ମିଶନ ଶକ୍ତି ଗୃହ: ଗୋଟିଏ ଛାତତଳେ ମହିଳା ଏସଏଚଜିଙ୍କ ସାମୂହିକ କାର୍ଯ୍ୟକ୍ରମ

ଏ ଯାବତ୍ ୬୭୫୮ ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ମଂଜୁର ଭୁବନେଶ୍ୱର: ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମା ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟିର ସଂକେତ ବହନ କରୁଛିା ମହିଳା ସ୍ୱୟଂ ସହାୟକ…

ବିଶ୍ବ କ୍ରିଡା ଦିବସ ଅବସରରେ ପଦ୍ମପୁରରେ ସାଇକେଲ ରାଲି ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ଆଜି ବିଶ୍ବ କ୍ରିଡା ଦିବସ । ପଦ୍ମପୁର ମାରଓ୍ବାଡି ଯୁବମଂଚ ତରଫରୁ ପଦ୍ମପୁର ସହରରେ ବିଶ୍ବ କ୍ରିଡା ଦିବସ ପାଳନ କରାଯାଇଛି । କ୍ରିଡାପ୍ରେମୀ ତଥା କ୍ରିଡାବିତ ମାନଙ୍କୁ ଉତ୍ସାହିତ ଓ କ୍ରିଡା କ୍ଷେତ୍ରରେ ଆଗ୍ରହୀ ହେବା ପାଇଁ ଯୁବଗୋଷ୍ଠୀଙ୍କୁ ମାନଙ୍କୁ ନେଇ ଏକ ସାଇକେଲ…

କପିଳ ଶର୍ମା ସୋ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ ହକି ଦଳର ଅଲିମ୍ପିକରେ ଚମତ୍କାର ପ୍ରଦର୍ଶନ ଦେଶବାସୀଙ୍କୁ ଖୁସି କରାଇଥିବା ବେଳେ ଭାରତୀୟ ପୁରୁଷ ହକି ଟିମ ପଦକ ବିଜୟୀ ହୋଇ ସରାଦେଶକୁ ଗର୍ବିତ କରିଛି । ସେମାନଙ୍କ ସଫଳତା ପାଇଁ ଖେଳାଳିମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋଚିତ ସହଯୋଗକୁ ପ୍ରମୁଖ…

ନବୀନ ସରକାରଙ୍କ ନୀତି-ଆଦର୍ଶ ଓ ଯୋଜନା କାର୍ଯ୍ୟ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଆହ୍ବାନ

୩ ବ୍ଲକକୁ ନେଇ ବିଜେଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରିପଦା ଗ୍ରାମ ସ୍ଥିତ ପୂର୍ତ୍ତ ବିଭାଗ ଡାକ-ବଙ୍ଗଳା ପରିସରରେ ବିଜେଡି ଦଳ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ…

କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନ୍‍ଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ ଭୁବନେଶ୍ୱର,: କିଟ୍‍ ଓ କିସ୍‍ ପକ୍ଷରୁ ଏହାର ୩ ଛାତ୍ରଛାତ୍ରୀ ତଥା ଅଲିମ୍ପିଆନ୍‍ଙ୍କୁ ଶନିବାର କିଟ୍‍ ପରିସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ନିକଟରେ ଟୋକିଓ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରି ସେମାନେ ଦେଶ ତଥା ରାଜ୍ୟକୁ…

ରୋଟାରୀ କ୍ଲବ ମିଡୋଜ ପକ୍ଷରୁ କୋଭିଡ ଯୋଦ୍ଧା ସମ୍ମାନ ପ୍ରଦାନ

ଭୁବନେଶ୍ୱର-ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ମିଡୋଜ ୨୦୧୪ ମସିହାରେ ଶ୍ରୀ ଅଶ୍ୱିନୀ କରଙ୍କ ମାନସ ସନ୍ତାନ ଭାବରେ କାର୍ଯ୍ୟରମ୍ଭ କରିଥିଲା । ଏହି କ୍ଲବ ସ୍ଥାପନାରେ ଶ୍ରୀ କରଙ୍କ ଧର୍ମପତ୍ନୀ ତଥା ବିଗତ ଦିନର ରୋଟାରୀ ସଭାପତି ଥିବା ଶ୍ରୀମତୀ ବିଜୟଲକ୍ଷ୍ମୀ କରଙ୍କ ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ…

ଗଞ୍ଜାମ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୨ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଗଞ୍ଜାମ ଜିଲ୍ଲାର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଜିଲ୍ଲାର…

ଜ୍ଞାନଦେଵ ବେଉରା ହେଲେ ରାଜ୍ୟ କଂଗ୍ରେସ ଓବିସି ବିଭାଗ ଅଧକ୍ଷ

ଭୁବନେଶ୍ୱର(ଶାସକ ପ୍ରଶାସକ) କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ଶ୍ରୀ ଜ୍ଞାନଦେଵ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି | ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି…

ସାର କଳାବଜାରୀ : ରାଶିବେଡା ଗ୍ରାମରେ କୃଷି ବିଭାଗର ଚଢ଼ାଉ , ୫୫୦ ବସ୍ତା ୟୁରିଆ ସାର ଜବତ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ଚାରମାଳ ଥାନା ଅନ୍ତର୍ଗତ ରାଶିବେଡା ଗ୍ରାମରେ ରେଢ଼ାଖୋଲ କୃଷି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରି ବେଆଇନ ସାର କଳାବଜାରୀ ପାଇଁ ଗଛିତ ରଖିଥିବା ୫୫୦ ବସ୍ତା ୟୁରିଆ ସାର ଜବତ କରିଛି । ସୂଚନାଯୋଗ୍ୟ ଯେ ରାଶିବେଡା…

ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ

ରାୟଗଡ଼ରୁ ସରୋଜ କୁମାର ସାହୁ: ଭାରତୀୟ ମଜଦୁର ସଂଘ ଏବଂ ପର୍ଯ୍ୟାବରଣ ମଞ୍ଚ ତରଫରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ୨୮ ତାରିଖକୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ପାଳନ କରିଆସୁଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି…