ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ନେଇ ପ୍ରସ୍ତୁତି ବୈଠକ

0

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ :ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ବିଶ୍ରାମଗାର ଠାରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ  ବିକ୍ଷୋଭ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ପ୍ରସ୍ତୁତି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଁଲ ଙ୍କ ନେତୃତ୍ବରେ ଅନୁଷ୍ଠିତ ସଭାରେ ଖଡ଼ିଆଳ ନଗର ସଭାପତି ଦୀପକ ଖମାରୀ, ଚିତ୍ତ ବେହେରା, ସୁବେର ସିଂ ଦେଓ, ଅରୁଣ ଜ୍ୟୋତି ଶର୍ମା,ଚନ୍ଦନ ସାହୁ, ହେମନ୍ତ ମନହରେ,ସହିଦ ଖାଁନ,ରାହୁଲ ବର୍ମା ଙ୍କ ଶ ବହୁ କର୍ମୀ ଯୋଗ ଦେଇଥିଲେ ଆସନ୍ତା ନଭେମ୍ବର ୦୫ ତାଟିଖରେ ଖଡ଼ିଆଳ ବ୍ଲକ ଛକ ଠାରେ ବିକ୍ଷୋଭ ଅନୁଷ୍ଠିତ ହେବ। 

Leave A Reply

Your email address will not be published.