ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନୂଆପଡା ଗସ୍ତରେ କଳା ପତାକା ଦେଖାଇ ଜେଲ ଯାଇଥିବା ବିଜେପି ତିନି କର୍ମୀ ଜେଲରୁ ମୁକ୍ତ

0

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକନୂଆପଡା ଜିଲ୍ଲା ଗସ୍ତ ରେ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆସିଥିବା ବେଳେ ବିଜେପି କର୍ମୀମାନେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଦିବ୍ୟଶଙ୍କର ମିଶ୍ର ଙ୍କ ବିରୁଦ୍ଧରେ ତରବୋଡ଼  ଠାରେ କଳା ପତାକା ଦେଖାଇଥିଲେ।  ଏହି କଳା ପତାକା ଦେଖାଇବା ନେଵା  ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।କଲା ପତାକା ଦେଖାଇ ଥିବା ତିନି କର୍ମୀ ଜେଲ ଯାଇଥିଲେ।  ଭାରତୀୟ ଜନତା ପାର୍ଟି ନୁଆପଡା ଜିଲ୍ଲା ତରଫରୁ ତୋରବଡ ଠାରେ ସଂଗ୍ରାମୀ କାର୍ଯ୍ୟକର୍ତ୍ତା ଅର୍ଜୁନ ଭାଇ, ବ୍ୟାସନାରାୟଣ ଅହିର, ଅର୍ଜୁନ କଠାର ବିରୋଧ କରି ଜେଲରୁ ଫେରିଥିବାରୁ ଭାରତୀୟ ଜନତା ପାର୍ଟି ନୁଆପଡା ଦ୍ବାରା ଜାଗା ଜାଗାରେ ସ୍ୱାଗତ କରାଯାଇଥିଲା।। ବିଜେପି  ସଂଗଠନ ମାନିଜର ଆର୍ଯ୍ୟ, ଯୁବ ଜିଲ୍ଲା ସଂପାଦକ ଯୋଗୀ ଅରବିନ୍ଦ ବେହେର ଯୋଗ ଦେଇଥିଲେ। 

Leave A Reply

Your email address will not be published.