Sign in
Sign in
Recover your password.
A password will be e-mailed to you.
ବଲାଙ୍ଗିର : ବିଜେଡି ଓଡିଶା-ମୋ ପରିବାର ର ଚକ୍ଷୁ ଚିକିତ୍ସା ଶିବିର
ବଲାଙ୍ଗିର(ନିରୋଜ ମିଶ୍ର): ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନମ୍ବର ୧୦ ଗେଟସରୋବର ପଡା ଡକ୍ଟର ବିଆର ଆମ୍ବେଦକର କ୍ଲବ ଠାରେ ବଲାଙ୍ଗିର ବିଜେଡି ଓଡିଶା-ମୋ ପରିବାର ଆନୁକୁଲ୍ଯ ରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଙ୍କ ପରାମର୍ଶ କ୍ରମେଏକ ଚକ୍ଷୁ…
ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା | ସେପସିସ୍ ଏବଂ ମଲଟି ଅର୍ଗାନ ଫେଲୟର କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି | ବରିଷ୍ଠ ବିଜେପି ନେତା ଶ୍ରୀ ସିଂ ଜୁଲାଇ 4 ରୁ ଜାତୀୟ…
“ଭୋଟ ଗଣତି ପ୍ରକ୍ରିୟାରେ ପରିବର୍ତନ କରି ବ୍ୟବସ୍ଥାକୁ ସନ୍ଦେହ ଘେରକୁ ଠେଲି ଦେଇଛନ୍ତି ସରକାର”
ଭୋଟ ହେରାଫେରିର ସଂଗୀନ ଷଡ଼ଯନ୍ତ୍ର: ଶଙ୍କର୍ଷଣ
ଭୁବନେଶ୍ୱର:ପଂଚାୟତ ରାଜ ବ୍ୟବସ୍ଥାରେ ତୃଣମୂଳ ସରକାର ଗଠନର ନିର୍ବାଚନୀ ପ୍ରକ୍ରିୟାର ତତ୍କାଳ ଭୋଟ ଗଣତିରେ ରାଜ୍ୟ ସରକାର ଅବାଂଛିତ ଭାବେ ପରିବର୍ତନ କରି ପ୍ରଚଳିତ ଭୋଟ ଗଣତି ବ୍ୟବସ୍ଥାକୁ ସନ୍ଦେହ ଘେରକୁ ଠେଲି ଦେଇଛନ୍ତି ବୋଲି ବିଜେପି…
ଅଲେଖ ମହିମା ଆଶ୍ରମ ଠାରେ ଶ୍ରାବଣ ଚତୁର୍ଦ୍ଦଶୀ ପାଳିତ : ପାଠାଗାର ଗୃହ ଲୋକାର୍ପିତ
ପଦ୍ମପୁର(ଶାସକପ୍ରଶାସକ)-ପବିତ୍ର ଶ୍ରାବଣ ଚତୁର୍ଦ୍ଦଶୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ମହୁଲ ପାଲି ଏବଂ ପଲସାନୀ ଗ୍ରାମର ମଧ୍ୟ ଭାଗରେ ଥିବା ଅଲେଖ ମହିମା ଆଶ୍ରମ ଠାରେ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି l ଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ…
ଖଇରପୁଟ ବ୍ଲକରେ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମନ୍ତ୍ରୀ ଶ୍ରୀ ଆରୁଖ
ଭୁବନେଶ୍ୱର,(ଶାସକ ପ୍ରଶାସକ) ; ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ୍ରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ବିତରଣ କରିଛନ୍ତିା ଏହି…
ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ତୁଷାରକାନ୍ତି
ଭୁବନେଶ୍ୱର,(ଶାସକ ପ୍ରଶାସକ): ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ମନ୍ତ୍ରୀମାନଙ୍କ ଦ୍ୱାରା ହିତାଧିକାରୀଙ୍କୁ ସ୍ମାର୍ଟ…
ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ: ୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ
ଆଜି ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଏହି ସ୍କୁଲ ରୂପାନ୍ତରଣ ହେଉଛି ୫-ଟିର କ୍ଲାସିକ ଉଦାହରଣ- ମୁଖ୍ୟମନ୍ତ୍ରୀ
ରୂପାନ୍ତରଣ ପିଲାଙ୍କ ସ୍ବପ୍ନକୁ ସାକାର କରିବ ଓ ନୂଆ ଓଡିଶାର ଭିତ୍ତି ପକାଇବ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ ହିଞ୍ଜିଳି (ଶାସକ ପ୍ରଶାସକ) :…
ଭଦ୍ରକ ପାୱାର ହାଉସରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର।
ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ)-; ରକ୍ତଦାନ ମହତ ଦାନ । ଭଦ୍ରକ ପାୱାର ହାଉସ ପ୍ରାଙ୍ଗଣରେ ଆଜି ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ ପାଢ଼ୀ ଉଦଘାଟନ କରିଥିଲେ । ଟାଟା ପାୱାର ନର୍ଦ୍ଧନ ଓଡିଶା…
ପରିବେଶ ସୁରକ୍ଷା ପାଇଁ ନିଆରା ରକ୍ଷାବନ୍ଧନ
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ରକ୍ଷାବନ୍ଧନ କଥା ଶୁଣିଲେ ସମସ୍ତେ ଏହା ଭାଇ ଉଣୀର ପବିତ୍ର ସଂପକ ର ମହାପର୍ବ ବୋଳି ବୁଝିଥାନ୍ତି । ତେବେ ଆମେ ଆପଣଙ୍କୁ ସମ୍ବଲପୁର ର ନିଆରା ରକ୍ଷାବନ୍ଧନ ନେଇ କହୁଛୁ , ଯେଉଠି ବୄକ୍ଷକୁ ରାକ୍ଷି ବାନ୍ଧି ତାକୁ ସୁରକ୍ଷା ଦେବାନେଇ ସଂଙ୍କଳ୍ପ ନେଇ ଆୟୋଜନ…
ଡେବ୍ରିଗଡ ଅଭୟାରଣ୍ୟରେ ବେଆଇନ ବାଘ ନଖ ଚୋରାଚାଲାଣ ବେଳେ ଜବତ
ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ହୀରାକୁଦ ଡେବ୍ରିଗଡ ଅଭୟାରଣ୍ୟ ଅଂଚଳରୁ ବେଆଇନ ଭାବେ ବନ୍ୟାଜନ୍ତୁ ଶିକାର କରି ବାଘ ଛାଳ, ନଖ ପଞା ଓ ବଜ୍ରକାପ୍ତା ଭଲି ବିଲୁପ୍ତ ପ୍ରଜାତିର ଜୀବ ଆଦି ଜବତ ହେବା ସହ ଜଣକୁ ଅଟକ ରଖିଛି ହୀରାକୁଦ ବନ୍ୟାପ୍ରାଣୀ ଡିଭିଜନ । ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଓ…