ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ ଉଠାଉଛି ବିଜେପି: ବିଜେଡି

ଭୁବନେଶ୍ୱର, : ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି…

ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିଛି, ବଢ଼ାଇଛି ଆତ୍ମବିଶ୍ବାସ– ମୁଖ୍ୟମନ୍ତ୍ରୀ

5T ସ୍କୁଲ ରୂପାନ୍ତରଣ ଅନ୍ତର୍ଗତ ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତ ପିଲାମାନଙ୍କୁ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଠିକ୍‌ ଭାବରେ ଗାଇଡ କରିବାକୁ ଓ ଶତପ୍ରତିଶତ ସଫଳତା ପାଇଁ ଉଦ୍ୟମ କରିବାକୁ…

ରାଜଧାନୀରେ ଉଦ୍ଘାଟିତ ହେଲା “ଭାରତ ଫ୍ୟୁଏଲ୍”ର ସ୍ଵୀକୃତିପ୍ରାପ୍ତ ଶାଖା “ସାନାୟା ଗ୍ୟାସ୍”

ଭୁବନେଶ୍ୱର(ଶାସକ ପ୍ରଶାସକ) - ଦେଶର ଅନ୍ୟତମ ଅଗ୍ରଣୀ ରନ୍ଧନ ଗ୍ୟାସ "ଭାରତ ଫ୍ୟୁଏଲ୍" ଆଜିଠାରୁ ଓଡ଼ିଶାରେ LPG ଉପଭୋକ୍ତା ମାନଙ୍କ ନିମନ୍ତେ ଉପଲବ୍ଧ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବେହେରା "ଭାରତ ଫ୍ୟୁଏଲ୍"ର…

ଟୋକିଓ ପାରାଲିମ୍ପିକ୍ସ: ପଦକ ହରାଇଲେ ବିନୋଦ କୁମାର

ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତର ବିନୋଦ କୁମାର ପୁରୁଷ F52 ଡିସ୍କସ୍ ଥ୍ରୋ ପାଇଥିବା ବ୍ରୋଞ୍ଜ ପଦକ ହରାଇଛନ୍ତି |  ବର୍ଗୀକରଣ ପୁନଃ ମୂଲ୍ୟାଙ୍କନରେ ଘୋଷିତ "ଅଯୋଗ୍ୟ" ଘୋଷିତ ହେବା ପରେ ତାଙ୍କୁ ପାଇଥିବା ପଦକ ହରାଇବାକୁ ପଡିଛି |

ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଏକ ଜରୁରୀ ତଥା ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ଜିଲ୍ଲା ଶାଖା ସଭାପତି ଗୁରୁ ଗୌରବ ଶ୍ରୀ ଗୌରଚନ୍ଦ୍ର…

ବଣର ମଲ୍ଲୀ ଏବେ ରାଜ୍ୟ ଓ ରାଜ୍ୟ ବାହାରେ ବାସୁଛି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୁଚିି ରହିଛି ବିଭିନ୍ନ କଳା । ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଖାଲି ଚାଷ ବାସ ନୁହେଁ ବିିିଭିନ୍ନ କ୍ଷେତ୍ରରେ ନିଜର ପାରାଦର୍ଶିତା ଦେଖାଇ ଆସିଛନ୍ତି।ମୋହନା ବ୍ଳକ ଅନ୍ତର୍ଗତ ରବି ଶଙ୍କର ମାଝୀ…

ଆଇନ ଶୄଙ୍ଖଲା ବିପର୍ଯ୍ୟସ୍ତ ହେବା ସହ ନିଶା କାରବାର ବୄଦ୍ଧି:ତିନିଗୋଟି ଅନୁଷ୍ଠାନ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୄଙ୍ଖଲା ବିପର୍ଯ୍ୟସ୍ତ ହେବା ସହ ନିଶା କାରବାର ବୄଦ୍ଧି ପାଇବାରେ ଲାଗିଛି । ସହରର ବିଭିନ୍ନ ସ୍ଥାନ ଓ ଗ୍ରାମାଞ୍ଚଳରେ କୋରେକ୍ସ, ନିଶା ଇଂଜେକ୍ସନ, ନିଶା ଟାବଲେଟ ତଥା ମଦ ଉପଲବ୍ଧ ହେଉଛି । ଯୁବପିଢ଼ି…

ବିଗୁଡୁଛି ରାସ୍ତାର ଅବସ୍ଥା, ସଜାଡ଼ିବ କିଏ

ଯାଜପୁର / ସୁବାସ ଚନ୍ଦ୍ର ନାୟକ: କଳିଙ୍ଗନଗରକୁ ଓଡିଶାରେ ଇସ୍ପାତ ରାଜଧାନୀ ରେ ପରିଣତ କରିବାପାଇଁ ରାଜ୍ୟସରକାର ଅଣ୍ଟାଭିଡ଼ିଥିବାବେଳେ ଶିଳ୍ପ ବିକାଶ ର ପ୍ରାଥମିକ ଉତ୍ସ ସଡ଼କକୁ ରାଜ୍ୟସରକାର ଯେଉଁ ଗୁରୁତ୍ୱ ଦେବା କଥା ତାହା ଦେଉନାହାନ୍ତି | ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭିସା…

ପାଇକମାଲ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା ପ୍ରତିବାଦରେ ଆମରଣ ଅନଶନରେ ବସିବେ ହିତାଧିକାରୀ ।

ପଦ୍ମପୁର(ଶାସକପ୍ରଶାସକ)-୨୦୨୦ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ଲକ୍ଷ୍ୟରେ ଗରିବ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇକମାଲ ବ୍ଲକ ରେ ବ୍ୟାପକ ଅନିୟମିତତା ହେବା ସହ…

ମୋ ପରିବାର ଦ୍ୱାରା ବିରାଟ ରକ୍ତଦାନ ଶିବିର

ଆମ ବରଗଡ଼ ଜିଲ୍ଲାରେ ସର୍ବାଧିକ ରକ୍ତ ସଂଗ୍ରହ ହୋଇଛି :- ଗୌରହରି ମିଶ୍ର ବରଗଡ :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ କୋବିଡ଼ ମହାମାରୀ ସମୟରେ ରାଜ୍ୟରୁ ରକ୍ତ ର ଅଭାବ ଦୂର କରିବା ପାଇଁ , ବିଜୁ ଜନତା ଦଳର ଓଡିଶା ମୋ ପରିବାର ଜରିଆରେ ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମରେ…