ନିରଞ୍ଜନ ଅସୁସ୍ଥ : ଆପୋଲୋରେ ଭର୍ତ୍ତି On Nov 3, 2021 6 Share ଭୁବନେଶ୍ୱର : ଅସୁସ୍ଥତା କାରଣରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧିନ ବୋଲି ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି। 6 Share FacebookTwitterGoogle+ReddItWhatsAppPinterestEmail