Sign in
Sign in
Recover your password.
A password will be e-mailed to you.
ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମାରୱାଡି ଯୁବ ମଂଚ ତରଫରୁ ସାଇକେଲ ରାଲି
ରାୟଗଡ (ସରୋଜ ସାହୁ) : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମାରୱାଡି ଯୁବ ମଂଚ ତରଫରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ସବୁଜ ପତାକା ଦେଖାଇ ଉକ୍ତ ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ । ମା ମଝିଘରିଆଣୀ ମନ୍ଦିର ନିକଟରୁ ରାଲି ଆରମ୍ଭ…
ଓଜେୟୁ ରାୟଗଡା ଶାଖାର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
ରାୟଗଡ (ସରୋଜ ସାହୁ) : ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତା ଚୟନ ହୋଇଯାଇଛି । ଏ ନେଇ ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘ କାର୍ଯ୍ୟାଳୟରେ ଓଜେୟୁ ତରଫରୁ ଏକ ବୈଠକ ଅନୁÂିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ ଶଶୀଭୂଷଣ ପ୍ରହରାଜ ଏବଂ…
ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଦଳିତଙ୍କୁ ଧୋକା ଦେଇ ସାଂଘାତିକ ଅପରାଧ କରୁଛି ଶାସକ ବିଜେଡି: ବିଜେପି
ଭୂବନେଶ୍ୱର: ଓଡିଶାରେ ଶାସକ ବିଜେଡି ଦଳିତଙ୍କ ଭୋଟରେ ଶାସନ କ୍ଷମତା ଅକ୍ତିଆର କରିଥିବାବେଳେ ଦଳିତଙ୍କ ବିକାଶ ପାଇଁ କୈାଣସି ଆନ୍ତରିକତା ନାହିଁ । ବରଂ ଦଳିତଙ୍କୁ ଶୋଷଣ କରି, ଦଳିତଙ୍କୁ ଧୋକା ଦେଇ ଶାସକ ବିଜେଡି…
ଅନ୍ତର୍ଜାତୀୟ ମାନବାଧିକାର ପରିଷଦ କନ୍ଧମାଳ ଜିଲ୍ଲା ବୋର୍ଡ଼ର ସାଧାରଣ ବୈଠକ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଜିଲ୍ଲା ବୋର୍ଡ଼ର ସାଧାରଣ ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ ଥିଲା I ଏହି ବୈଠକରେ ଜିଲ୍ଲା ବୋର୍ଡ଼ର ସଭାପତି ଜାକିରଉଲ୍ଲା ଖାନ ଜିଲ୍ଲାର ଉପସ୍ଥିତ ସମସ୍ତ କାଯ୍ୟକର୍ତ୍ତା ଯଥା ଏକ୍ସୟୁଟିଭ ସଭାପତି…
ପୁଲିସ ଡିଜି ଅଭୟଙ୍କ ଦ୍ୱାରା କୋଟଗଡ଼ ପୁଲିସ ଥାନାର ନୂତନ କୋଠା ଉଦ୍ଘାଟିତ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ଓଡିଶା ପୁଲିସ ଡିଜି ଅଭୟଙ୍କ ଦ୍ୱାରା କୋଟଗଡ଼ ପୁଲିସ ଥାନାର ନୂତନ କୋଠା ଉଦଘାଟନ ହୋଇଛି I ଓଡ଼ିଶା ପୁଲିସ ଡିଜି ବିଏସଏଫ ସ୍ଵତନ୍ତ୍ର ହେଲିକପ୍ଟରର ଯୋଗେ ନିର୍ଦ୍ଧାରିତ ସମୟ ଦିବା ୨.୩୦ମି ସମୟରେ ପହଞ୍ଚି ନୂତନ କୋଠା କୁ ଉଦଘାଟନ କରିଛନ୍ତି I ତାଙ୍କର…
ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚମ୍ପକେଶ୍ବର ପୁରୋହିତ ଙ୍କ ଆହ୍ୱାନ କ୍ରମେ ଆଜି ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ ଜମରତଲା ଗ୍ରାମ ପଞ୍ଚାୟତ କଣ୍ଠେଶ୍ବରପୁର ମନ୍ଦିର ଠାରେ ଅନୁଷ୍ଠିତ କରାଯାଇଛି। ଆଗାମୀ ସାଧାରଣ ପଞ୍ଚାୟତ ନିର୍ବାଚନ ରେ…
ଆଜାଦୀ କା ଅମୃତ ମହୋତ୍ସବ ପାଳିତ l
"ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ବହୁତ କିଛି କରିବାର ଅଛି" - ପଦ୍ମଶ୍ରୀ ଶାନ୍ତି ଦେବୀ
ରାୟଗଡାରୁ ସରୋଜ କୁମାର ସାହୁ: ସ୍ବାଧୀନତାର ୭୫ ବର୍ଷ ଅବସରରେ ଆଜାଦୀ କା ଅମୃତ ସପ୍ତାହ ମହୋତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ସରୋଜ…
ଘୁ.ଉଦୟଗିରିରେ ମୁଖ୍ୟ ଶାସନ ସଚିବ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗସ୍ତର ଦ୍ବିତୀୟ ଦିନରେ ରବିବାର ଦିନ ଘୁ.ଉଦୟଗିରିକୁ ସକାଳ ପ୍ରାୟ ୧୦ ଘ.୧୫ମି ସମୟରେ ପହଞ୍ଚିଥିଲେ I ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ ଗୁଣ୍ଡ ପ୍ରୋସେସିଂ…
ଆକାଂକ୍ଷୀ ଜିଲ୍ଲା ଗୁଡିକର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର…
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ଭୁବନେଶ୍ୱର – କୋରାପୁଟ ଭଳି ଆକାଂକ୍ଷୀ ଜିଲ୍ଲାରେ ପ୍ରତିଷ୍ଠିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବିକେ ଅଂଚଳ ତଥା ଆକାଂକ୍ଷୀ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡି, ବଲାଙ୍ଗିର ଏବଂ…
ଏସସିବିରେ ଏକମୋ ଚିକିତ୍ସା ପାଇଲେ ପ୍ରଥମ ରୋଗୀ
file photo
ଭୁବନେଶ୍ୱର : ଏସସିବିରେ ଏକମୋ ଚିକିତ୍ସା ପାଇଲେ ପ୍ରଥମ ରୋଗୀ | କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଡଖିରାର ଅନ୍ନପୂର୍ଣ୍ଣା ନାୟକ(୫୮) ଅନ୍ନପୂର୍ଣ୍ଣା ନାୟକ ପ୍ରଥମ ରୋଗୀ ଭାବେ ଏସସିବିରେ ଏକମୋ ଚିକିତ୍ସା ସୁବିଧା ପାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ବ୍ୟୟବହୁଳ…