ଗୁରୁଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁଙ୍କୁ ସମ୍ମାନିତ କଲେ ରାୟଗଡ ଜିଲ୍ଲାପାଳ

ରାୟଗଡ (ସରୋଜ କୁମାର ସାହୁ ): ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଅବସରରେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଜିଲ୍ଲାର ୪୦ରୁ ଉଦ୍ଧ୍ୱର୍ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ଗୁରୁଦିବସ ଉପଲକ୍ଷେ ନିଖିଳ ଉକ୍ରଳ…

ଭଇଁସାଦରହା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଝାରବନ୍ଧ:-ମନୋହର-ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଝାରବନ୍ଧ ବ୍ଲକ ଭଇଁସାଦରହା ପଞ୍ଚାୟତ ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।…

ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ମାଣ୍ଡିଆ ଖାଦ୍ୟ ମେଳା

ପୋଲସରା:ପୋଲସରା ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଇଛି । ଷଷ୍ଠ ଓ ସପ୍ତମ ଦିବସ ଅବସରରେ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥା ଓ ସମ୍ୱନିତ୍ଵ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ସମ୍ମିଳନୀ କକ୍ଷରେ ପୃଷ୍ଟିକର…

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ)-ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମ କୁମାର ଶତପଥୀଙ୍କ ସଭାପତିତ୍ବ ରେ ବିଦ୍ୟାଳୟ ସ୍ତରୀୟ ଗୁରୁ ଦିବସ ପାଳନ କରା ଯାଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଫଟୋଚିତ୍ର ରେ…

ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ଗୁରୁଦିବସ ପାଳନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ସୋମବାର ଗୁରୁଦିବସ ପାଳନ କରାଯାଇଅଛି । ପ୍ରତି ବର୍ଷ ପରି ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡ. ସର୍ବପଲ୍ଲି ରାଧାକ୍ରିଷ୍ଣନଙ୍କ ସ୍ମୃତିଚାରଣରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲା…

ଓଡ଼ିଶାର ପ୍ରେରଣାଦାୟୀ ଭିନ୍ନକ୍ଷମଙ୍କ ସଫଳତାର କାହାଣୀ “ଇନସ୍ପାୟାର୍.. ଏମ୍ପାଓ୍ୱାର’

ଲୋକାର୍ପିତ ହେଲା ରାଜ୍ୟ ଭିନ୍ନକ୍ଷମ ଆୟୋଗ ଦ୍ୱାରା ପ୍ରକାଶିତ କଫିଟେବୁଲ ବୁକ ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାର କେତେକ ଭିନ୍ନକ୍ଷମଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି "ଇନସ୍ପାୟାର୍.. ଏମ୍ପାଓ୍ୱାର' ଆଜି ପୂର୍ବାହ୍ନରେ ଲୋକାର୍ପିତ ହୋଇଛିା ସାମାଜିକ ସୁରକ୍ଷା…

ରାୟଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ରାୟଗଡ (ସରୋଜ କୁମାର ସାହୁ ): ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ନନଙ୍କ ଜୟନ୍ତୀକୁ ସାରା ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ରାୟଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳିତ ହୋଇଯାଇଅଛି । ପ୍ରଥମେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ନନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ…

ଲ‌ଇଣ୍ଡାମାଲ ମୁଣ୍ଡାପଡାରେ ବିଧବା ମହିଳାଙ୍କୁ ପନଖିରେ ହାଣି ହତ୍ୟା , 4 ଅଟକ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ବିଧବା ମହିଳାଙ୍କୁ ପନିଖିରେ ହାଣି ହତ୍ୟା ହୋଇଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡା ମାଲ ଗାଁର ମୁଣ୍ଡାପଡାରେ ଘଟିଛି…

ଭଦ୍ରକ ମହାବିଦ୍ୟାଳୟ ଖୁବ ଶିଘ୍ର ହେବ ବିଶ୍ବ ବିଦ୍ୟାଳୟ ; ବିଧାୟକ ସଂଜିବ ମଲ୍ଲିକ !

ଭଦ୍ରକ,:(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ମହାବିଦ୍ୟାଳୟ ୧୯୪୭ ମସିହା ଜୁଲାଇ ୬ ତାରିଖରେ ପ୍ରତିଷ୍ଠିତ ହୋଇ ଥିବାରୁ ଏହି ଐତିହ୍ୟ ସଂପର୍ଣ୍ଣ ମହାବିଦ୍ୟାଳୟ ତାର ୭୫ ବର୍ଷ ଆସନ୍ତା ୨୦୨୨ ମସିହା ଜୁଲାଇ ୬ ତାରିଖରେ ପୂରଣ କରିବାକୁ ଯାଉଛି।ଏହି ଅବସରରେ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଭଦ୍ରକ କଲେଜ…

ଜାତୀୟ ଶିକ୍ଷା ନୀତି ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବ- ଧର୍ମେନ୍ଦ୍ର ପ୍ରଧାନ

ଏଆଇସିଟିଇର ବିଭିନ୍ନ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ ନୂଆଦିଲ୍ଲୀ/ଭୁବନେଶ୍ୱର – ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ୨୦୪୭ ଆଧାରରେ ଆଗାମୀ ୨୫ ବର୍ଷ ପାଇଁ ମାର୍ଗ…