Sign in
Sign in
Recover your password.
A password will be e-mailed to you.
ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ
https://youtu.be/cuuMMXqpRpg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ପାରଳା ସହରର କାରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) , ରସିକରାଜ ମନ୍ଦିର , ଶ୍ରୀ ଶ୍ୟାମସୁନ୍ଦର…
ସମୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଉପଜିଲ୍ଲାପାଳଙ୍କୁ ଗୋଇବାହାଲି ଓ ଗଣ୍ଡପାଲି ଗ୍ରାମର ଚାଷୀଙ୍କ ଦାବୀପତ୍ର ପ୍ରଦାନ ।
ପଦ୍ମପୁର(ଶାସକପ୍ରଶାସକ)- ଚଲିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ମରୁଡ଼ି ପରିସ୍ଥିତି ଦେଖା ଦେଲାଣି । ଜୁନ ମାସରେ ଅଳ୍ପ କିଛି ବର୍ଷା ହେବା ଫଳରେ ଚାଷୀ ଧାନ ବୁଣା ଓ ତଲି ପକା କାମ ଆରମ୍ଭ କରିଥିଲା ହେଲେ ଜୁଲାଇ ଓ ଅଗଷ୍ଟ ମାସରେ ବୄଷ୍ଟିପାତ କମିବା କାରଣରୁ ଧାନ ୠଆ…
ରାସ୍ତା ନିର୍ମାଣ କାମ ଖଣ୍ଡିଆ କରି ଠିକାଦାର ଛୁ : ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳବାସୀଙ୍କ ଦାବି
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର କୁମ୍ଭାରୀଗାଁ ପଞ୍ଚାୟତ I ଏହି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋବରକୁଟି ଛକଟାରୁ ପଡ଼ିକିଆ ୪ କିଲୋ ୮୦୦ ମିଟର ରାସ୍ତା ନିର୍ମାଣ ପାଇଁ ୧୭,୩୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାମ ଆରମ୍ଭ ହୋଇ…
ଗଞ୍ଜେଇ ଚୋରା ଚାଲାଣ ବେଳେ ଯୁବକ ଗିରଫ : ବାଇକ ଜବତ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ପୁଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି I ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି…
କରୁଆଁଝର ପଂଚାୟତରେ ମଉଳିଲା ପଦ୍ମ, ବଢ଼ିଲା ଶଙ୍ଖର ଚମକ
୯୮ ଜଣ ବିଜେପି କର୍ମୀଙ୍କୁ ସାଙ୍ଗରେ ନେଇବିଜେଡିରେ ଦଳରେ ଯୋଗ ଦେଲେ ସରପଞ୍ଚ
ପାଟଣାଗଡ଼, ଶାସକ ପ୍ରଶାସକ ( ଯତୀନ୍ଦ୍ର ନନ୍ଦ ) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ " କରୁଆଁଝର "ଗ୍ରାମ ପଞ୍ଚାୟତର ସରପଞ୍ଚ, ନାଏକ ସରପଞ୍ଚ, ୱର୍ଡ…
ନାହାଙ୍ଗ ଗ୍ରାମପଞ୍ଚାୟତର ୮୦ ରୁ ଉର୍ଦ୍ଧ କର୍ମୀ ଓ ନେତା ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଦେଲେ
ମାହାଙ୍ଗା (ଶାସକ ପ୍ରଶାସକ) : ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଦ୍ୱାରା ମାହାଙ୍ଗାର ସାମଗ୍ରିକ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଦୃଢ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ନାହାଙ୍ଗ ଗ୍ରାମପଞ୍ଚାୟତର ୮୦ ରୁ ଉର୍ଦ୍ଧ କର୍ମୀ ଓ ନେତା ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ…
ଉତ୍କଳ ଦିବସ କୁଇଜରେ ପଦ୍ମପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ସଫଳତା ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକର ବାନ୍ଦୁପାଲି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ହେମରାଜ ଧରୁଆ ଉତ୍କଳ ଦିବସ କୁଇଜରେ ୯୫%ମାର୍କ ରଖି ପ୍ରଶଂସା ପତ୍ର ପାଇବାର ସୌଭାଗ୍ୟ ଲାଭ କରିଛନ୍ତି।ସୂବର୍ଣ୍ଣପୁର ଜିଲ୍ଲା ରଥପୁର ଆଦର୍ଶ…
ପ୍ରେମଓ ଭକ୍ତିର ସୁନ୍ଦର ସଙ୍ଗମ: ପ୍ରେମ ବରଷିଲା ‘ସ୍ମୃତି ନୀଡ’, ଭକ୍ତି ଭାବରେ ବୁଡ଼ାଇଲା ‘ପୁଣ୍ୟ ବ୍ରହ୍ଣ’
କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ
ଭୁବନେଶ୍ୱର (ଚକ୍ରଧର ମାଝୀ) : ଏକ ସାଙ୍ଗରେ ପ୍ରେମ ଓ ଭକ୍ତି ଭାବର ଫେଣ୍ଟାଫେଣ୍ଟି ଅନୁଭବ ମିଳିଥିଲା | ପ୍ରେମର ଗୀତରେ ମନ କିଛି ସମୟ ପାଇଁ ଆନମନା ହୋଇଯାଇଥିବା ବେଳେ ଭକ୍ତିଗୀତରେ ମନ ତଲ୍ଲୀନ ହୋଇଯାଇଥିଲା…
ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଗଭୀର ନଳକୂପ କ୍ଲଷ୍ଟର ପ୍ରକଳ୍ପ ପରିଦର୍ଶନ…
ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ।
ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟ ବିଭିନ୍ନ ଜିଲ୍ଲାକୁ ତୋଫାନି ଗସ୍ତକରି ଉଠା ଜଳସେଚନ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଜାରି ରଖିଥିବା ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ…
ଜନ୍ମାଷ୍ଟମୀ ଉପଲକ୍ଷେ ସାଇବାବାଙ୍କ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକଙ୍କ ଯୋଗଦାନ
ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲାଠାରେ ସାଇକମିଟି ଆନୁକୁଲ୍ୟରେ ଜନ୍ମାଷ୍ଟମୀ ଉପଲକ୍ଷେ ସାଇବାବାଙ୍କ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ…