Sign in
Sign in
Recover your password.
A password will be e-mailed to you.
ଲିଙ୍ଗରାଜ ମନ୍ଦିର ଖୋଲିବ ସେପ୍ଟେମ୍ବର ପହିଲାରୁ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଲିଙ୍ଗରାଜ ମନ୍ଦିର ଆସନ୍ତା ୧ ତାରିଖ ଅର୍ଥାତ ସେପ୍ଟେମ୍ବର ପହିଲାରୁ ଖୋଲିବ | ଏଥିପାଇଁ ବିଏମସି ପକ୍ଷରୁ ଶୁକ୍ରବାର ନୂତନ ଗାଇଡଲାଇନ ଜାରି କରାଯାଇଛି । କୋଭିଡକୁ ଦୃଷ୍ଟିରେ ରଖି ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ଦୁଇଟି ଡୋଜର ଟିକା ନେଇଥିବା…
ଶୌଚାଳୟ ଉଦ୍ଘାଟନ ପାଇଁ କଣ ମହୁରତ ଖୋଜା ଚାଲିଛି !!
ନିର୍ମାଣର ଏକ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ ଶୌଚାଳୟ
ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବସଷ୍ଟାଣ୍ଡ ରେ ଦୀର୍ଘ ଏକ ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ତରଫରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ବିନିମୟରେ ଏକ ଶୌଚାଳୟ…
ପୁଣି ଆସାମ-ମିଜୋରାମ ସୀମାରେ ଉତ୍ତେଜନା
photo from web
ଖୁଲିଚରା(ଏଜେନ୍ସି) : ସୀମା ବିବାଦକୁ ନେଇ ଆସାମ ଏବଂ ମିଜୋରାମ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷର ଏକ ମାସ ପରେ ଗତ ମାସର ହିଂସା ସ୍ଥଳ ଠାରୁ ୧୨ କିମି ଦୂର ଅନ୍ୟ ଏକ ସୀମାନ୍ତବର୍ତ୍ତୀ ଖୁଲିଚରାଠାରେ ଗୁରୁବାର ଠାରୁ ସଦ୍ୟ ଉତ୍ତେଜନା ଲାଗି ରହିଛି।ଆସାମ ଦ୍ୱାରା…
ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ନୂଆ କର୍ପୋରେଟ୍ କାର୍ଯ୍ୟାଳୟ ଉଦଘାଟିତ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଆଜି ଭୁବନେଶ୍ୱରର ପାୱାର ହାଉସ୍ ଛକ ଠାରେ ନୂଆ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍ଘାଟନ କରାଯାଇଛି ।ଟାଟା ପାୱାରର…
ମୃତ୍ୟୁ ମଧ୍ୟ ଏମିତି ଆସେ : ଟ୍ରକ୍ ଉପରେ ଚଢ଼ି ହଠାତ ଜଳିବାକୁ ଲାଗିଲେ ଡ୍ରାଇଭର
ବଲାଙ୍ଗୀର/ ନିରୋଜ ମିଶ୍ର : ମୃତ୍ୟୁ ଏମିତି ମଧ୍ୟ ଆସେ। ଠିକଣା ସ୍ଥାନରେ ଟ୍ରକ ପହଞ୍ଚାଇବା ପରେ ମାଲ ଅନ୍ଲୋଡ କରିବା ପାଇଁ ଗାଡ଼ି ଉପରକୁ ଚଢ଼ିଥିବା ଡ୍ରାଇଭର ହଠାତ ଜଳିବାକୁ ଲାଗିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ବଲାଙ୍ଗୀର ଜିଲା ତୁଷୁରା ଥାନା ଡୁଙ୍ଗୁରୀପାଲି ଗାଁରେ । ଡ୍ରାଇଭର ଜଣକ…
ଜରାଶ୍ରମକୁ ଦେଇଥିବା ପ୍ରତିଶୃତି ରଖିଲେ ଅଦ୍ରିଜା ସିଂହଦେଓ
ବଲାଙ୍ଗିର(ନିରୋଜ ମିଶ୍ର) : ଦେଓଗାଁ ବ୍ଲକ ସାଲେପାଲି ରେ ଥିବା ଜରାଶ୍ରମ କୁ ଗତ କିଛିଦିନ ଆଗରୁ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଙ୍କ ସହଧର୍ମିଣୀ ଶ୍ରୀମତୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ଗସ୍ତ କରି ଶୀତରୁତୁରେ ଶୀତବସ୍ତ୍ର ବଣ୍ଟନ କରିଥିଲେ | ସେହି ସମୟରେ ଜରାଶ୍ରମ ନିବାସୀ ସେଠାରେ…
ଜିଲ୍ଲାପାଳ ରାୟଗଡଙ୍କ ବିଷମକଟକ ପଂଚାୟତ ସମିତିର ବିଭିନ୍ନ ଗ୍ରାମ କ୍ଷେତ୍ର ପରିଦର୍ଶନ
ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲାପାଳ ରାୟଗଡା ଶ୍ରୀ ସରୋଜ କୁମାର ମିଶ୍ର ବିଷମକଟକ ପଂଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l ବେଥିଆପଡା ଗ୍ରାମ ପଂଚାୟତରେ ପ୍ରଥମେ ବେଥିଆପଡା ଗ୍ରାମର ୟୁ.ଜି.ଏମ୍.ଇ ସ୍କୁଲ ଡାଇନିଙ୍ଗ ହଲ ନିର୍ମାଣ କାର୍ଯ୍ୟ…
ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂମିକା ଅତୁଳନୀୟ -ଧର୍ମେନ୍ଦ୍ର ପ୍ରଧାନ
ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ସଂଘର ଭର୍ଚୁଆଲ ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ଭୁବନେଶ୍ୱର– ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂମିକା ଅତୁଳନୀୟ । ଓଡ଼ିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରୁ…
ବିଜେପିରେ ସାମିଲ ହେଲେ ଓଡିଶା ପଦ୍ମସାଳି ସଂଘର ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା
ଭୁବନେଶ୍ୱର,:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶା ପଦ୍ମସାଳି ସଂଘର ବହୁ ପଦାଧିକାରୀ ଏବଂ କାର୍ଯ୍ୟକର୍ତା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ପଛୁଆ ବର୍ଗରୁ…
ଉଦ୍ଘାଟନ ପରଠୁ ଆସୁନି ମହାନଦୀ ପାଣି
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାଡ଼ ନଂ ୭ ଖନ୍ଦାଢିପ ପ୍ରଥମ ଗଳିରେ ଉଦଘାଟନ ପରଠାରୁ ମହାନଦୀ ପାଣି ଆସୁନଥିବା ଶୁକ୍ରବାର ସାହିର ମହିଳାମାନେ ରେଢ଼ାଖୋଲ ସହର ଜଳ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ…