ସ୍ୱର୍ଗତ ନନ୍ଦସାରଙ୍କ ଶେଷକୃତ୍ୟରେ ସାମିଲ ହେଲେ ମନ୍ତ୍ରୀ ସମୀର ଦାଶ

0 1

ଭୁବନେଶ୍ୱର : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଗଭୀର ଶୋକପ୍ରକାଶ କରି କହିଛନ୍ତି ଯେ ନନ୍ଦସାର୍ ଜଣେ ଅମାୟିକ, ସମାଜସେବୀ ଏବଂ ଚାଟଶାଳୀର ଶିକ୍ଷାଗୁରୁ ଥିଲୋ ତାଙ୍କର ତିରୋଧାନ ସମଗ୍ର ଶିକ୍ଷା ସମାଜ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛିା ଦୀର୍ଘ ୭୫ ବର୍ଷ ଧରି ବିନା ପାରିଶ୍ରମିକରେ ଚାଟଶାଳୀରେ ସେ ପିଲାମାନଙ୍କୁ ଶିକ୍ଷାଦାନ କରି ଆସୁଥିଲୋ ସ୍ୱର୍ଗତ ନନ୍ଦସାରଙ୍କ ଶେଷକୃତ୍ୟରେ ମନ୍ତ୍ରୀ ଶ୍ରୀ ଦାଶ ସମ୍ମାନ ପ୍ରଦର୍ଶନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତିା ମନ୍ତ୍ରୀ ଶ୍ରୀ ଦାଶ ଶୋକସନ୍ତପ୍ତ ପରିବାରବର୍ଗ, ଶୁଭେଚ୍ଛୁମାନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତିା

Leave A Reply

Your email address will not be published.