ବରଗଡ଼ : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ପରାମର୍ଶନୁଯାଇ ପୋଲିସ ଅଧିକାରୀ ମହଲରେ ଛୋଟ ଧରଣର ଅଦଳବଦଳ ହୋଇଛି। ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଦୁର୍ଗମାଧବ ପଧାନଙ୍କୁ ମେଲଛାମୁଣ୍ଡା,ମେଲଛାମୁଣ୍ଡା ଥାନାଧିକାରୀ ଶ୍ରୀମତୀ ସ୍ୱପ୍ନାରାଣୀ ଗୋଛାୟାତଙ୍କୁ ସଦରଥାନା ,ସଦର ଥାନାଧିକାରୀ ବିରାଳଚନ୍ଦ୍ର ସାହିସଙ୍କୁ ଅମ୍ବାଭନା ,ଅତାବିରା ଥାନାଧିକାରୀ ଦିଲୀପ ବେହେରାଙ୍କୁ ଝାରବନ୍ଧ ଥାନାକୁ ବଦଳି ହୋଇଛି | ଝାରବନ୍ଧ ଥାନାଧିକାରୀ ଅନିଲ ପଧାନଙ୍କୁ ଅତବିରା ଥାନା, ମୁଖ୍ୟାଳୟ ରେ ଥିବା ଏସ.ଆଇ ମାନସ ରଞ୍ଜନ ଭୋଇ ଦେବାନନ୍ଦ ମଳିକଙ୍କୁ ଟାଉନ ଥାନା ଏବଂ ସୁଶାନ୍ତ ସାହୁଙ୍କୁ ଅମ୍ବାଭନା ଥାନାକୁ ବଦଳି ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post