ଶିକ୍ଷକ ଶୂନ୍ୟ ଏକଲବ୍ୟ ସ୍କୁଲ, ଜ଼ିଲ୍ଲାପାଳଙ୍କୁ ଭେଟିଲେ ନାଗରିକ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ : କେନ୍ଦ୍ର ସରକାରଙ୍କ ଅନୁଦାନ ଦ୍ୱାରା ପରିଚାଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ କୁଚିଣ୍ଡା ଉପଖଣ୍ଡ ସଦର ମହକୁମାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଗତ ୪ ବର୍ଷ ହେଲା ପ୍ରତିଷ୍ଠିତ ହୋଇଛି l ଏହି ଉଚ୍ଚ ବିଦ୍ୟାଳୟ ରେ ୬ ଷ୍ଠ ରୁ ନବନ ଶ୍ରେଣୀ ପର୍ଯ୍ୟନ୍ତ…

ବରଗଡ଼-ନୂଆପଡା ଭାୟା ପଦ୍ମପୁର-ବିଜେପୁର ନୂତନ ରେଲ ଲାଇନ ପାଇଁ ଦାବି

ରେଳମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ରେଲୱେ ଜଏଣ୍ଟ ଏକସନ କମିଟି ପଦ୍ମପୁରର ପ୍ରତିନିଧି ମଣ୍ଡଳୀ ପଦ୍ମପୁର(ଶାସକପ୍ରଶାସକ)- ବରଗଡ ଜିଲ୍ଲାରେ ରେଲ ସେବା ରହିଛି ସତ କିନ୍ତୁ ଜିଲ୍ଲାର ବରଗଡ଼ ଓ ବରପାଲି କୁ ଛାଡିଦେଲେ ଅନ୍ୟ କୌଣସି ଯାଗାରେ ରେଲ ସେବା ନାହିଁ । ବରଗଡ଼-ନୂଆପଡା ଭାୟା ପଦ୍ମପୁର…

କେନ୍ଦ୍ର ରେଳ, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କୁ ବିଭିନ୍ନ ଦାବି ଜଣାଇଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ରାୟଗଡରୁ ସରୋଜ କୁମାର ସାହୁ: କେନ୍ଦ୍ର ରେଳ, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗତ ୨୦ ତାରିଖରେ ରାୟଗଡ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଦାବି ଜଣାଇଛନ୍ତି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା l…

ସିଆରପିଏଫ ୪ର୍ଥ ବାଟାଲିୟନ ପରିସରରେ ଆଡମ୍ବର ସହ ରକ୍ଷାବନ୍ଧନ ଉତ୍ସବ

ରାୟଗଡା / ସରୋଜ କୁମାର ସାହୁ – ରାୟଗଡା ସହରସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ପରିସରରେ ଆଡମ୍ବରରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜୁପିଟର ଇଂଟରନ୍ୟାସନାଲ ସ୍କୁଲର ବିଦ୍ୟାର୍ଥି ଓ ଶିକ୍ଷୟତ୍ରୀ ମାନେ ସିଆରପିଏଫର ବରିଷ୍ଠ ଅଧିକାରୀ ଓ ଜବାନ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ।…

ପଦ୍ମପୁରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ ତମ ଜନ୍ମ ଜୟନ୍ତୀ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ଅବସ୍ଥିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ପୀଠ ପରିସରରେ ମେହେର କବି ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ, କୋଭିଡ କଟକଣା ଭିତରେ ଏକ ନିରାଡ଼ମ୍ବର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି ।…

କଇଁପୁର ପଞ୍ଚାୟତ କଳିଙ୍ଗ ଗ୍ରାମରେ କଂଗ୍ରେସର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଗ୍ରାମରେ କଂଗ୍ରେସ ଦଳର ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିରାଙ୍ଗ ଗ୍ରାମ ଠାରେ ଶତାଧିକ କଂଗ୍ରେସ କର୍ମୀ , ମାନ୍ୟବର ମୋହନା ବିଧାୟକ…

ଆଫଗାନିସ୍ଥାନରୁ ଭାରତୀୟଂକୁ ଉଦ୍ଧାର ପ୍ରକ୍ରିୟା ଜାରି : ସ୍ୱତନ୍ତ୍ର ବିମାନରେ ସ୍ବଦେଶ ଫେରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ : ଆଫଗାନିସ୍ଥାନରୁ ଭାରତୀୟଂକୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍ୱତନ୍ତ୍ର ବିମାନରେ ସ୍ବଦେଶ ଫେରୁଛନ୍ତି ଭାରତୀୟ | କାବୁଲରୁ ସ୍ଥାନାନ୍ତରିତ ଭାରତୀୟଙ୍କୁ ନେଇ ଦୁଇଟି ବିମାନ ଆଜି ସକାଳେ ତାଜିକିସ୍ତାନର ରାଜଧାନୀ ଦୁଶାନବେ ଏବଂ କତାରର ଦୋହା ଠାରୁ ଦିଲ୍ଲୀରେ ଅବତରଣ…

ନୃସିଂହନାଥ ମଠରେ “ମାଳତୀ ଝୁଲଣ ଯାତ୍ରା” : ଆଜି ହେଉଛି ଉଦଯାପିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ୬ଦିନ ଧରି ଚାଲିଥିବା "ମାଳତୀ ଝୁଲଣ ଯାତ୍ରା"ର ଆଜି ହେଉଛି ଉଦଯାପିତ। ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀ…

କାଲି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ

ଦେଓଗାଁରେ ଦ୍ରୁତଗାମୀ ରେଳ ରହଣୀ ଦାବୀ ଉପରେ ପଡ଼ିବ କି ନଜର ? ରେଳଷ୍ଟେସନର ଉନ୍ନତିକରଣ ଦୁର୍ନୀତି ପ୍ରତି ଦୃଷ୍ଟି ଦେବେ କି ? ବିପଦ ସଙ୍କୁଳ ଅବସ୍ଥାରେ ଓଭର ବ୍ରିଜ, ପଦାରେ ପଡୁଛି ଷ୍ଟେସନର ନିମ୍ନମାନର କାମ ବଲାଙ୍ଗୀର: ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ ରହଣି ଦାବୀ…

“ନିସାନ” ସହାୟତାରେ ଜିଲ୍ଲା ପ୍ରଶାସନର ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ମାନଙ୍କର ଅନାଥ ଶିଶୁ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଗଜପତି ଜିଲ୍ଲାରେ ୭ ଗୋଟି ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ କାମ…