କର୍କଟ ରୋଗରେ ଆକ୍ରାନ୍ତ ଗରିବ ରାମା କବାସୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ମାଲକାନଗିରି(ବି ମିନତୀ ପାତ୍ର) : ମାଲକାନଗିରି ଜିଲ୍ଲା ଚଲାଣଗୁଡା ଗ୍ରାମ ପଞ୍ଚାୟତ ନୁଆଁଗୁଡା ଗ୍ରାମର ରାମା କବାସୀ ବୟସ ପାଖାପାଖି 40 ବର୍ତ୍ତମାନ ଦିର୍ଘ ତିନି ମାସ ହେବେ ସେ କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି । ଆର୍ଥିକ ସ୍ଥିତି…

“ମାଳତୀ ଝୁଲଣ ଯାତ୍ରା” ଉଦଯାପିତ

https://youtu.be/AuMn3MUo8-A ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ଅଗଷ୍ଟ ୧୭ ତାରିଖରୁ ଚାଲିଥିବା "ମାଳତୀ ଝୁଲଣ ଯାତ୍ରା" ରବିବାର…

ମୋ କଲମରେ କୌଣସି ପ୍ରୋଜେକ୍ଟ ଡେରିହେବ ନାହିଁ

କଂଟାବାଂଜି,ଟିଟିଲାଗଡ,ବଲାଙ୍ଗିର ହେବେ ମୋଡେଲ ଷ୍ଟେସନ ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି ବଲାଙ୍ଗୀର(ଶାସକ ପ୍ରଶାସକ) କଂଟାବାଂଜି କେନ୍ଦ୍ରର ମୋଦୀ ସରକାରଙ୍କ ଜନ ଆର୍ଶିବାଦ ଯାତ୍ରାରେ ରବିବାର ପ୍ରାୟ ଅପରାହ୍ନ ୨ ଘଂଟା ସମୟରେ କଂଟାବାଂଜି…

ଭୁଲିଆ ସମାଜ କେନ୍ଦ୍ରବୋର୍ଡ କମିଟି ପକ୍ଷରୁ ସ୍ଵଭାବ କବିଙ୍କ ଜୟନ୍ତୀ:ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) :  ପାଟଣାଗଡ଼ ଭୁଲିଆ ( ମେହେର )  ସମାଜ  ପକ୍ଷରୁ  ସ୍ଵଭାବ  କବି ଗଙ୍ଗାଧର  ମେହେରଙ୍କ  ଜୟନ୍ତୀ  ସ୍ଥାନୀୟ  ଭୁଲିଆ ମେହେର  ଧର୍ମଶାଳାରେ  ଅନୁଷ୍ଠିତ  ହୋଇଯାଇଛି | ଅନୁଷ୍ଠିତ  ଉତ୍ସବରେ  ପାଟଣାଗଡ଼  ଯୁବ  ବିଧାୟକ ସରୋଜ  କୁମାର  ମେହେର  ଯୋଗ  ଦେଇ…

ପାଟଣାଗଡ଼ରେ କଂଗ୍ରେସ କର୍ମୀଙ୍କୁ ଅଟକ,ରେଳ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ପାଇଁ ଯୋଜନା ଥିଲା

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )-ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ପାଟଣାଗଡ ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ପାଟଣାଗଡର କଂଗ୍ରେସର କର୍ମୀଙ୍କ ଯୋଜନା ସମ୍ପର୍କରେ ପାଟଣାଗଡ଼ ପୋଲିସ ଆଗୁଆ ଜାଣିପାରି ପାଟଣାଗଡ଼ କଂଗ୍ରେସ କର୍ମୀ ମାନଙ୍କୁ ଥାନାକୁ ଆଣି ଅଟକ ରଖିଥିବାର ଇତିମଧ୍ୟରେ…

ପାଟଣାଗଡ଼ ସାଂସ୍କୃତିକ ପରିଷଦ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ପାଟଣାଗଡ,ଶାସକ ପ୍ରଶାସକ ( ଯତୀନ୍ଦ୍ର ନନ୍ଦ ) : ପାଟଣାଗଡ ଭାରତ ମାତା କ୍ଳବ୍ ଠାରେ ସାଂସ୍କୃତିକ ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶହେ ଅଣଷଠିଏ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି ! ପୂର୍ବାହ୍ନ ଆଠ ଘଣ୍ଟା ସମୟରେ ପାରମ୍ପରିକ ରୀତିରେ ସ୍ଥାନୀୟ ଗଂଗାଧର ମେହେର ପାର୍କ ଠାରେ…

ବିଧାୟକଙ୍କ ଦ୍ଵାରା ମିଶନ ଶକ୍ତି ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ ସହ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

ନୂଆଗାଁ/(ସୁବ୍ରତ ପରିଡ଼ା) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ବାରୀ ପଞ୍ଚାୟତ ର ମିଶନ ଶକ୍ତି ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ତୋଡି ଗାଡିଆ ଗ୍ରାମର ଗୋଷ୍ଠୀ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି…

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ ତମ ଜୟନ୍ତୀ ପାଳିତ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ସଂଗଠନ "ନୀଳଚକ୍ର" ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଭାଲୁବାହାଲ ଏକାମ୍ର ବିହାର ସ୍ଥିତ ନୀଳଚକ୍ର କାର୍ଯ୍ୟାଳୟ ପରିପରିସରରେ ସ୍ଵଭାବକବି ଗଙ୍ଗାଧର…

ବ୍ରହ୍ମ କୁମାରୀ ପକ୍ଷରୁ ରକ୍ଷା ବନ୍ଧନ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ସ୍ଥିତ ଈଶ୍ୱରୀୟ ବ୍ରହ୍ମ କୁମାରୀ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଅଛି l ଆଜିର ଦିନରେପରମ୍ପରା ରହିଛି ଭଉଣୀ ସୁଭଦ୍ରା ଯେପରି ଜଗନ୍ନାଥ ଭଲଭଦ୍ର ଙ୍କ ହାତରେ ରାଖୀ ବାନ୍ଧି ଥାନ୍ତି ସେହିପରି ଭାବରେ…

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ବଳଭଦ୍ରଙ୍କ ଜନ୍ମ ଦିନ ପାଳିତ

କଲ୍ୟାଣସିଂହପୁର/ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ପ୍ରତ୍ୟେକ ଘରେ ରାକ୍ଷୀପୂର୍ଣ୍ଣିମା ବା ବଳଭଦ୍ର ଙ୍କ ଜନ୍ମ ଦିନ ପାଳିତ କରାଯାଇଛି । ବଳଭଦ୍ର ଙ୍କ ଜନ୍ମ ଅବସରରେ ଭଉଣୀ ମାନଙ୍କ ମାନ ରକ୍ଷା, ସୁରକ୍ଷା ଦେବା ପାଇଁ ଭାଇହାତରେ ରାକ୍ଷୀ ବାନ୍ଧି ଥାନ୍ତି । ଏ ଅବସରରେ…