ସାହିତ୍ୟିକ ଅନୁଷ୍ଠାନ ସିର୍ଜିନା ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ)- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସର ରେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଓ ଏକ ବିଶାଳ କବି ସମ୍ମିଳନୀ ଧୁମ୍ ଧାମ ରେ ପଦ୍ମପୁର ର ବୁବୁଡ଼ା ସ୍ଥିତ ମାଉସୀ ମା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ…

ଦୈବୀ ଆଶୀର୍ବାଦ ହେଉ ବା କାକତାଳୀୟ

ନବଜାତ ଶିଶୁ ପୁତ୍ର ଜନ୍ମ କରିଥିବା ସ୍ତ୍ରୀଙ୍କ ପାଇଁ ରକ୍ତ ଯୋଗଯୋଗ କରିବାକୁ ଯାଇ ହତାଶ ହେବାପରେ ମାଁ ସମଲେଇଙ୍କ ଦ୍ୱାରସ୍ଥ ହେଲା ସ୍ୱାମୀ : ଘଣ୍ଟାକ ଭିତରେ ଭିତରେ ଦେବଦୂତ ସାଜି ପହଞ୍ଚିଲେ ରକ୍ତଦାତା । ବରଗଡ :- ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସା ଲୟରେ ନବଜାତ ଶିଶୁ ପୁତ୍ର କୁ ଜନ୍ମ…

ନିଷ୍ଠା ପରିବାର ତରଫ ରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ପରେ ଶବଦାହ କଲା ନିଷ୍ଠା ପରିବାର

ବରଗଡ :- ଗତ ଜୁଲାଇ ମାସର ସାତ ତାରିଖ ଦିନ ବରଗଡ଼ ରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ୧୦୮ କର୍ମଚାରୀ ଙ୍କ ଦ୍ଵାରା ଉଦ୍ଧାର ହୋଇଥିଲେ ବୃଦ୍ଧା । କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଯୋରରେ ଧକ୍କା ଦେଇ ଚାଲି ଯାଇଥିଲା । ବରଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ରୁ ଜଣା ପଡିଲା ଯେ ତାଙ୍କ…

ନିୟମଗିରି ସୁରକ୍ଷା ସମିତିର ବୈଠକ : “ଓପିଲିପିରେ ପାତର ଅନ୍ତର ହେଲେ କାର୍ଯ୍ୟାଳୟରେ ପକାଇବୁ ତାଲା”

କଲ୍ୟାସିଂହପୁର /ପ୍ରଦୀପ ଦଳାଇ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ସାନଡେଙ୍ଗିଲେଲି ଗାଁରେ ନିୟମଗିରି ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ ହୋଇଛି ।ଏଥିରେ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହାର ମୁଖ୍ୟ…

ବାଲିକୁଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ବୈଠକ

‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି ପାଇଁ ସଂଘ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଉଚ୍ଚ ବିଦ୍ୟାଳୟ ପୁରାତନ…

ବିଜେଡିରେ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ମିଶ୍ରଣ

ଯୋଡ଼ା(ପାର୍ଥ ସାରଥୀ ଷଢଙ୍ଗି) : ଯୋଡ଼ା ମୁନିସିପାଲିଟି ଏରିଆର ବଜରଙ୍ଗ ଦଳର ସଦସ୍ୟ ମାନେ ଦଳ ଛାଡ଼ି ବିଜେଡି ରେ ଯୋଗ ଦେଇଥିବା ଆଜି ଦେଖିବାକୁ ମିଳିଛି । ବଜରଙ୍ଗ ଦଳର କର୍ମୀମାନଙ୍କ ଯୋଗଦାନ ରେ ବିଜେଡି ଅଧିକ ମଜବୁତ୍ ହେବା ଆଶା ନେଇ ଆଜି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଙ୍କ ସହ…

” ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ନିଆରା ଢଙ୍ଗରେ କୋଭିଡ ମାର୍ଗଦର୍ଶିକା ପ୍ରକାରେ ପବିତ୍ର ରକ୍ଷା…

 https://youtu.be/I_cmLDpyMjI ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମରେ ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ପକ୍ଷରୁ ଏକ ନିଆରା ଢଙ୍ଗରେ କୋଭିଡ୍ ମାର୍ଗଦର୍ଶିକା ପ୍ରକାରେ ପବିତ୍ର ରକ୍ଷା-ବନ୍ଧନ ଓ ଗହ୍ମା ପୂର୍ଣ୍ଣମୀ ଉତ୍ସବ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରକ୍ଷା ବନ୍ଧନ ପର୍ବ ସହ ପ୍ରକୃତି ବନ୍ଧନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷା ବନ୍ଧନ ପର୍ବ ସହ ପ୍ରକୃତି ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବିଦ୍ୟାଳୟ ପରିସରରେ ଅବସର ପ୍ରାପ୍ତ ସେନା…

ଭୁବନେଶ୍ୱରରେ ଏନ୍ଏଚ୍ ଓ ଏନଏଚ୍ଏଆଇ ଅଧିକାରୀଙ୍କ ସହ ଧର୍ମେନ୍ଦ୍ରଙ୍କ ସମୀକ୍ଷା

କୋଷ୍ଟାଲ ହାଇୱେ, ଭୁବନେଶ୍ୱର ରିଙ୍ଗ୍ ରୋଡ୍, ପାରାଦୀପ-ବଡ଼ବିଲ ସହିତ ରାଜ୍ୟର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା ଭୁବନେଶ୍ୱର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଏନଏଚ୍ ଏବଂ ଏନଏଚଏଆଇର ଅଧିକାରୀଙ୍କ ସହ ରାଜ୍ୟରେ କ୍ରିୟାନ୍ୱୟନ ହେଉଥିବା ଜାତୀୟ…

ମୁଁ ଗୁଣ୍ଡୁଚି ମୂଷା : ବୈଷ୍ଣବ

ଜନ ଆଶୀର୍ବାଦ ଯାତ୍ରା ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ଟିଟିଲାଗଡ, (ଗୌରବ ଦର୍ଜୀ)- କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରା ରେ ବାହାରି ଆଜି ଟିଟିଲାଗଡ ରେ ପହଂଚିଛନ୍ତି। କୋରାପୁଟ, କଳାହାଣ୍ଡି ପରେ ଆଜି ବଲାଙ୍ଗୀର ଜିଲ୍ଲା କୁ ଗସ୍ତ କରିଛନ୍ତି କେନ୍ଦ୍ର…