ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ନିକଟରେ ରାଜ୍ୟସ୍ତରୀୟ ଭୂବନେଶ୍ୱର ସ୍ଥିତ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶିଷ୍ଠ ଓଡିଶୀ କଣ୍ଠ ସଙ୍ଗୀତ ଭାବେ ଓଡିଶା…

ନୄସିଂହନାଥ ପୀଠ ପାଇଁ ନବାହ୍ନ ଲଗ୍ନ ଧାର୍ଯ୍ୟ ।

ପଦ୍ମପୁର(ଶାସକପ୍ରଶାସକ)-ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୁଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ମନ୍ଦିରର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ୱାରା ଲଗ୍ନ ସ୍ଥିର ହୋଇଥିବା ବେଳେ ଆସନ୍ତା ୧୧/ ୯/ ୨୧ ରିଖ ଶନିବାର ଦିନ ଅମୃତ ବେଳା…

ଡ୍ରେନ ମରାମତି ପାଇଁ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କଲେ ଡାକ ମାଷ୍ଟର ।

ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ଓ୍ବାଡ ୭ ରେ ଯାଇଥିବା ଡ୍ରେନ ବାଲି ମାଟି ରେ ପୋତି ହୋଇଯାଇଛି। ଯାହା ଫଳରେ ଦୀର୍ଘ ୧ମାସ ହେବ ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଛି।ଆର ଡବ୍ଳୁ ଏସ ଏସ ତରଫରୁ ଗାଁ ରେ ପାନୀୟଜଳ ଯୋଗାଇ ଦିଆଯାଉଛି।ହେଲେ ଅଧିକାଂଶ…

ଟେଟ୍ରାସଫ୍ଟ ପକ୍ଷରୁ ଭୁବନେଶ୍ୱରରେ ଆଡଭାନସଡ଼ ଟେକ୍ନୋଲୋଜି ଇନୋଭେସନ୍ ହବ୍ ଉଦ୍ଘାଟିତ

୧୦୦ରୁ ଅଧିକ ଡିଜିଟାଲ୍ ପ୍ରତିଭାଙ୍କୁ ନିଯୁକ୍ତି ଦେବ ଏହି ଟେକ୍ନୋଲୋଜି ଇନୋଭେସନ୍ ହବ୍ ନବସୃଜନକୁ ବଢ଼ାଇବା,  ଉତ୍କର୍ଷ ପ୍ରଦାନ କରିବା ଏବଂ ବିଶ୍ୱସ୍ତରୀୟ ସଂସ୍ଥାଗତ କ୍ଲାଏଣ୍ଟମାନଙ୍କୁ ବ୍ୟକ୍ତିଗତ ସୁହାଇବା ଭଳି ଅନୁଭୂତି ଦେବା ନିମନ୍ତେ ଉଚ୍ଚ-ଦକ୍ଷ ସ୍ଥାନୀୟ ଡିଜିଟାଲ୍ ପ୍ରତିଭାଙ୍କୁ…

ଓଡିଶାରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ୬ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଦ୍ୱିତୀୟ ପ୍ୟାଲେଟ୍ ପ୍ଲାଣ୍ଟର ଶୁଭାରମ୍ଭ

ପ୍ୟାଲେଟ୍ ପ୍ରଡକସନ୍ କାପାସିଟି ଦ୍ୱିଗୁଣିତ ୧୨ଏମ୍ଟିପିଏ ହୋଇ ପାରାଦ୍ୱୀପ ପ୍ଲାଣ୍ଟ ଓଡିଶାର ସର୍ବବୃହତ ପ୍ୟାଲେଟାଇଜେସନ୍ କମ୍ପ୍ଲେକ୍ସ ଭାବେ ପରିଗଣିତ ହେଲା ପାରାଦ୍ୱୀପ/ଭୁବନେଶ୍ୱର: ଆରସେଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପାରାଦ୍ୱୀପଠାରେ ନିଜର ଦ୍ୱିତୀୟ…

ବିଶିଷ୍ଠ କଳାକାର ନାରାୟଣ ଦାସ ପଟ୍ଟନାୟକ ଓ ଶିକ୍ଷାବିତ୍ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଶ୍ରୀକାରଣ ସାହି ସ୍ଥିତ ରାଧାମୋହନ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଗୁରୁବାର ଦିନ ସନ୍ଧ୍ୟାରେ କାର୍ଯ୍ୟକାରୀ ସଭାପତି ଗୌର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାରିଛି। ବିଶିଷ୍ଠ…

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଆଜି ଭୁବନେଶ୍ୱର ସ୍ଥିତ ଓଏଲଆଇସି କାର୍ଯ୍ୟାଳୟରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଉଠାଜଳସେତନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ…

ଜାତୀୟ ପୋଷଣ ସପ୍ତାହ କାର୍ଯ୍ୟକ୍ରମ ଓ ପୁଷ୍ଟିଶସ୍ୟ ପୋଷଣ ସଚେତନତା ରଥ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ସପ୍ତାହେ ବ୍ୟାପି ଜିଲ୍ଲା ସ୍ତରରେ ସେପ୍ଟେମ୍ବର ୧ ତାରିଖ ଠାରୁ ଜାତୀୟ ପୋଷଣ ସପ୍ତାହ ମିଲେଟ ମିଶନ , କୃଷି ବିଭାଗ ଓ ମିଶନଶକ୍ତିର ମିଳିତ ଆନୁକୂଲ୍ୟରେ ପାଳନ ହେଉଛି। ଏହି ଅବସରରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି…

ନୂଆଖାଇ ଏଥର ମରୁଡି ପାଇଁ ଚାଷୀ ମନରେ ଆଦୌ ଆନନ୍ଦ ଉଲ୍ଲାସ ନାହିଁ।

ଭଲ ଅମଳ ର ସମ୍ଭାବନା ନ ଥିବାରୁ କେବଳ ବିଧି ରକ୍ଷା ପାଇଁ ପାଳିତ ହେବ। ଝାରବନ୍ଧ-ମନୋହର ଦାଶ: କୃଷିଭିତ୍ତିକ ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ଚଳିତ ବର୍ଷ ର ନୂଆଖାଇ ର ଆନନ୍ଦ ଉଲ୍ଲାସ ଉପରେ ଛାଇ ଯାଇଛି ମରୁଡି ର କଳା ବାଦଲ। କୃଷିଭିତ୍ତିକ ପର୍ବ ଏହି ନୂଆଖାଇ ରେ ଚାଷୀ ମାନଙ୍କ ଆଶା ନାହିଁ…

ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ବଢୁଛି ବେଆଇନ ବନ୍ୟଜନ୍ତୁ ଶିକାର , ବନ ବିଭାଗ ଜବତ କଲା ବାରାହା ମାଂସ, ୨ ଗିରଫ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବରେ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ହେଲେ ଏହି ଅବାଧ ବନ୍ୟଜନ୍ତୁ ଶିକାର ଉପରେ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଲମ୍ବଟିଦାଦର ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲ ଅଞ୍ଚଳରୁ ବୁଧବାର ରାତି…