାଜନୀତି ଛାଡ଼ିଦେବେ , ଆଜି କହିଲେ ଏମପି ରହିବି !
ନୂଆଦିଲ୍ଲୀ : ରାଜନୀତି ଛାଡିବାକୁ ନିଷ୍ପତ୍ତି ଘୋଷଣା କରିବା ସହ ସଂସଦୀୟ ଆସନ ଛାଡ଼ିବେ ବୋଲି କହିବାର ଦିନକ ପରେ ନିଜ ମତକୁ ବଦଳାଇଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ତଥା କେନ୍ଦ୍ର ମନ୍ତ୍ରୀ ପରିଷଦରୁ ନିକଟରେ ଅବ୍ୟାହତି ପାଇଥିବା ବାବୁଲ ସୁପ୍ରିୟୋ ଆଜି ତାଙ୍କ କଥାକୁ ବଦଳାଇଛନ୍ତି | ଆଜି କହିଛନ୍ତି…
ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଅଭିନନ୍ଦନ ସହ ଶୁଭକାମନା ଜଣାଇଲେ କ୍ରୀଡ଼ାମନ୍ତ୍ରୀ
ଭୁବନେଶ୍ୱର: ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଥିବାରୁ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଭୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତିା…
ଫର୍ଣ୍ଣିଚର୍ ଗୋଡାଉନ୍ ପକ୍ଷରୁ ପାତ୍ରପଡ଼ାରେ ନୂଆ ଆଉଟଲେଟ ଉଦ୍ଘାଟିତ
ଭୁବନେଶ୍ବରରୁ ଚକ୍ରଧର ମାଝି: ଫର୍ଣ୍ଣିଚର୍ ଗୋଡାଉନ୍ ପକ୍ଷରୁ ଆଜି ଭୁବନେଶ୍ଵରର ପାତ୍ରପଡ଼ା ଠାରେ ଆଜି ତୃତୀୟ ଆଉଟ୍ଲେଟ୍କୁ ଉଦଘାଟନ କରାଯାଇଛି। ଏହି ଆଉଟ୍ଲେଟ୍କୁ ୧୨,୫୦୦ ବର୍ଗଫୁଟରେ ତିଆରି କରାଯାଇଛି । ଏହାର ଉଦଘାଟନୀ ଅବସରରେ ଫର୍ଣ୍ଣିଚର ଗୋଡାଉନ୍ର ଏଡି ଶଶାଙ୍କ ଶେଖର ଆଚାର୍ଯ୍ୟ,…
ମଧ୍ୟ ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଚେତନତା ସହ ମଶାତେଲ ଓ ବ୍ଲିଚିଙ୍ଗ୍ ପକାଇଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ଭୁବନେଶ୍ବରରୁ ଚକ୍ରଧର ମାଝି : ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ନିର୍ବାଚନ ମଣ୍ଡଳୀର ୟୁନିଟ-୨ ପଟେଲ ବସ୍ତି, ଅଶୋକ ନଗର ଫଳ ଗୋଦାମ, ଫାଳିକିଆ ବଜାର ଓ କଳ୍ପନା ଛକ କଦଳୀ ଗୋଦାମ ଅଂଚଳର ଅପରିସ୍କୃତ ସ୍ଥାନରେ ମଶାତେଲ ଓ ବ୍ଲିଚିଙ୍ଗ୍ ପାଉଡର ପକାଯାଇ ଲୋକଙ୍କୁ ଡେଙ୍ଗୁ ବିଷୟରେ…
ଖୋଲିଲା କୋଣାର୍କ; ଦୈନିକ ୨ ହଜାର ପର୍ଯ୍ୟଟକଙ୍କୁ ଅନୁମତି
ପୁରୀ/ଅନିମେଶ ପଟ୍ଟନାୟକ: ଦିର୍ଘ ଦିନ ପରେ ସୋମବାର ଖୋଲିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସରକାରଙ୍କ କୋଭିଡ ନିୟମ ସହ ପ୍ରତ୍ୟେକ ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ । ପ୍ରତ୍ୟେକ ଦିନ ୨ ହଜାର ପର୍ଯ୍ୟଟକଙ୍କୁ ଦର୍ଶନର ଅନୁମତି ଦେଇଛନ୍ତି ଜିଳ୍ଲାପାଳ ।
ଅନ୍ୟପଟେ…
ଆଡ଼ମିଶନ ଫିି ଛାଡ ଓ ମେଡିକାଲ କଲେଜରେ ୨୨.୫ ପ୍ରତିଶତ ସିଟ ସଂରକ୍ଷଣ ପାଇଁ ଜିଲ୍ଲା ଆଦିବାସୀ ସଂଘର ଦାବି
୩୦ ହଜାର ରୁ ଅଧିକ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ସଂପୂର୍ଣ୍ଣ ନିଃଶୁଳ୍କ ଓ ସଂପୂର୍ଣ୍ଣ ଆବାସିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ କିସ, କିଟ୍ ରେ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ
ଟିଟିଲାଗଡ, ( ଗୌରବ ଦର୍ଜୀ)-ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା…
ସିର୍ଜିନା ସାହିତ୍ୟ ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ସମ୍ବଲପୁରୀ ଦିନ୍ ପାଳନ
ପଦ୍ମପୁର : ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିରରେ ସମ୍ବଲପୁରୀ ଦିନ ପାଳନ କରାଗଲା । କବି ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି , ଶ୍ରୀ ଅବନୀ କାନ୍ତ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରିଥିଲେ। ସମ୍ବଲପୁରୀ ସାହିତ୍ୟର ବିଭିନ୍ନ ଦିଗ ଓ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ଉପରେ…
କଳା ବ୍ୟାଜ ପିନ୍ଧି ପଦ୍ମପୁର ଡାକ୍ତରଖାନାର ଟେକନିସିଆନଙ୍କ ପ୍ରତିବାଦ
ପଦ୍ମପୁର(ଶାସକପ୍ରଶାସକ)-ରାଜ୍ୟ ଟେକ୍ନିସିଆନମାନଙ୍କ ବିଭିନ୍ନ ଦାବିକୁ କର୍ଣ୍ଣପାତ କରୁ ନଥିବାରୁ ଓଡ଼ିଶା ମେଡିକାଲ ଟେକ୍ନିସିଆନ ସଂଘ ପ୍ରସ୍ତାବ କ୍ରମେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରୁଛନ୍ତି। ସରକାରଙ୍କଠାରେ ସଂଘ ପକ୍ଷରୁ ବିଭିନ୍ନ ଦାବି ରଖାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନଥିଲା…
ବାଙ୍ଗିରିପୋଷି-ଗୋରୁମହିଷାଣି ନୂତନ ରେଳପଥ ନିର୍ମାଣ ଦାବୀ
ଅଗଷ୍ଟ ୨୭ ରୁ ଅଗଷ୍ଟ ୨୯ ପଦଯାତ୍ରା ନିମନ୍ତେ ଭଞ୍ଜସେନାର ପ୍ରସ୍ତୁତି ବୈଠକ
ବାରିପଦା(ଦିଲ୍ଲୀପ ମହାନ୍ତି)- ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବାଙ୍ଗିରିପୋଷି-ଗୋରୁମହିଷାଣି ୪୨ କି.ମି. ନୂତନ ରେଳପଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ କ୍ରମାଗତ…