ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ଖଡ଼ିଆଳ ମିଶନ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରି ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପତ୍ର ଲେଖିଲେ ବିଜେଡିବସାଧାରଣ ସମ୍ପାଦକ ଲମ୍ବୋଦର ନିଆଁଲ। ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ କୁଂ ଚିଠି ପ୍ରଦାନ ସହିତ ଅନୁରୋଧ କରିଛନ୍ତି। ନୁଆପଡା ଜିଲ୍ଲା ବିଜୁ ଜନତା ଦଳ ର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଖଡିଆଳ ଠାରେ ଅବସ୍ଥିତ ସର୍ବ ପୁରାତନ ମିଶନ ହସ୍ପିଟାଲ ଗୋଟିଏ ଜଣାଶୁଣା ହସ୍ପିଟାଲ ଏହି ହସ୍ପିଟାଲ ର ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ବହୁ ସୁନାମ ରହିଅଛି ଏହି ଠାରେ କେବଳ ଖଡିଆଳ ଅନ୍ଚଳର ନୁହେଁ ପୋଡଶି କଳାହାଣ୍ଡି,ଓ ବଲାଙ୍ଗିର ଜିଲ୍ଲା ର ରୋଗୀ ମାନେ ମଧ୍ଯ ଚିକିତ୍ସା ପାଇଁ ମିଶନ ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି ଏଣୁକରି ଏହି ହସ୍ପିଟାଲ କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ କଲେ ଖଡିଆଳ ଏବଂ ନୂଆପଡା ଜିଲ୍ଲାର ବହୁ ନାଗରିକ ସ୍ବାସ୍ଥ୍ୟ ସେବାରୁ ଉପକୃତ ହୋଇପାରି। ଏହି ଯୋଜନାରେ ପଡ଼ୋଶୀ ରାଜ୍ୟ ରାୟପୁରକୁ ସ୍ଥାନାନ୍ତର ହେଉଥିବା ବେଳେ ସମସ୍ତ ସ୍ବାସ୍ଥ୍ୟସେବା ଖଡ଼ିଆଳ ମିଶନ ରେ ଉପଲବ୍ଧ ରହିଅଛି।
Sign in
Sign in
Recover your password.
A password will be e-mailed to you.