ଭୁବନେଶ୍ୱର : ଜଣାଶୁଣା କବି ରକ୍ଷକ ନାୟକଙ୍କ କବିତା ସଂକଳନ ‘ ଘରକୁ ଫେରିବାକୁ ଡର’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି l ଏହି ପୁସ୍ତକର ଉନ୍ମୋଚନ ଅବସରରେ କବି ଶ୍ରୀ ନାୟକଙ୍କ ସହ ପ୍ରକାଶକ ‘ଅପୂର୍ବା’ର କ୍ଷୀରୋଦ ପତି ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.